ଆଜି ର ରାଶିଫଳ

19

ରାଶିଫଳ ଡିସେମ୍ବର ୯ ୨୦୨୧ :ଗୁରୁବାର ଦିନ, ମେଷ ଏବଂ ତୁଳା ରାଶି ପାଇଁ ଦିନଟି ଅତ୍ୟନ୍ତ ଶୁଭ ଅଟେ I ଯେ କୌଣସି ଶୁଭ କାର୍ଯ୍ୟ ପାଇଁ ଅତ୍ୟନ୍ତ ଶୁଭ ଦିନ | ମେଷ, ବୃଷ, ଧନୁ , ମକର ଏବଂ କୁମ୍ଭ ରାଶିର ବ୍ୟକ୍ତି ମାନେ ଏହି ଦିନ ଅନେକ ପ୍ରକାରର ସୁଖ ଉପଭୋଗ କରିବେ I ସେହିପରି ମିଥୁନ ରାଶି ର ବ୍ୟକ୍ତି ମାନଙ୍କ ପାଇଁ କାର୍ଯ୍ୟ କ୍ଷେତ୍ରରେ ବଡ ପରିବର୍ତ୍ତନ ଆସିପାରେ I

ମେଷ: ଗୁରୁବାର ମେଷ ରାଶି ର ଲୋକମାନେ ଯେ କୌଣସି ଶୁଭ କାର୍ଯ୍ୟ ପାଇଁ ଭଲ ଦିନ ଅଟେ I ବହୁତ ଦିନ ପରେ, ନିଜର ଆତ୍ମୀୟ ଙ୍କୁ ଭେଟି ପାରନ୍ତି I ଏକ ନୂତନ କାର୍ଯ୍ୟ ଆରମ୍ଭ କରିବା ଆପଣଙ୍କ ପାଇଁ ଲାଭଦାୟକ ହେବ I ଆପଣ ଗୁରୁବାର ଦିନ କୋର୍ଟ କଚେରୀ ମାମଲାରୁ ମୁକ୍ତି ପାଇବେ I ଦିନଟି ଆପଣଙ୍କ ଭଲରେ କଟିବାକୁ ଯାଉଛି I

ବୃଷ: ଗୁରୁବାର ଶିକ୍ଷା ପାଇଁ ଏକ ଭଲ ଦିନ, କଠିନ ପରିଶ୍ରମ ଅନୁଯାୟୀ ସଫଳତା ହାସଲ କରିବେ I ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବାର ଯୋଜନା ସଫଳ ହେବ I ପାର୍ଟନରସିପ କାର୍ଯ୍ୟରୁ ଆପଣଙ୍କ ର ଭଲ ଲାଭ ହେବ I

ମିଥୁନ: ଗୁରୁବାର ଦିନ ବ୍ୟବସାୟ ଶ୍ରେଣୀ ବ୍ୟକ୍ତି ଙ୍କ ପାଇଁ ବିଶେଷ ଭଲ ରେ କଟିବାକୁ ଯାଉଛି , ଧନ ଆଗମନ ହୋଇପାରେ ଏହା ସହିତ ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ବଡ଼ ପରିବର୍ତ୍ତନ ହୋଇପାରେ I ଗୁରୁବାର ଆପଣଙ୍କ ପାଇଁ ଉତ୍ସାହରେ ପରିପୂର୍ଣ୍ଣ ହେବାକୁ ଯାଉଛି I

କର୍କଟ: କର୍କଟ ରାଶିର ଲୋକଙ୍କ ପାଇଁ ଦିନଟି ବହୁତ ଶୁଭ ହେବ I କାର୍ଯ୍ୟରେ ସଫଳତା ସାଙ୍ଗକୁ ଗୁରୁବାର ଦିନ ଆପଣଙ୍କୁ ଅନେକ ପ୍ରଶଂସାମିଳିବ ଵିଶ୍ଵାସ୍ଥ୍ୟ ଭଲ ରହିବ ଆପଣଙ୍କ ଯୋଜନା ଅନୁଯାୟୀ କାର୍ଯ୍ୟରେ ସଫଳତା ପାଇବେ I ପିତାମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ I

