ଆଜି ର ରାଶିଫଳ

17

ରାଶିଫଳ :୦୯-୧୧-୧୦୨୨:ବୁଧୁବାର ଦିନଟି ଆପଣଙ୍କ ପାଇଁ ହେବ ବିଲକୁଲ ଖାସ ,ବୁଧବାର ଦିନ ସିଂହ ରାଶିର ବ୍ୟକ୍ତି ମାନେ ଆର୍ଥିକ ସ୍ୱଚ୍ଛଳ ରହିବେ I ତୁଳା ରାଶିର ବିଦ୍ୟାର୍ଥିମାନେ ପରୀକ୍ଷାରେ ସଫଳତା ପାଇବେ I

ମେଷ: କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇବେ I ସଠିକ ମାର୍ଗରେ ଧାନ ଖର୍ଚ କରିବେ ଇବିଦ୍ୟାର୍ଥି ମାନେ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ I ଏହା ବ୍ୟତୀତ କାହାକୁଉଦ୍ଧାର ଦିଅନ୍ତୁ ନାହିଁ I ବ୍ୟବସାୟ ପାଇଁ ଦିନଟି ମିଶ୍ରିତ ହେବ |

ବୃଷ:ଋତୁ ପରିବର୍ତ୍ତନ ଯୋଗୁଁ ସ୍ୱାସ୍ଥ୍ୟ ଖରାପ ହୋଇପାରେ, ଯେଉଁଥିପାଇଁ ଆପଣ ଆପଣଙ୍କର ଦିନସାରା ଅସ୍ଥିରତା ବିତାଇବେ I କାର୍ଯ୍ୟରେ ସହକର୍ମୀଙ୍କ ସମର୍ଥନ ଆପଣଙ୍କୁ ଲାଭ ଦେବ I ଶତ୍ରୁ ଉପଦ୍ରବ କ୍ରମଶଃ ହ୍ରାସ ପାଇବ I

ମିଥୁନ: ଦିନଟି ସୁଖମୟ ହେବ I ପାରିବାରିକ ଜୀବନ ଭଲରେ କଟିବ I କାରବାରରୁ ଆର୍ଥିକ ଲାଭ ହେବ ତା ସହିତ ପଦୋନ୍ନତିର ସୂଚନା ଅଛି I

କର୍କଟ: ଭାଗ୍ୟ ଆପଣଙ୍କ ସପକ୍ଷରେ ଯିବ I କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସମର୍ଥନ ମିଳିବ I ପିଲାମାନଙ୍କ ଉନ୍ନତିରେ ଖୁସି ହେବେ I ବନ୍ଧୁ ଦର୍ଶନ ହେବ ପରିବାରରେ ଏକ ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ I

ସିଂହ :ସାରା ଦିନ ଉତ୍ସାହିତ ରହିବେ I ପରିବାର ସଦସ୍ୟଙ୍କ ସହିତ ଏକ ଭଲ ସମୟ ଅତିବାହିତ କରିବେ I ପରିଶ୍ରମ ଅନୁସାରେ ଆର୍ଥିକ ସ୍ଥିତି ସୁଦୃଢ ହେବ I ଦିନଟି ବହୁତ ଭଲରେ କାଟିବେ I

କନ୍ୟା : ବୁଧବାର ଦିନ, ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇବେ I ବ୍ୟବସାୟ ପାଇଁ ଦିନ ଭଲ ହେବ I ବିପାରିବାରିକ ଜୀବନ ସୁଖମୟ ହେବ ଇ ଗୃହିଣୀମାନେ ଘର କାମରେ ବ୍ୟସ୍ତ ରିବେ I ବିଦ୍ୟାର୍ଥିମାନେ ପାଠପଢ଼ାରେ ମନ ଦେବେ I

