Daily Archives

November 25, 2022

ଚାଷୀ ପ୍ରସଙ୍ଗେରେ ଉଷ୍ଣ, ତିନି ଦଳ ମିଶି ଗୃହକୁ କଲେ ଅଚଳ

ଭୁବନେଶ୍ୱର: ବିଧାନସଭାର ଶୀତ ଅଧିବେଶନର ଦ୍ୱିତୀୟ ଦିନରେ ଗୋଟିଏ ବିଚିତ୍ର କଥା ଦେଖିବାକୁ ମିଳିଛି । ଉଭୟ ବିରୋଧୀ ଓ ଶାସକ ଚାଷୀ ପ୍ରସଙ୍ଗରେ ମୁହାଁମୁହିଁ ହୋଇ ଗୃହକୁ
Read More...

ଡିସେମ୍ବର ପହିଲା ସୁଦ୍ଧା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ୪୮ ଲକ୍ଷ ହିତାଧିକାରୀଙ୍କୁ ଶୀତ ସହାୟତା

ଭୁବନେଶ୍ୱର: ଡିସେମ୍ବର ପହିଲା ସୁଦ୍ଧା ରାଜ୍ୟର ୪୮ ଲକ୍ଷ ଗରିବ ହିତାଧିକାରୀଙ୍କୁ କମ୍ବଳ କିଣିବା ପାଇଁ ୩୦୦ ଟଙ୍କା ଲେଖାଏ ଶୀତ ସହାୟତା ମିଳିବ । ମଧୁବାବୁ ପେନ୍‌ସନ
Read More...

କେନ୍ଦ୍ରରୁ ୫୨୪ କୋଟି ଟଙ୍କାର ଜିଏସଟି କ୍ଷତିପୂରଣ ପାଇଲା ଓଡ଼ିଶା

ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷର ଏପ୍ରିଲରୁ ଜୁନ୍ ତ୍ରୈମାସିକରେ ଜିଏସଟି କ୍ଷତିପୂରଣ ବାବଦରେ ଓଡ଼ିଶାକୁ ୫୨୪ କୋଟି ଟଙ୍କା କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି । ୨୦୨୨
Read More...

ଯୋଗଦେଲେ ୨୦୩ ସହାୟକ ପ୍ରାଧ୍ୟାପକ: ରୋଗୀଙ୍କ ମୁହଁରେ ହସ ଫୁଟାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ଡାକ୍ତରୀ ଶିକ୍ଷା ସେବାରେ ଶୁକ୍ରବାର୨୦୩ ସହାୟକ ପ୍ରାଧ୍ୟାପକ ଯୋଗଦାନ କରିଛନ୍ତି । ଲୋକସେବା ଭବନରେ ନବନିଯୁକ୍ତଙ୍କ ନିମନ୍ତେ ଏକ ଦିଗଦର୍ଶନ କାର୍ଯ୍ୟକ୍ରମ
Read More...

ଘରୋଇ ସ୍କୁଲରେ ବି ରାଗିଂ ଅଭିଯୋଗ: ୮ ଜଣ ଛାତ୍ରଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ବର: ବ୍ରହ୍ମପୁର ସହରରେ ଥିବା ସରକାରୀ ଶିକ୍ଷାନୁଷ୍ଠାନରେ ରାଗିଂ ହେଉଥିବା ବେଳେ ଏବେ ଘରୋଇ ଶିକ୍ଷାନୁଷ୍ଠାନରେ ମଧ୍ୟ ସମାନ ଅଭିଯୋଗ ଆସିଛି । ଜଣେ ଷଷ୍ଠ ଶ୍ରେଣୀ
Read More...

ଇଡିରେ ଅର୍ଚ୍ଚନା ମାମଲା: ହାଜର ହେଲେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ପୁଣି ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା ଓରଫ ଶ୍ରଦ୍ଧା । ଶ୍ରଦ୍ଧାକୁ ଇଡି ଅଧିକାରୀମାନେ ଆଜି ଦ୍ୱିତୀୟ ଥର ଲାଗି ପଚରାଉଚରା କରିଛନ୍ତି ।
Read More...

ଅନ୍ତର୍ଜାତୀୟ କ୍ରିକେଟରେ ଚୟନ: ଅଭିଷେକଙ୍କୁ ଡାଲ୍‌ମିଆ ସିମେଣ୍ଟର ସମ୍ବର୍ଦ୍ଧନା

ଭୁବନେଶ୍ୱର: ଚଳିତ ଡିସେମ୍ବର ୩ରୁ ୧୪ ତାରିଖ ପର୍ଯ୍ୟନ୍ତ ତାମିଲନାଡୁର ତିରୁନେଲଭେଲି ଠାରେ ହେବାକୁ ଥିବା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ଟୁର୍ନାମେଣ୍ଟରେ ଡାଲମିଆ
Read More...

ଦହି ଖାଇବାର ଲାଭ

ସାଧାରଣତଃ ଦହିକୁ ଆମେ ଖାଇବା ସହ ରୂପଚର୍ଯ୍ୟାରେ ମଧ୍ୟ ବ୍ୟବହାର କରିଥାଉ। ହେଲେ ଆପଣ ଜାଣିଛନ୍ତି କି ପ୍ରତିଦିନ ଦହି ଖାଉଥିବା ଲୋକଙ୍କ ପାଖ ମାଡ଼ିବନି ରୋଗ। ଦହି
Read More...

ଭୁବନେଶ୍ୱର କୋର୍ଟରେ ତାଲା ପକାଇଲେ ଓକିଲ

ଭୁବନେଶ୍ୱର: ଭୁବନେଶ୍ୱର କୋର୍ଟ ପରିସରରେ ଉତ୍ତେଜନା । ଓକିଲ ଓ ପୁଲିସ ମଧ୍ୟରେ ହାତାହାତି ପରିସ୍ଥିତି । ହାଇକୋର୍ଟକୁ ଭୁବନେଶ୍ୱର ସ୍ଥାନାନ୍ତର ଦାବିରେ ଆନ୍ଦୋଳନ
Read More...