ଭୁବନେଶ୍ବର: ପୁରୀ ଜିଲ୍ଲା ପିପିଲିରେ ଅଘଟଣ। ନିଆଁରେ ପୋଡ଼ିଯାଇ ଜଣେ ୩୧ବର୍ଷୀୟ ମହିଳା ଗୁରୁତର ହୋଇଛନ୍ତି। ତାଙ୍କ ଶରୀରର ୯୦ ପ୍ରତିଶତ ଜଳିଯାଇଛି। ବୁଧବାର ସନ୍ଧ୍ୟାବେଳେ ପିପିଲି ପୌରାଞ୍ଚଳ ଜୟପୁର ଛକ ନିକଟସ୍ଥ ନବୀନ ନିବାସରେ ଘଟିଛି ଏହି ଅଘଟଣ। ପୀଡ଼ିତା ପିପିଲି ଦରଜି ସାହି ନିକଟ ମଠ ସାହି ଗ୍ରାମର ନରେଶ ଦାଶଙ୍କ ସ୍ତ୍ରୀ ଅର୍ଚ୍ଚନା ଦାଶ ବୋଲି ଜଣାପଡ଼ିଛି। ତାଙ୍କର ଏକ ୫ବର୍ଷର ଝିଅ ରହିଛି। ଆଜକୁ ପ୍ରାୟ ବର୍ଷେ ହେବ ସେ ନବୀନ ନିବାସରେ ସପରିବାର ଭଡ଼ାରେ ରହୁଥିବା ସୂଚନା ଦେଇଛନ୍ତି ନବୀନ ନିବାସର ମ୍ୟାନେଜର୍ ଅଶୋକ କୁମାର ସାହୁ। ସ୍ୱାମୀ ନରେଶ ଭଡ଼ାଘର ପାଖରେ ଦୀର୍ଘଦିନ ହେବ ଏକ ବ୍ରଦର୍ସ ଜିମ୍ ସେଣ୍ଟର୍ ଖୋଲି ଚଳାଉଛନ୍ତି। ତେବେ ମହିଳାଙ୍କ ଶ୍ୱଶୁରଙ୍କ ସୂଚନା ମୁତାବକ ସନ୍ଧ୍ୟା ଆଳତି କରୁଥିବା ସମୟରେ ଦୀପରୁ ନିଆଁ ଲାଗି ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଉଛି। ମହିଳାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ତେବେ ସେ ୯୦ ପ୍ରତିଶତ ଜଳିଯାଇଥିବା ପିପିଲି ଡାକ୍ତରଖାନା ସୂତ୍ରରୁ ପ୍ରକାଶ। ଘଟଣାସ୍ଥଳରେ ପିପିଲି ଥାନା ଅଧିକାରୀ ସୌମେନ୍ଦୁ ଶେଖର ତ୍ରିପାଠୀ, ଏସ୍ଡିପିଓ ଦେବାଶିଷ ମିଶ୍ର, ପୁରୀ ଅତିରିକ୍ତ ଏସ୍ପି ସଚିନ୍ ପଟେଲ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ କେଉଁ କାରଣରୁ ମହିଳା ଜଣକ ପୋଡ଼ିଗଲେ ତାହାର ପ୍ରକୃତ କାରଣ ଜଣାପଡ଼ି ନାହିଁ। ସୂଚନା ମୁତାବକ ସନ୍ଧ୍ୟା ପ୍ରାୟ ସାତଟା ବେଳେ ହଠାତ୍ ନବୀନ ନିବାସ ୪ନଂ ଭଡ଼ାଘରୁ ମହିଳା ଜଣକ ପୋଡ଼ି ଚିତ୍କାର କରିବାରୁ ନବୀନ ନିବାସର ମ୍ୟାନେଜର୍ ଅଶୋକ କୁମାର ସାହୁ ପ୍ରଥମେ ଦେଖି ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରିବା ପରେ ତୁରନ୍ତ ପିପିଲି ମେଡିକାଲକୁ ନିଆଯାଇଥିଲା।
order androxal cheap genuine
androxal order
buy enclomiphene purchase line
get enclomiphene cheap uk
ordering rifaximin cheap now
cheapest buy rifaximin low cost
online order xifaxan generic london
xifaxan order online with e check
discount staxyn generic extended release
how to buy staxyn generic alternative
cheapest no prescription needed avodart
buying avodart cheap online pharmacy
brand dutasteride
buying dutasteride cost australia
discount flexeril cyclobenzaprine generic ireland
discount flexeril cyclobenzaprine purchase tablets
how to order gabapentin canada internet
buy cheap gabapentin uk cheap purchase buy
acheter kamagra comprime pharmacie vallee d aoste
où pouvez-vous obtenir kamagra sans une perskripion
how to order fildena cheap pharmacy
discount fildena generic when will be available
discount itraconazole cheap uk buy purchase
purchase itraconazole generic uae
necesito comprar kamagra en chile
další den fedexová doprava za kamagra