ତୁଳା : ପରିବାରର ଯତ୍ନ ନେବେ ଏବଂ ଆବଶ୍ୟକତା ପୂରଣ କରିବାକୁ ଚେଷ୍ଟା କରିବେ I ଦୀର୍ଘ ଦିନରୁ ଚେଷ୍ଟା କରୁଥିବା କାମଟି ଆଜି ଆନୁଷ୍ଠଙ୍ଗିକ ସୁବିଧା ସୁଯୋଗ ମାଧ୍ୟମରେ ହଠାତ୍ ସମ୍ପନ୍ନ ହୋଇଯିବ । ବିଦ୍ୟାର୍ଥୀ ମାନେ ପରୀକ୍ଷାରେ ସଫଳତା ପାଇବେ I

ବିଛା: ଅଶାନ୍ତ ଅନୁଭବ କରିବେ I ଶାରୀରିକ ଅସୁସ୍ଥତା ଅସନ୍ତୋଷର କାରଣ ହେବ I ଛାତ୍ରମାନଙ୍କ ମନ ଅଧ୍ୟୟନରେ ଲାଗିବ ନାହିଁ I ଚାକିରିକ୍ଷେତ୍ରରରେ ଅସୁବିଧା ଉପୁଜିବ I ବ୍ୟବସାୟୀ ମାନଙ୍କ ପାଇଁ ଦିନଟି ଭଲରେ କଟିବ I

ଧନୁ :ଦିନଟି ଆପଣଙ୍କ ସପକ୍ଷ ରେ ଯାଉନାହିଁ I କୋର୍ଟ ମାମଲା ରୁ ସଫଳତା ପାଇବେ Iହଠାତ୍ ଦୂରଯାତ୍ରା ପାଇଁ ପ୍ରସ୍ତୁତି କରିବେ, ବ୍ୟସ୍ତତା ବୃଦ୍ଧି ପାଇବ । ଶୁଭ ତୁମର ମାନସିକ ଦୁର୍ବଳତା ସମାପ୍ତ ହେବ ଏବଂ ତୁମେ ସବୁ ଦିଗରୁ ଭଲ ଖବର ପାଇବ |

ମକର : ନିଜ କର୍ମକ୍ଷେତ୍ରରେ ସମସ୍ତଙ୍କୁ ଭଲ ବ୍ୟବହାର କରିବେ I ସହକର୍ମୀଙ୍କ ସମର୍ଥନ ମନୋବଳ ବଢାଇବ I ଉତ୍ତମ ଆର୍ଥିକ ରୋଜଗାର ହେବ I ପାରିବାରିକ ସୁଖ ପାଇବେ I ଆପଣ ପିଲାଙ୍କ ଉପରେ ଧ୍ୟାନ ଦିଅନ୍ତୁ I

କୁମ୍ଭ :ବୁଧବାର ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ଲାଭଦାୟକ ପ୍ରମାଣିତ ହେବେ I ସମସ୍ତଙ୍କ ସହିତ ମଧୁର ବ୍ୟବହାର କରିବେ I ବ୍ୟବସାୟରେ ଲାଭଜନକ ପରିସ୍ଥିତି ଆସିବ I ଲୋକଙ୍କଠାରୁ ସମ୍ମାନ ପାଇବେ I ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରୁ ପ୍ରଶଂସା ପାଇବେ I ଆପଣଙ୍କ ପଦୋନ୍ନତି ହେଇପାରେ I

ମୀନ : ଆର୍ଥିକକାରବାର ପାଇଁ ଦିନଟି ଗୁରୁତ୍ୱପୂର୍ଣ୍ଣ ହେବ I ଟଙ୍କା ସମ୍ବନ୍ଧୀୟ ବିଷୟଗୁଡ଼ିକ ଭଲ ହେବ | ପୁରୁଣା ବନ୍ଧୁ ଙ୍କ ସହିତ ଲମ୍ବା କଥା ବାର୍ତ୍ତା କରିବେ I ଆପଣଙ୍କ ମନ ଖୁସି ରହିବ I କୌଣସି ବିବାଦୀୟ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ I ପାରିବାରିକ ଜୀବନ ଖୁସିରେ କଟିବ I ପିଲାମାନେ ପଢାପଢିରେ ଉନ୍ନତି କରିବେ I

Leave A Reply

Your email address will not be published.