ଭାରତ ଓ ଆଫଗାନିସ୍ତାନ ମଧ୍ୟ ରେ ଥିବା ବାଣିଜ୍ୟିକ ସମ୍ପର୍କ ପ୍ରଭାବିତ ହେବI ଆଶଙ୍କା

28

ଆଫଗାନିସ୍ତାନ ଉପରେ ବର୍ତ୍ତମାନ ତାଲିବାନ ରାଜ ଚାଲିଲା I ଏହା ସହିତ ଆଫଗାନିସ୍ତାନ ର ପଡୋଶୀ ତଥା ଅନ୍ୟ ଦେଶ ମାନଂକ ସହିତ ଥିବା ସମ୍ପର୍କ ର ନକ୍ସା ମଧ୍ୟ ବଦଳିବାରେ ଲାଗିଛି I ପୂର୍ବରୁ ଆଫଗାନିସ୍ଥାନ ଓ ଭାରତ ର ସମ୍ପର୍କ ଘନିଷ୍ଠ ଥିଲା କିନ୍ତୁ ବର୍ତ୍ତମାନ ତାଲିବାନ କ୍ଷମତା ଦାଖଲ କରିବା ପରେ ,ଭାରତ ଓ ଆଫଗାନିସ୍ତାନ ମଧ୍ୟ ରେ ଥିବା ବାଣିଜ୍ୟିକ କାରବାର ପ୍ରଭାବିତ ହେବାରେ ଆଶଙ୍କା ଦେଖାଦେଇଛି I ବର୍ତ୍ତମାନ ପରିସ୍ଥିତି ରେ ତାଲିବାନ ଭାରତ ସହିତ ଥିବା ଆମଦାନୀ,ରପ୍ତାନି କୁ ବନ୍ଦ କରିଦେଇଛି ,ବୋଲି ଫେଡେରେସନ ଅ ଇଣ୍ଡିଆ ର ଏକ୍ସପୋର୍ଟ ଅର୍ଗାନାଇଜର ଡ଼ଃ ଅଜୟ ସହାୟ କହିଛନ୍ତି I ସମାଚାର ଏଜେନ୍ସି (ANI)ସହ ଏକ ସାକ୍ଷାତ୍କାର ରେ ସୂଚନା ଦେଇ କହିଛନ୍ତି ବର୍ତ୍ତମାନ ତାଲିବାନ ତାର ସବୁ କାର୍ଗୋ ଗତିପଥକୁ ବନ୍ଦ କରି ଦେଇଛି I ଭାରତ ର ମାଲ ପରିବହନ ପ୍ରାୟ ପାକିସ୍ତାନ ରାସ୍ତା ଦେଇ ସପ୍ଲାଇ ହୋଇଥାଏ , କିନ୍ତୁ ଏହI ଏବେ ସମ୍ପୂର୍ଣ ବନ୍ଦ ରହିଛି I ଡ଼ଃ ସହାୟ ପୁଣି କହିଛନ୍ତି କି ଆମେ ଆଫଗାନିସ୍ତାନ ଉପରେ ନଜର ରଖିଛୁ ସ୍ଥିତି ର ସୁଧାର ଆସିଲେ ପୁଣି ସପ୍ଲାଇ ଆରମ୍ଭ କରିପାରିବୁ I

Leave A Reply

Your email address will not be published.