ନଖ ଧଳା ଦାଗ ଦିଏ ଶୁଭ ସଂକେତ

28

ନଖରେ ଦେଖାଯାଉଥିବା ଧଳା ଦାଗ ଅନେକ ସମୟରେ ଜୀବନରେ ପରିବର୍ତ୍ତନ ଆଣିଥାଏ । ହସ୍ତରେଖା ଶାସ୍ତ୍ର ଅନୁସାରେ, ନଖର ଆକାରଠୁ ଆରମ୍ଭ କରି ଏଥିରେ ଦେଖାଯାଉଥିବା ଧଳା ଦାଗ ଜୀବନରେ ଶୁଭ ଓ ଅଶୁଭ ଫଳ ପ୍ରଦାନ କରିଥାଏ ।

  • ହସ୍ତରେଖା ଶାସ୍ତ୍ର ଅନୁସାରେ, ଯେଉଁମାନଙ୍କ ନଖର ଆକାର ଚଉଡ଼ା, ସେମାନେ ଶାରୀରିକ ରୂପେ ଶକ୍ତିଶ।।ଳୀ ।
  • କନିଷ୍ଠିକା ଅଙ୍ଗୁଳିରେ ନଖରେ ଧଳା ଦାଗ ଶୁଭ ଫଳ ପ୍ରଦାନ କରେ । ଏହା ସହ କାର୍ଯ୍ୟରେ ଶୀଘ୍ର ସଫଳତା ମିଳିଥାଏ ।
  • ମଧ୍ୟମା ଅଙ୍ଗୁଳି ନଖର ଧଳା ଦାଗ କଲ୍ୟାଣକାରୀ । ଏମାନଙ୍କ ଜୀବନରେ ଧନ ଆଗମନର ଏହା ସୂଚନା ଦିଏ ।
  • ସେହିପରି ତର୍ଜନୀ ନଖରେ ଧଳା ଦାଗ ଥିବା ବ୍ୟକ୍ତିବିଶେଷ ବ୍ୟବସାୟରେ ଉନ୍ନତି କରନ୍ତି ।

Comments are closed, but trackbacks and pingbacks are open.