ଆଜି ର ରାଶିଫଳ

16


ରାଶିଫଳ ରବିବାର ୨୦୨୨ : କୁମ୍ଭ ରାଶି ର ବ୍ୟକ୍ତି ମାନେ ଅତ୍ୟନ୍ତ ଖୁସି ରହିବେ I କନ୍ୟା ରାଶିରବ୍ୟକ୍ତି ମାନଙ୍କ ଘରକୁ ବନ୍ଧୁ ଆସିବେ I

ମେଷ: ନିଜର ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟସ୍ତ ରହିବେ I କ୍ୟାରିଅରରେ କିଛି ବଡ ସଫଳତା ପାଇବାର ଲକ୍ଷଣ ଅଛି I ସାଙ୍ଗମାନଙ୍କ ସହିତ ଏକ ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରିବେ I ଅଫିସ୍ ରେ କାମ କରୁଥିବା ଆପଣଙ୍କ ଉଚ୍ଚପଦସ୍ଥ ମାନେ ଖୁସି ହେବେ I

ବୃଷ : ଆନନ୍ଦିତ ରହିବେ I ଆପଣ କୌଣସି ଭଲ ସୁଯୋଗ ପାଇବେ I ଘର ପରିବର୍ତ୍ତନ ହେବାର ସମ୍ଭାବନା ଅଛି, ଏକ ନୂଆ ଘର କିଣି ପାରିବେ I ଗୃହସ୍ଥ ଜୀବନ ଠିକ ଥାକ ରହିବ I

ମିଥୁନ: ପାରିବାରିକ ଜୀବନ ସୁଖମୟ ରହିବ। ଆର୍ଥିକ ସମସ୍ୟା ଯାହା ଥିଲା, ତାହା ସମାଧାନ ହୋଇଯିବ। ମାଙ୍ଗଳିକ କାର୍ଯ୍ୟରେ ବ୍ୟସ୍ତ ରହିବେ। କର୍ମକ୍ଷେତ୍ରରେ ମାନ-ସମ୍ମାନ ବୃଦ୍ଧି ପାଇବ। ପରିବାର ପକ୍ଷରୁ ପୂର୍ଣ୍ଣ ସମର୍ଥନ ମିଳିବ I

କର୍କଟ: ଆପଣଙ୍କ ପାଇଁ ଅତି ଉତ୍ତମ ଦିନ ହେବ Iଶତ୍ରୁମାନେ ପରାଜିତ ହେବେ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ଅପରାହ୍ଣ ପରେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ।

ସିଂହ :ପୂର୍ବ ସ୍ଥିତିରେ ସୁଧାର ଆସିବ, କୌଣସି ସହାୟତା ମିଳିବ, ଆର୍ଥିକ ସ୍ଥିତି ରେ ଉନ୍ନତି ଆସିବ I ତୁଳସୀ ରେ ଜଳ ଅର୍ପଣ କରନ୍ତୁ , ପାରାଙ୍କୁ ଖାଇବାକୁ ଦିଅନ୍ତୁ, ସମୟ ଏବଂ ପରିସ୍ଥିତି ଆପଣଙ୍କର ବଦଳିବ I ପାରିବରିକ ଦାୟିତ୍ବ ବଢିବ I

କନ୍ୟା : ଘରକୁ ଅତିଥି ଆସିବେ I ମନ ଖୁସି ରହିବ I ନୂତନ ବ୍ୟବସାୟରେ ଟଙ୍କା ବିନିଯୋଗ କରିବାକୁ ଚିନ୍ତା କରିପାରିବେ I ବିଦେଶରେ କାମ କରୁଥିବା ଲୋକଙ୍କ ପାଇଁ ଏହି ଦିନ ଫଳପ୍ରଦ ହେବ I ଅନ୍ୟମାନଙ୍କ ମନଗଢା କଥାରେ କାଁ ଦିଅନ୍ତୁ ନାହିଁ I ଜମିବାଡ଼ି ସଂକ୍ରାନ୍ତୀୟ ବିଷୟ ଆପଣଙ୍କ ବିପକ୍ଷରେ ଯିବ I

