ପାକିସ୍ତାନ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ହସ୍ତକ୍ଷେପ କରିବ ନାହିଁ ଆମେରିକା

90

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ଆତଙ୍କବାଦ ବିରୋଧ ଲଢେଇରେ ଭାରତ ସହିତ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। ପହଲଗାମର ଦୋଷୀମାନଙ୍କୁ ପୃଥିବୀର ଶେଷ ପର୍ଯ୍ୟନ୍ତ ଖୋଜାଯିବ। ସେମାନଙ୍କୁ ଏବଂ ସେମାନଙ୍କର ନେତାମାନଙ୍କୁ ଏପରି ଦଣ୍ଡ ଦିଆଯିବ ଯାହା ସେମାନେ କଳ୍ପନା ମଧ୍ୟ କରିନଥିବେ। ସେମାନଙ୍କର ଠିକଣା ମାଟିରେ ମିଶିଯିବ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚ୍ୟାଲେଞ୍ଜକୁ ସମର୍ଥନ କରି ବିଶ୍ଵର ବିଭିନ୍ନ ଦେଶରୁ ସ୍ୱର ମଧ୍ୟ ଆରମ୍ଭ ହୋଇଛି।

Comments are closed, but trackbacks and pingbacks are open.