ଦୟା ନଦୀରେ ଭାସିଗଲେ ୨ ନାବାଳକ ଛାତ୍ର : ଜଣେ ମୃତ

278

ଭୁବନେଶ୍ୱର :ଦୟା ନଦୀରେ ବୁଡ଼ିଗଲେ ଦୁଇ ଛାତ୍ର । ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଜଣେ ନିଖୋଜ ଅଛନ୍ତି । ଧଉଳି ଥାନା ନୂଆଗାଁ ଉପରସାହି ଘାଟରେ ଗାଧାଉଥିବା ବେଳେ ଅଘଟଣ ଘଟିଛି । ନିଖୋଜ ଛାତ୍ରଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ନିୟୋଜିତ ଅଛନ୍ତି । ଦୁଇ ଜଣ ଛାତ୍ର ଏକ ଘରୋଇ ଶିକ୍ଷାନୁଷ୍ଠାନର ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସୂଚନା ମିଳିଛି ।ସୂଚନା ଅନୁଯାୟୀ, ଆଜି ୪ଜଣ ଛାତ୍ର ସାଙ୍ଗ ଦୟାନଦୀ ନୂଆଗାଁ ଉପରସହି ଘାଟକୁ ଗାଧୋଇବାକୁ ଆସିଥିଲେ। ୩ ଜଣ ନଦୀ ଭିତରକୁ ଯାଇଥିଲେ। ପାଣିର କ୍ଷିପ୍ର ସ୍ରୋତରେ ତିନିଜଣ ଭାସି ଯାଉଥିବା ବେଳେ ଜଣେ ପହଁରି କୂଳକୁ ପଳାଇ ଆସିଥିଲେ। ଅନ୍ୟ ୨ ଜଣ ଭାସି ଯାଇଥିଲେ। ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଅନ୍ୟ ଜଣେ ନିଖୋଜ ଅଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ଟିମ୍ ଏବଂ ପୁଲିସ ପହଞ୍ଚି ଜୋରଦାର ସର୍ଚ୍ଚ ଅପରେସନ ଚାଲିଛି।

11 Comments
  1. discount enclomiphene buy sydney

    buying enclomiphene canada medicine

  2. kamagra fonctionne-t-il vraiment

    générique kamagra usa

  3. where to buy cheap androxal no prescription

    purchase androxal generic side effect

  4. discount flexeril cyclobenzaprine canada purchase

    buying flexeril cyclobenzaprine canadian discount pharmacy

  5. order fildena purchase england

    how to buy fildena generic europe

  6. get gabapentin usa cheap

    ordering gabapentin cheap online in the uk

  7. buying itraconazole generic london

    buy itraconazole cheap in canada

  8. buy cheap avodart

    buying avodart usa overnight delivery

  9. how to order xifaxan canada suppliers

    get xifaxan generic canada no prescription

  10. rifaximin on line cash on delivery

    buy rifaximin buy safely online

  11. kamagra irsko online

    kupte si kamagra online s doručením přes noc

Comments are closed, but trackbacks and pingbacks are open.