Daily Archives

November 20, 2021

ରାଜସ୍ଥାନ ରାଜନୀତିରେ ନୂଆ ଭୂକମ୍ପ, ଗେହଲୋଟ୍ ଙ୍କ ମନ୍ତ୍ରୀ ମଣ୍ଡଳରୁ ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି

ରାଜସ୍ଥାନ ରାଜନୀତିରେ ଏକ ନୂଆ ଭୂକମ୍ପ ଆସିଛି। ରାଜସ୍ଥାନରେ କ୍ୟାବିନେଟ୍‌ ଅଦଳବଦଳ ‌ପୂର୍ବରୁ ଅଶୋକ ଗେହଲଟଙ୍କ ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି।
Read More...

ପାକିସ୍ତାନ ଯାଇଥିବା ସିଦ୍ଧୁଙ୍କ ବିବାଦୀୟ ବୟାନ ଉପରେ ବିଜେପିର ଘୋର ଆକ୍ରମଣ

ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ ପାକିସ୍ତାନର କର୍ତ୍ତାରପୁର ସାହିବ କରିଡୋର ଦର୍ଶନରେ ଯାଇ ଦେଇଛନ୍ତି ବିବାଦୀୟ ବୟାନ I ସେଠାରେ ପହଞ୍ଚିବା ପରେ ନବଜୋତ ସିଂ
Read More...

ଆର୍‌ଟିଆଇ ତଥ୍ୟ ଅନୁସାରେ,୧୯୭୦ ମସିହାରୁ ନାହିଁ ରତ୍ନଭଣ୍ଡାରର ଚାବି

୧୯୭୦ ମସିହାରୁ ନାହିଁ ରତ୍ନଭଣ୍ଡାରର ଚାବି। ଶ୍ରୀମନ୍ଦିର ଭିତର ରତ୍ନ ଭଣ୍ଡାର ଚାବି ହଜି ଥିବା ନେଇ ଜିଲ୍ଲା କୋଷାଗାରକୁ ଆବେଦନ କରି ତଥ୍ୟ ମାଗିଥିଲେ ଦିଲ୍ଲୀପ ବରାଳ।
Read More...

ସମ୍ ହସ୍ପିଟାଲ ରେ ଶିଶୁଶଲ୍ୟ ବିଭାଗ ପକ୍ଷରୁ ଶିଶୁ ସୁରକ୍ଷା ସଚେତନତା ସପ୍ତାହ ପାଳିତ

ଶିଶୁମାନେ କିଭଳି ସୁରକ୍ଷିତ ରହିବେ ସେ ସମ୍ପର୍କରେ ଅଭିଭାବକ ମାନଙ୍କୁ ସଚେତନ କରାଇଛନ୍ତି ସମ୍‌ ହସ୍ପିଟାଲ ଡାକ୍ତର । ଘରେ, ସ୍କୁଲ୍‌ରେ ଓ ରାସ୍ତାରେ ସେମାନଙ୍କ
Read More...

ହସ୍ପିଟାଲରୁ ନବଜାତ ଶିଶୁ କନ୍ୟା ଚୋରି

ହସ୍ପିଟାଲରୁ ନବଜାତ ଶିଶୁକନ୍ୟା ଚୋରି ହୋଇଥିବା ଅଭିଯୋଗ ଆସିଛି । ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆଜି ସକାଳ ସମୟରେ ଚୋରି ହୋଇଥିବା ଖବର ସାମନାକୁ ଆସିଛି
Read More...

ଆଜି ପ୍ରକାଶ ପାଇଲା ଯୁକ୍ତ ଦୁଇ ଅଫ୍‌ଲାଇନ ପରୀକ୍ଷା ଫଳ

ଆଜି ପ୍ରକାଶ ପାଇଲା ଯୁକ୍ତ ଦୁଇ ଅଫ ଲାଇନ ପରୀକ୍ଷା ଫଳ I ଏ ନେଇ ଶିକ୍ଷା ବିଭାଗ ପକ୍ଷରୁ ଆଜି ସୂଚନା ଦିଆ ଯାଇଛି I ବିକଳ୍ପ ମୁଲ୍ୟାୟନରେ ଅସନ୍ତୁଷ୍ଟ ଥିବା ଛାତ୍ର
Read More...

ମୂଲଚାଲ ବେଳେ ଧାରା ପଡିଲା ଦେଢ କୋଟି ଟଙ୍କା ମୂଲ୍ୟ ର ସାପ ବିଷ

ସାପ ବିଷ ସ୍ମଗଲିଂ ରାକେ୍ଟର ପର୍ଦ୍ଦାଫାଶ କରିଛି ଦେବଗଡ଼ ଜିଲ୍ଲା ରିଆମାଳ ଥାନା ପୁଲିସ୍‌। ଏହାକୁ ବିକ୍ରି ପାଇଁ ମୂଲଚାଲ ଚାଲିଥିବା ବେଳେ ଗରାଖ ସାଜି ୨ ଜଣଙ୍କୁ ମାଡ଼ି
Read More...

ସରକାରଙ୍କ ନୂଆ ଗାଇଡଲାଇନରେ ଖୋଲା ମଞ୍ଚ କୁ ମିଳିଲା ଗ୍ରୀନ୍‌ ସିଗନାଲ୍

ରାଜ୍ୟରେ କରୋନା ପ୍ରକୋପ କ୍ରମଶଃ କମି କମି ଯାଉଥିବାବେଳେ ଆଜି ରାଜ୍ୟ ସରକାର ଆଉ ଏକ ନୂଆ ଗାଇଡ଼ ଲାଇନ ଆଣିଛନ୍ତି । ଏହି ଗାଇଡ଼ ଲାଇନ ଅନୁସାରେ ଯାତ୍ରା, ଅପେରା,
Read More...

ଆର୍ଯ୍ୟନ ଖାନଙ୍କ ଡ୍ରଗ୍ସ ପାର୍ଟି ମାମଲାରେ କୋର୍ଟ କହିଲେ ଷଡ଼ଯନ୍ତ୍ର ହୋଇଥିବା ପ୍ରମାଣ ନାହିଁ

ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାଁ ଙ୍କ ଡ୍ରଗ୍ସ ଲିଙ୍କ ମାମଲାରେ ଆଜି ବମ୍ବେ ହାଇକୋର୍ଟଙ୍କ ପକ୍ଷରୁ ଜାରି ହୋଇଥିବା ଜାମିନ ଅର୍ଡରେ କୁହାଯାଇଛି ଯେ
Read More...

ଆସନ୍ତାକାଲି ଠାରୁ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରକୋପ ବୃଦ୍ଧି ପାଇବ

ଆନ୍ଧ୍ର ଏହାର ପ୍ରଭାବରେ କିଛି ଜିଲ୍ଲାରେ ହାଲୁକା ବର୍ଷା ଲାଗି ରହି ରହିଛି। ଆସନ୍ତାକାଲି ଠାରୁ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରକୋପ ବୃଦ୍ଧି ପାଇବ। ଭୁବନେଶ୍ୱର ଆଞ୍ଚଳିକ
Read More...