ସଂସଦର ଶୀତକାଳୀନ ଅଧିବେଶନ : ବିଜେପି ସାଂସଦମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦେଶ

16

ସଂସଦ ର ଶୀତକାଳୀନ ଅଧିବେଶନ ପାଇଁ ଭାରତୀୟ ଜନତା ପାର୍ଟି (ସାଂସଦ) ଏହାର ସମସ୍ତ ସାଂସଦ ମାନଙ୍କୁ ଅଧିକ ରୁ ଅଧିକ ସଂଖ୍ୟା ରେ ଉପସ୍ଥିତ ରହିବାକୁ ନିର୍ଦେଶ ଦେଇଛନ୍ତି I ସେହିପରି ବିପକ୍ଷ ଦଳ ର ସମସ୍ତ ରଣ କୌଶଳ ର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି। ଅଧିବେଶନର ଗୋଟିଏ ଦିନ ପୂର୍ବରୁ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ବୈଠକରେ ମଧ୍ୟ ଶାସକ ଦଳର ସହଯୋଗୀ ଦଳ କୃଷି ଆଇନ ପ୍ରତ୍ୟାହାରକୁ ସମର୍ଥନ କରିଛନ୍ତି।

Leave A Reply

Your email address will not be published.