ଆଜିର ରାଶିଫଳ

20


ରାଶିଫଳ ମାର୍ଚ୍ଚ ୨୭ , ୨୦୨୨ : ରବିବାର ଦିନ, ଏହି ରାଶି ର ବ୍ୟକ୍ତି ମାନଙ୍କର କଠିନ ପରିଶ୍ରମ ର ରଙ୍ଗ ଆଣିବ I
କର୍କଟ ରାଶିର ବ୍ୟକ୍ତିମାନଙ୍କର ରବିବାର ଦିନ ନିଜ ପ୍ରତିଭା ବଳରେ ଲୋକଙ୍କୁ ପ୍ରଭାବିତ କରିବେ I ବିଛା ରାଶି ର ବ୍ୟକ୍ତି ମାନଙ୍କର ଦିନ ଟି ଶାନ୍ତିପୂର୍ଣ୍ଣ ହେବ
I

ମେଷ: ଦିନଟି ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ନେଇ ଆସିବ I କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ସହିତ ବ୍ୟବସାୟରେ ଉନ୍ନତି I ପାରିବାରିକ ଶାନ୍ତି I ସନ୍ତାନ ମାନେ ଉନ୍ନତି କରିବେ I

ବୃଷ: ନିଜ ସୌନ୍ଦର୍ଯ୍ୟ ପ୍ରତି ଧ୍ୟାନ ଦେବେ I ନିଜର ରୁଚି ଅନୁଯାୟୀ କାର୍ଯ୍ୟ କରିବେ I ପିଲାମାନଙ୍କଠାରୁ ଭଲ ଖବର ପାଇବେ ସୁ-ଖାଦ୍ୟ ଭୋଜନ I ବନ୍ଧୁ ଦର୍ଶନ ହେଇପାରେ I

ମିଥୁନ: ଦିନଟି ଶୁଭଙ୍କର ହେବ I ନୂଆ ଲୋକଙ୍କୁ ଭେଟିବେ I ରାଜନୈତିକ ପତିଆରା ବୃଦ୍ଧି ପାଇବ I ବ୍ୟବସାୟ ରେ ଉନ୍ନତି ମାତ୍ର ପରିଶ୍ରମ ଅନୁଯାୟୀ ଫଳ ମିଳିବ ନାହିଁ I ଜଗି ରଖି ଅର୍ଥ ଖର୍ଚ କରନ୍ତୁ I

କର୍କଟ: ନିଜ ପ୍ରତିଭା ବଳରେ ଲୋକଙ୍କୁ ପ୍ରଭାବିତ କରିବେ I ଆପଣଙ୍କ ଭିତରେ ଲୁକ୍କାୟିତ ଶକ୍ତି ବାହାର କରିବାର ଆବଶ୍ୟକତା ଅଛି I ଘରେ ବନ୍ଧୁମିଳନ ଓ ନୂତନ ଅତିଥିଙ୍କ ଆଗମନ ଯୋଗୁ ହସଖୁସିର ସୁଅ ଛୁଟିବ। ସରକାରୀ ସ୍ତରରୁ ହଠାତ୍‌ ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ।

ସିଂହ : ରବିବାର ଆପଣଙ୍କ ପାଇଁ ଏକ ନୂଆ ଉପହାର ଆଣିଛି I ପ୍ରତ୍ୟେକ କ୍ଷେତ୍ରରେ ମାନ-ସମ୍ମାନ ବୃଦ୍ଧି ପାଇବ। ବ୍ୟବସାୟରେ ଉନ୍ନତି କରିବା ସହିତ ଅଶାନୁରୂପ ଲାଭ ପାଇବେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଋଣ ପରିଶୋଧ କରିବାର ସୁଯୋଗ ପାଇବେ। କଠିନ ପରିଶ୍ରମ ରଙ୍ଗ ଆଣିବ I

