ଦେଶବ୍ୟାପୀ ଘରେ ଘରେ ତ୍ରିରଙ୍ଗା: ତିନିଦିନିଆ ଚଳଚ୍ଚିତ୍ର ମହୋତ୍ସବର ଶୁଭାରମ୍ଭ

295

ନୂଆଦିଲ୍ଲୀ: ସୋମବାର ଠାରୁ ଦେଶବ୍ୟାପୀ ‘ଘରେ ଘରେ ତିରଙ୍ଗା ଦେଶପ୍ରେମ ଚଳଚ୍ଚିତ୍ର ମହୋତ୍ସବ’ର ଶୁଭାରମ୍ଭ ହୋଇଛି । ପ୍ରଥମ ଦିନରେ ମହୋତ୍ସବକୁ ଉତ୍ସାହଜନକ ପ୍ରତିକ୍ରିୟା ମିଳିଛି। ଏହି ମହୋତ୍ସବର ଉଦ୍ଦେଶ୍ୟ ହେଉଛି ଚଳଚ୍ଚିତ୍ର ମାଧ୍ୟମରେ ଭାରତର ସ୍ୱାଧୀନତା ପ୍ରତି ସମ୍ମାନ ବ୍ୟକ୍ତ କରିବା। ଅଗଷ୍ଟ ୧୧ରୁ ୧୩ ତାରିଖ ମଧ୍ୟରେ ଅନୁଷ୍ଠିତ ହେଉଥିବା ଏହି ମହୋତ୍ସବ ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ଜାତୀୟ ଚଳଚ୍ଚିତ୍ର ବିକାଶ ନିଗମ (ଏନଏଫଡିସି) ଦ୍ୱାରା ଆୟୋଜିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବ୍ୟାପକ ଘରେ ଘରେ ତିରଙ୍ଗା  ଅଭିଯାନର ଏକ ଅଂଶବିଶେଷ ଭାବେ ଏହି ମହୋତ୍ସବ ଆୟୋଜନ କରାଯାଉଛି। ଏହା ଜାତୀୟ ପତାକା ସହିତ ପ୍ରତ୍ୟେକ ନାଗରିକଙ୍କ ଭାବଗତ ସମ୍ପର୍କକୁ ଆହୁରି ଗଭୀର କରିବା ସହିତ ଏକତା ଏବଂ ଦେଶପ୍ରେମର ନୂତନ ଭାବନା ସୃଷ୍ଟି କରିବ। ଦେଶପ୍ରେମ ଉପରେ ଆଧାରିତ ଚଳଚ୍ଚିତ୍ର ପ୍ରଦର୍ଶନ ମାଧ୍ୟମରେ, ଏହି ମହୋତ୍ସବର ଉଦ୍ଦେଶ୍ୟ ହେଉଛି, ଦର୍ଶକଙ୍କୁ ଭାରତର ସ୍ୱାଧୀନତା ଯାତ୍ରାକୁ ମନେ ପକାଇବା, ଅଗଣିତ ବୀରଙ୍କ ବଳିଦାନ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଏବଂ ଦେଶର ପରିଚୟକୁ ଆକାର ଦେଇଥିବା କାହାଣୀଗୁଡ଼ିକୁ ପ୍ରଦର୍ଶନ କରିବା।

13 Comments
  1. generique kamagra generique

    prix de kamagra 100 mg numéro 30

  2. cheap enclomiphene purchase online from canada

    ordering enclomiphene price canada

  3. how buy androxal in australia

    buy cheap androxal purchase generic

  4. dutasteride pay COD

    buying dutasteride generic dutasteride

  5. buy cheap flexeril cyclobenzaprine cheap canadian pharmacy

    cheapest buy flexeril cyclobenzaprine generic equivalent

  6. purchase gabapentin cheap online pharmacy

    buy cheap gabapentin without a rx

  7. cheapest buy fildena cost per tablet

    get fildena cheap from india

  8. buying itraconazole generic for sale

    purchase itraconazole generic tablets

  9. staxyn where to buy canada

    cheapest no prescription needed staxyn cialis

  10. online order avodart uk where buy

    discount avodart buy dublin

  11. buy rifaximin price australia

    ordering rifaximin generic work

  12. generic xifaxan capsules price comparison

    online order xifaxan

  13. levné kamagra no rx

    dodáno kamagra

    nejlevnější ceny pro generické kamagra

Comments are closed, but trackbacks and pingbacks are open.