ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନା ସଂକ୍ରମିତ , ଟ୍ୱିଟ ମାଧ୍ୟମରେ ସୂଚନା ଦେଲେ

15

ଉପରାଷ୍ଟ୍ରପତି ଏମ .ଭେଙ୍କୟା ନାଇଡୁ କୋଭିଡ୍ ସଂକ୍ରମିତ ହୋଇଛନ୍ତି ଇ ଏକ ସପ୍ତାହ ହୋମ ଆଇସୋଲେସନରେ ରହିଥିବା ନେଇ ଟ୍ୱିଟ ମାଧ୍ୟମରେ ସୂଚନା ଦେଇଛନ୍ତି । ଏହା ସହିତ ସେ ପରାମର୍ଶ ଦେଇଛନ୍ତି କି ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଥିଲେ ,ସେମାନେ ନିଜ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନିଅନ୍ତୁ I
ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ କୋଭିଡ୍ ପଜିଟିଭ୍ ହେବା ପରେ ଏନେଇ ଉପ ରାଷ୍ଟ୍ରପତିଙ୍କ ଅଫସିଆଲ୍ ଟୁଇଟର ଆକାଉଣ୍ଟରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ଏହା ପୂର୍ବରୁ ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ ନେତାଜୀ ସୁଭାଷ ବୋଷଙ୍କ ୧୨୫ ତମ ଜନ୍ମଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

Leave A Reply

Your email address will not be published.