କନ୍ୟା : ରବିବାର ଆପଣଙ୍କ ପାଇଁ ବହୁତ ଭଲ ଆଣୁଛି I ଅନ୍ୟମାନଙ୍କଠାରୁ ସହଯୋଗ ପାଇବେ I ପୂର୍ବର ଦୁଃଶ୍ଚିନ୍ତା ଦୂର ହୋଇଯିବ। ବ୍ୟବସାୟରେ ଉନ୍ନତି ଓ ଆର୍ଥିକ ସ୍ଥିତିରେ ବୃଦ୍ଧି ଘଟିବ। ପାରିବାରିକ କ୍ଷେତ୍ରରେ ସୁଖଶାନ୍ତି ମିଳିବ I ମହିଳାମାନେ କିଣା କିଣି ରେ ବ୍ୟସ୍ତ ରହିବେ I

ତୁଳା : ଜୀବନ ପ୍ରତି ତୁମର ମନୋଭାବ ସକାରାତ୍ମକ ହେବ I ସମୟ ଆପଣଙ୍କ ସପକ୍ଷରେ ରହିଛି I ବନ୍ଧୁ ସାହାଯ୍ୟ ମିଳିବ I ପରିବାରରେ ଖୁସି ର ମାହୋଲ ରହିବ I

ବିଛା: ରବିବାର ଆପଣଙ୍କ ପାଇଁ ଏକ ଶାନ୍ତିପୂର୍ଣ୍ଣ ଦିନ ହେବ I ଆର୍ଥିକ ଚିନ୍ତା ଦୂର ହେବ I ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ବ୍ୟବସାୟରେ ମନମୁତାବକ ଲାଭ ପାଇ ଭବିଷ୍ୟତ ଯୋଜନାରେ ନିବେଶ କରିବେ। ଗାଡ଼ି ଚଲାଇବା ବେଳେ ସତର୍କତା ଅବଲମ୍ବନ କରନ୍ତୁ।

ଧନୁ : ଦିନ ଟି ଶୁଭଙ୍କର ହେବ। ଜୀବନ ସାଥୀ ବ୍ୟବସାୟ କରିବାକୁ ଇଚ୍ଛା ପ୍ରକାଶ କରିପାରନ୍ତି I କ୍ୟାରିୟର ସହିତ ଜଡିତ କିଛି ନୂତନ ଏବଂ ଆକର୍ଷଣୀୟ ଅଫର ଆପଣ ପାଇପାରିବେ I ପାରିବାରିକ ଜୀବନ ସୁଖମୟ ହେବ I

ମକର: ଭ୍ରମଣ ଯୋଗ ରହିଛି Iଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବ I ସାମାଜିକ ପ୍ରତିଷ୍ଠା ବଢିବ I ବ୍ୟବସାୟରେ ଉନ୍ନତି ହେବ I ପୁନର୍ବାର ଅଟକି ଯାଇଥିବା ଯୋଜନା ଆରମ୍ଭ କରିବେ I

କୁମ୍ଭ:ନିଜ କାର୍ଯ୍ୟ କ୍ଷେତ୍ରରେ ଉନ୍ନତି କରିବେ I ଆପଣଙ୍କ ଦ୍ୱାରା କରାଯାଇଥିବା ଯେ କୌଣସି କାର୍ଯ୍ୟ ତୁରନ୍ତ ଫଳ ଦେବ I ପିଲାମାନଙ୍କ ପାଇଁ ଅର୍ଥ ସଂଚୟ କରିବେ I ବିମାନ ଭ୍ରମଣର ରାଶି ଗଠନ ହେଉଥିବା ପରି ମନେହୁଏ I ଅବିବାହିତ ମାନଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବ I

ମୀନ : ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇବେ I ନୂତନ ଲକ୍ଷ୍ୟ ସ୍ଥିର କରିବା ପାଇଁ ଦିନଟି ଶୁଭ ଅଟେ I ଆୟ ବୃଦ୍ଧି ପାଇଁ ପ୍ରୟାସ ବର୍ତ୍ତମାନ ସଫଳ ହେବା ପରି ମନେ ହେଉଛି I ଋଣ ମୁକ୍ତ ହେବେ I ଆପଣଙ୍କ ସହିତ ଜୀବନସାଥୀ ପ୍ରଭାବିତ ହେବେ I

Comments are closed, but trackbacks and pingbacks are open.