ତୁଳା: ଆଜି ଦିନଟି ଉତ୍ତମ ରେ କାଟିବେ I କର୍ମକ୍ଷେତ୍ରରେ ନୂଆ ପରିବର୍ତ୍ତନ ହେବ I ପାରିବାରିକ ଜୀବନ ସୁଖମୟ ହେବ Iବ୍ୟବସାୟ କରୁଥିବା ବ୍ୟକ୍ତି ଲାଭ ପାଇବେ।

ବିଛା: ଦିନଟି ଆପଣଙ୍କ ପାଇଁ ଖାସ ହେବ ଇ କିନ୍ତୁ ଥଣ୍ଡାଜନିତ ସମସ୍ୟା ଦେଖାଦେବ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ସାମାଜିକ କାର୍ଯ୍ୟ ପାଇଁ ମାନ ସମ୍ମାନ ମିଳିବ। ସୁସମ୍ବାଦ ପ୍ରାପ୍ତି ହେବ।

ଧନୁ : ପ୍ରତିଜ୍ଞା ପୂରଣ ହେବ Iବ୍ୟବସାୟୀମାନେ ଶୀଘ୍ର ବଡ ଡିଲ୍ ପାଇବେ I ବନ୍ଧୁ ପରିଜନଙ୍କର ସହଯୋଗ ମିଳିବ ଓ କର୍ମକ୍ଷେତ୍ରରେ ଅଭିବୃଦ୍ଧି ଷୃଷ୍ଟି ହେବ, ଅତିପରିଚିତ ବା ନିଜ ଲୋକଠାରୁ ଧୋକା ମିଳିବ, ଅଚାନକ ମନସ୍ତାପ ବଢିବ I

ମକର : ଆପଣଙ୍କ ମଧୁର ବ୍ୟବହାରରେ ଅନ୍ୟମାନେ ପ୍ରଭାବିତ ହେବେ I ନିଜ ଲକ୍ଷ୍ୟ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ରଖନ୍ତୁ I ସମ୍ପତ୍ତିରେ ବିନିଯୋଗ କରିବା ପାଇଁ ବର୍ତ୍ତମାନ ଉପଯୁକ୍ତ ସମୟ I ନିଜର କାର୍ଯ୍ୟଶୈଳୀ ପାଇଁ ଉଚ୍ଚ ଅଧିକାରୀଙ୍କ ଦ୍ୱାରା ପ୍ରଶଂସିତ ହେବ I ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ I

କୁମ୍ଭ: ଆଜି ଅତ୍ୟନ୍ତ ଖୁସି ରହିବେ I ପିଲାମାନଙ୍କ ସହିତ ଅନଲାଇନ୍ ସପିଂ କରିପାରିବେ I ଶତ୍ରୁମାନେ କ୍ଷତି କରିବାକୁ ଯଥାସମ୍ଭବ ଚେଷ୍ଟା କରିବେ, ସାବଧାନ ରୁହନ୍ତୁ I କାର୍ଯ୍ୟକ୍ଷେତ୍ରରେ ବନ୍ଧୁ ଙ୍କ ଠାରୁ ସାହାଯ୍ୟ ପାଇବେ I

ମୀନ : ଆଜି ଆପଣ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳତା ପାଇବାକୁ ଯାଉଛନ୍ତି I ସଞ୍ଚୟ ଯୋଜନାରେ ବିନିଯୋଗ କରିବା ପାଇଁ ଏହା ଏକ ଭଲ ସମୟ I ସହକର୍ମୀମାନେ ଏହି କ୍ଷେତ୍ରରେ ପ୍ରଗତିଶୀଳ ଏବଂ ବଡ ପରିବର୍ତ୍ତନ ଆଣିବାରେ ଆପଣଙ୍କ ସହିତ ସମ୍ପୂର୍ଣ୍ଣ ସହଯୋଗ କରିବେ I ଆପଣଙ୍କ ଆଚରଣ ପାଇଁ ପଡ଼ୋଶୀମାନେ ଆପଣଙ୍କୁ ପ୍ରଶଂସା କରିବେ I

Comments are closed, but trackbacks and pingbacks are open.