ଆଜିର ରାଶିଫଳ

12

ରାଶିଫଳ ମାର୍ଚ୍ଚ ୧୬ -୨୦୨୨ : ଏହି ରାଶିଫଳ ପାଇଁ ବୁଧବାର ଅତ୍ୟନ୍ତ ସ୍ୱତନ୍ତ୍ର ହେବ Iମକର ରାଶିର ବ୍ୟକ୍ତିମାନଙ୍କର ସ୍ୱାସ୍ଥ୍ୟ ଭଲ ରହିବ I ମୀନ ରାଶିର ବ୍ୟକ୍ତିଙ୍କ ପାଇଁ ଦିନର ଆରମ୍ଭ ଭଲ ହେବ ଇବିଛ ରାଶି ବ୍ୟକ୍ତି ମାନଙ୍କର ଭଲ ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ କରିବେ I

ମେଷ: ଗୁରୁଜନ ମାନଙ୍କୁ ସମ୍ମାନ ଦେବେ I କ୍ୟାରିଅର ରେ ଉନ୍ନତି କରିବେ I କାର୍ଯ୍ୟରେ ସଫଳତା ,ପ୍ରେମ ସଂପର୍କରେ ସମ୍ବେଦନଶୀଳତା ଦେଖାଯିବ, ବାକ ସଂଯମତା ରକ୍ଷା କରନ୍ତୁ I

ବୃଷ: ଆପଣଙ୍କ କାର୍ଯ୍ୟ ପାଇଁ ଦିନ ଉତ୍ତମ I ବନ୍ଧୁ ଙ୍କ ସାହାଯ୍ୟ ମିଳିବ I ଆର୍ଥିକ ଅବସ୍ଥା ଭଲ ରହିବ କିନ୍ତୁ ହଠାତ୍ ଖର୍ଚ୍ଚ ମଧ୍ୟ ବଢିବ I

ମିଥୁନ: ଇଛା ଅନୁଯାୟୀ କାର୍ଯ୍ୟ ସମ୍ପନ୍ନ ହେବ I ବରିଷ୍ଠ କର୍ମୀଙ୍କ ପ୍ରିୟପାତ୍ର ହୋଇ କର୍ମକ୍ଷେତ୍ରରେ କ୍ଷମତା ଓ ଶକ୍ତି ବଳରେ ସମୟ ବିତାଇବେ। ନୂଆ ବେପାରୀଙ୍କ ସହ ସମ୍ପର୍କ ଯୋଗୁ ନୂତନ ବ୍ୟବସାୟର ଯୋଜନା କରିବେ । ଜମିଜମା ସଂକ୍ରାନ୍ତୀୟ କାଗଜପତ୍ରରେ ସଫଳତା ମିଳିବ। ବନ୍ଧୁ ପରିଜନ ଙ୍କ ସହିତ ଭଲ ସମୟ ବିତାଇବେ I

କର୍କଟ: ନମ୍ର ଆଚରଣ କରିବେ I ଆଜି ପ୍ରତିଟି କାମ ମଙ୍ଗଳକାରୀ ସାବ୍ୟସ୍ତ ହେବ। ଚାକିରି କରୁଥିବା ଲୋକଙ୍କୁ ପ୍ରଶଂସା ମିଳିବ। ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ I ଅର୍ଥ ଲାଭ ହେବ I

ସିଂହ :ଭାଗ୍ୟ ପୂର୍ଣ୍ଣ ସମର୍ଥନ ଦେବ I କଠିନ ପରିଶ୍ରମ ଦ୍ୱାରା ପ୍ରତ୍ୟେକ କାର୍ଯ୍ୟରେ ଭଲ ସଫଳତା ପାଇବେ I ଆର୍ଥିକ ଅବସ୍ଥା ସୁଦୃଢ ରହିବ I ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ I

କନ୍ୟା : ଭାଗ୍ୟବାନ ହେବେ I କାର୍ଯ୍ୟକ୍ଷେତ୍ରରେ ଏକ ଭଲ ଦିନ ଅତିବାହିତ ହେବ I ଘରେ ଅତିଥିଙ୍କ ଆଗମନ ହେତୁ ଘରର ପରିବେଶ ସୁଖଦ ରହିବ I ଗୁରୁ ଏବଂ ବରିଷ୍ଠଙ୍କ ପାଇଁ ସମ୍ମାନ ରହିବ I ପାରିବାରିକ ଜୀବନ ସୁଖମୟ ହେବ I

ତୁଳା : କାର୍ଯ୍ୟରେ ସଫଳତା I ନିଜର ଉତ୍ତମ ବ୍ୟବହାର ପାଇଁ ବନ୍ଧୁ ଓ ସମ୍ପର୍କୀୟ ଙ୍କ ପ୍ରଶଂସା ପାଇବେ I ଘରେ କୌଣସି ଶୁଭ କାର୍ଯ୍ୟ ହେବ I କୌଣସି କଥାରେ ଜିଦ କରନ୍ତୁ ନାହିଁ I

ବିଛା: ଏହି ବୁଧବାର, ଆପଣ ଭଲ ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିବେ, ଯେଉଁମାନେ ଆପଣଙ୍କୁ କାର୍ଯ୍ୟରେ ସଫଳତା ହାସଲ କରିବାରେ ସାହାଯ୍ୟ କରିବେ I ନିଜର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ନୂତନ ବନ୍ଧୁତା ସହାୟକ ହେବ I ଆପଣ ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇବାକୁ ଯାଉଛନ୍ତି |

ଧନୁ : ଆଜି କାହା ସହିତ ଅନାବଶ୍ୟକ ବିବାଦ ହେବ I ଯଥାସମ୍ଭବ ମୋୖନ ରୁହନ୍ତୁ I ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ | ଚାକିରି ହେଉ କିମ୍ବା ବ୍ୟବସାୟ, ଉଭୟରେ ଭଲ ସଫଳତା ମିଳିଵ I କାର୍ଯ୍ୟ କ୍ଷେତ୍ରରେ ଦିନଟି ଉତ୍ତମ ହେବ I

ମକର: ଶତ୍ରୁ ପରାସ୍ତ କରିବାରେ ସଫଳ ହେବେ I ଭାଗ୍ୟବାନ ହେବେ I ବନ୍ଧୁ ପରିବାର ସହିତ ସତ୍କାର୍ଯ୍ୟରେ ଯୋଗ ଦେବେ I ସ୍ୱାସ୍ଥ୍ୟ ଭଲ ରହିବ I

କୁମ୍ଭ: ଦିନ ଟି ଚମତ୍କାର ହେବ , ସହଜରେ କାର୍ଯ୍ୟ ସମାପ୍ତ କରିବେ I ପରୀକ୍ଷା-ପ୍ରତିଯୋଗିତାରେ ଛାତ୍ରମାନେ ସଫଳତା ପାଇବେ I ଚାକିରିରେ ଥିବା ବ୍ୟକ୍ତିଙ୍କ ସାହାଯ୍ୟରେ କିଛି ନୂଆ ଶିଖିବାର ସୁଯୋଗ ମିଳିବ I ମନ ଆନନ୍ଦିତ ରହିବ I

ମୀନ : ଦିନ ଭଲରେ ଆରମ୍ଭ ହେବ I କାର୍ଯ୍ୟରେ ସଫଳ ହେବେ I ଧନଲାଭ ର ଯୋଗ ରହିଛି I ମାଲି ମକଦ୍ଦମା ରୁ ମୁକ୍ତି ମିଳିବ I ପାରିବାରିକ ଜୀବନ ସୁଖମୟ ହେବ I

Comments are closed, but trackbacks and pingbacks are open.