ଭୋଡାଫୋନ୍‌ ଗ୍ରାହକ ମାନଙ୍କୁ ଯୋଗାଇ ଦେଉଛି ମାଗଣା ଭିଆଇପି ନମ୍ବର

29

ଆଇପି ନମ୍ବର ରଖିବା ପ୍ରାୟ ସମସ୍ତଙ୍କର ଏକ ସଉକ୍‌ ଥାଏ । ଏହି ନମ୍ବର ରଖିବା ପାଇଁ କିଛି ଲୋକ ହଜାର ହଜାର ଟଙ୍କା ମଧ୍ୟ ଖର୍ଚ୍ଚ କରିଥାନ୍ତି । ହେଲେ ବର୍ତ୍ତମାନ ଆପଣ ଅତି ସହଜରେ ଭିଆଇପି ନମ୍ବର ପାଇପାରିବେ । ତାହା ପୁଣି ମାଗଣାରେ । ଆସନ୍ତୁ ଜାଣିବା I
ଆପଣ ବର୍ତ୍ତମାନ ପୋଷ୍ଟପେଡ ଓ ପ୍ରିପେଡ ଦୁଇଟି ଯାଗ ସିମ୍‌ ମାଗଣାରେ ପାଇପାରିବେ । ଏଥିପାଇଁ ଆପଣଙ୍କୁ କୌଣସି ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ ।

ଭୋଡାଫୋନ୍‌ ଏହି ସୁବିଧା ତାର ଗ୍ରାହକଙ୍କୁ ଯୋଗଇଦେଉଛି । ଆପଣ ଭିଆଇପି ସିମ୍‌ କିଣିବାକୁ ହେଲେ ଭୋଡାଫୋନ- ଆଇଡିଆ ୱେବସାଇଟକୁ ଯାଇ ଏହି ସିମ୍‌ ମଗାଇ ପାରିବେ । ଭୋଡାଫୋନ- ଆଇଡିଆ ଅଫିସିଆଲ ୱେବସାଇଟର ଆପ୍‌ https://www.myvi.in / କୁ ସର୍ଚ୍ଚ କରିପାରିବେ । ଏହାକୁ ଆପଣ ଆପଣଙ୍କ ମୋବାଇଲରେ ମଧ୍ୟ ମଗାଇପାରିବେ । ସିମ୍‌ ଅର୍ଡର କରିବା ସମୟରେ ଆପଣଙ୍କୁ କମ୍ପାନୀ ପକ୍ଷରୁ କିଛି ବିକଳ୍ପ ବାଛିବାକୁ କୁହାଯିବ । ବିକଳ୍ପ ବାଛିବା ପରେ ଆପଣଙ୍କୁ ଆପଣଙ୍କ ଭିଆଇପି ନମ୍ବର ମିଳିଯିବ ।

Comments are closed, but trackbacks and pingbacks are open.