ଜୋହ କ୍ୟାମ୍ପସ ପରିଦର୍ଶନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

171

ଚେନ୍ନାଇ: ତାମିଲନାଡୁ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଶିଷ୍ଟ ବୈଜ୍ଞାନିକ ତଥା ଉଦ୍ୟୋଗୀ ଶ୍ରୀଧର ଭେମ୍ବୁଙ୍କ ଦ୍ବାରା ପ୍ରତିଷ୍ଠିତ ଜୋହ କ୍ୟାମ୍ପସ ପରିଦର୍ଶନ କରିଛନ୍ତି। ତାମିଲନାଡୁର ତେନକାସି ଗ୍ରାମାଞ୍ଚଳରେ ଶ୍ରୀ ଭେମ୍ବୁଙ୍କ ଦ୍ବାରା ପ୍ରତିଷ୍ଠା କରାଯାଇଥିବା ବିଭିନ୍ନ ଉଦ୍ୟୋଗ, ତାଲିମ ପ୍ରତିଷ୍ଠାନ ବୁଲି ଦେଖିଛନ୍ତି। ସେଠାରେ ତାଲିମ ନେଉଥିବା ଓ କାର୍ଯ୍ୟରତ ଥିବା ଛାତ୍ରଛାତ୍ରୀ ଏବଂ ପେଶାଦାରଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଆଲୋଚନା କରିଛନ୍ତି।

Comments are closed, but trackbacks and pingbacks are open.