ଜାନୁଆରୀ ୮ରେ ଅତି ବିଶେଷ ଯୋଗ: ଶନି ଙ୍କ ବକ୍ର ଦୃଷ୍ଟିରୁ ମିଳିବ ମୁକ୍ତି ଏହି ୫ ଟି ରାଶି ର ହେବ ଉନ୍ନତି

9

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନିଙ୍କ ସାଢେସତୀ ର ପ୍ରଭାବ ବର୍ତ୍ତମାନ ଧନୁ ରାଶି, ମକର ରାଶି ଏବଂ କୁମ୍ଭ ରାଶି ଉପରେ ରହିଛି। ଏପରି ପରିସ୍ଥିତିରେ, ଆସନ୍ତା ଶନିବାର (ଜାନୁୟାରୀ ୮ , ୨୦୧୨ ) ଏହି ୫ ଟି ରାଶିର ଲୋକଙ୍କ ପାଇଁ ଏହା ଏକ ବରଦାନ ସଦୃଶ ପ୍ରମାଣିତ ହେବ I ଏହି ଦିନ ଶନି ଦେବଙ୍କୁ ପ୍ରସନ୍ନ କରି ତାଙ୍କର ଆଶୀର୍ବାଦ ନିଅନ୍ତୁ

୨୦୨୨ ବର୍ଷର ପ୍ରଥମ ମାସରେ, ଶନି ଦଶା ରୁ ମୁକ୍ତି ପାଇବା ପାଇଁ ଏକ ଖାସ ଦୁର୍ଲ୍ଲଭ ମୁହୂର୍ତ୍ତ ଆସୁଛି I ଅଙ୍କ ଜ୍ୟୋତିଷ ଙ୍କ ଅନୁସାରେ ‘୮’ ସଂଖ୍ୟା ଟି ହେଉଛି ଶନି ଙ୍କ ର ନିଜସ୍ୱ ସଂଖ୍ୟା ଇ ତେଣୁ ଏହି ମାସ ୮ ତାରିଖ ଟି ମଧ୍ୟ ଶନିବାର ପଡୁଛି I ତେଣୁ ଏହି ଦିନଟି ଶନି ଦେବ ଙ୍କ ପାଈଁ ଅତ୍ୟନ୍ତ ସ୍ୱତନ୍ତ୍ର I ୮ ତାରିଖରେ ଶନି ଦେବ ଙ୍କୁ ଖୁସି ପ୍ରସନ୍ନ କରିବା ପାଇଁ କଣ କରିବେ ଜଣାନ୍ତୁ :

ବର୍ତ୍ତମାନ ଏହି ୫ ଟି ରାଶି ଉପରେ ଶନିଙ୍କ ଦୃଷ୍ଟି ରହିଛି I
ଏହି ସମୟରେ ଶନିଙ୍କ ମିଥୁନ ଏବଂ ତୁଳା ରାଶି ରେ ଶନି ଙ୍କ ଢେୟା ବା ଅଢେଇ ଚାଲିଛି ,ଅନ୍ୟ ପଟେ, ଧନୁ ରାଶି, ମକର ରାଶି ଏବଂ କୁମ୍ଭ ରାଶି ଉପରେ ଶନିଙ୍କ ସାଢ଼େସାତୀ ର ପ୍ରଭାବ ରହିଛି I ଏପରି ପରିସ୍ଥିତିରେ, ଆସନ୍ତା ଶନିବାର (ଜାନୁୟାରୀ ୮ , ୨୦୨୨ ) ଏହି ୫ ଟି ରାଶିର ଲୋକଙ୍କ ପାଇଁ ବରଦାନ ସଦୃଶ ପ୍ରମାଣିତ ହେବ I

ଶନିବାର ଦିନ କରନ୍ତୁ ଏହି ଉପାୟ

ଶନି ଦେବଙ୍କୁ କର୍ମର ଦାତା କୁହାଯାଏ, କାରଣ ସେ ବ୍ୟକ୍ତି ର କର୍ମ ଅନୁଯାୟୀ ଫଳ ଦିଅନ୍ତି I ଏହା ସହିତ, ଶନି ଦେବ ପରିଶ୍ରମୀ, ନିୟମ-ଆଧାରିତ ଏବଂ ଶୃଙ୍ଖଳିତ ଲୋକଙ୍କୁ ପସନ୍ଦ କରନ୍ତି I ଏପରି ପରିସ୍ଥିତିରେ, ପ୍ରତ୍ୟେକ ବ୍ୟକ୍ତି ନିଜ ଭିତରେ ଏପରି ଗୁଣ ଧରିବାକୁ ଚେଷ୍ଟା କରିବା ଉଚିତ୍ I ଏହା ବ୍ୟତୀତ କିଛି ଜିନିଷକୁ ମଧ୍ୟ ଧ୍ୟାନରେ ରଖିବା ଉଚିତ୍ I ଏହି ଦିନ ଶନି ଦେବଙ୍କୁ ପ୍ରସନ୍ନ କରି ତାଙ୍କର ଆଶୀର୍ବାଦ ମିଳିପାରିବ I

ଗୁରୁଜନ , ବୃଦ୍ଧ, ଦୁର୍ବଳ ଏବଂ ଯେଉଁମାନେ ପରିଶ୍ରମୀ\ଶ୍ରମିକ ଶ୍ରେଣୀ ର ବ୍ୟକ୍ତିଙ୍କୁ ଅସମ୍ମାନ କରନ୍ତୁ ନାହିଁ I

ଗରିବ ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତୁ I ଏହା ବ୍ୟତୀତ ପଶୁ ଏବଂ ପକ୍ଷୀମାନଙ୍କର କୌଣସି କ୍ଷତିକରନ୍ତୁ ନାହିଁ I

ଶନିବାର ଦିନ ଗରିବ ଲୋକଙ୍କୁ ଯଥା ସାଧ୍ୟ ଖାଦ୍ୟ, କଳା କମ୍ବଳ, କଳା ବିରି ଦାନ କରିବା ଅତ୍ୟନ୍ତ ଶୁଭ ହେବ

ଘରେ ଖିଚିଡି ପ୍ରସ୍ତୁତ କରି ଖାଆନ୍ତୁ ଏବଂ ଗରିବ ବ୍ୟକ୍ତିଙ୍କୁ ଖୁଆନ୍ତୁ I

କୌଣସି ପ୍ରକାର ଅନୈତିକ କାର୍ଯ୍ୟରୁ ଦୂରରେ ରୁହନ୍ତୁ ଇ ଏହା ସହିତ ଆପଣ ପ୍ରତି ଶନିବାର ଶନିଦେବ ଙ୍କ ନିମନ୍ତେ ରାଶିତେଲ ଦୀପ ଜଳାନ୍ତୁ ଏବଂ ଘରେ ଥିବା ଅଶ୍ୱସ୍ଥ ଗଛ ମୂଳରେ ଦୀପ ଦିଅନ୍ତୁ I ଶନିବାର ଦିନ ଆପଣ ଶାକାହାରୀ ଭୋଜନ କରନ୍ତୁ I

Leave A Reply

Your email address will not be published.