ସିଂହ : କାର୍ଯ୍ୟ କ୍ଷେତ୍ରରେ ପ୍ରଭାବ ରହିବା ସାଙ୍ଗକୁ ଧନ ଉପାର୍ଜନ ହେବ Iପରିବାରର ଆବଶ୍ୟକତା କୁ ପୂର୍ଣ୍ଣ କରିବେ I ଶତୃମାନଙ୍କୁ ପ୍ରାଧାନ୍ୟ ଦିଅନ୍ତୁ ନାହିଁ ,ଶତ୍ରୁମାନେ ଅବଶ୍ୟ ପରାଜିତ ହେବେ ଵିଶ୍ଵାସ୍ଥ୍ୟ ଭଲ ରହିବ ସାଙ୍ଗକୁ ମନ ଖୁସି ରହିବ ଇ
କନ୍ୟା : ବ୍ୟବସାୟରେ ଲାଭ ହେବ I ଚାକିରିରେ ପଦୋନ୍ନତି ପାଇବେ ଋଣ ଦିଆଯାଇଥିବା ଟଙ୍କା ଫେରସ୍ତ ହେବ I ନିଜର ବୁଦ୍ଧିମତା ଅନୁସାରେ ସର୍ବ କାର୍ଯ୍ୟରେ ସଫଳ ହେବେ , ଚାକିରି କରୁଥିବା ଲୋକମାନେ ମଧ୍ୟ ବରିଷ୍ଠଙ୍କ ଦ୍ୱାରା ପ୍ରଶଂସିତ ହେବେ I

ତୁଳା : ଗୁରୁବାର ଉତ୍ସାହରେ ପରିପୂର୍ଣ୍ଣ ହେବ I ମାଙ୍ଗଳିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ I ବରିଷ୍ଠ ଅଧିକାରୀମାନେ କାର୍ଯ୍ୟ କ୍ଷେତ୍ରରେ ପ୍ରଶଂସା କରିବେ I ଆପଣଙ୍କ ଦ୍ୱାରା ଏକ ପ୍ରଶଂସନୀୟ କାର୍ଯ୍ୟ ହେବ I ଗୁରୁବାର ଦିନ,ଆପଣଙ୍କ ପରିବାରରେ କରାଯାଉଥିବା ଶୁଭ କାର୍ଯ୍ୟକୁ ଆପଣ ଉପଭୋଗ କରିବେ |

ବିଛା: ଆଜି ଆପଣ ବହୁତ ଖୁସି ହେବେ I ଆପଣଙ୍କର ଆନ୍ତରିକତା ଏବଂ କର୍ତ୍ତବ୍ୟନିଷ୍ଠା ବୃଦ୍ଧି ପାଇବ ଏବଂ ଆପଣଙ୍କର ଚିନ୍ତାଧାରା ଦୃଢ ହେବଇ ନିଜ ବୁଢ଼ୀ ଖାଇ ଚତୁରତାର ସହିତ କାର୍ଯ୍ୟ କରିବେ I ପରିବାର ସଦସ୍ୟଙ୍କଠାରୁ ସୁଖ ଏବଂ ସମର୍ଥନ ମିଳିବ |

ଧନୁ : ଧନୁ ରାଶି ପାଇଁ ଗୁରୁବାର ଦିନଟି ଗୋଟିଏ ଭଲ ଦିନ ହେବ | ବ୍ୟବସାୟରେ ଭଲ ଲାଭ ହେବ I ଚାକିରିର ଅବସ୍ଥା ମଧ୍ୟ ଭଲ ରହିବ I ଆପଣ ଚାହୁଁଥିବା ପରି ଫଳାଫଳ ପାଇବେ | ଭାଗ୍ୟ ଆପଣଙ୍କୁ ଗୁରୁବାର ଅନୁଗ୍ରହ ଦେବ | ପ୍ରଗତି ପାଇବା ପାଇଁ ଆପଣ କଠିନ ପରିଶ୍ରମ କରିବେ I

ମକର : ଆପଣ ନିଜର ବୁଦ୍ଧିମତ୍ତା କୁ ବ୍ୟବହାର କରି କାର୍ଯ୍ୟ କରିବାରେ ସଫଳତା ପାଇବେ |ଆପଣ ଇଚ୍ଛା ଅନୁଯାୟୀ ତୁମେ ତୁମର କାର୍ଯ୍ୟ ଯୋଜନା ସଂପୂର୍ଣ୍ଣ କରିବ I ପାରିବାରିକ ସୁଖ ଭଲ ହେବ I ଆପଣ ପରୀକ୍ଷା ଏବଂ ପ୍ରତିଯୋଗିତାରେ ଆଶାନୁରୁପ ଫଳାଫଳ ପାଇବେ ଇ ଆପଣଂକର କଠିନ ପରିଶ୍ରମ ଫଳ ଦେବ |

କୁମ୍ଭ: ଗୁରୁବାରକୁ ଅତି ସ୍ୱତନ୍ତ୍ର କରିବାକୁ, ଆପଣ ପରିବାର ସହିତ ସମୟ ଅତିବାହିତ କରିବେ, ମନ ଖୁସି ହେବ I ଆପଣ କର୍ଯ୍ୟରେ ସଫଳତା ପାଇବI ସହିତ ଏକ ନୂତନ ଚାକିରି ପାଇପାରନ୍ତି | ଗୁରୁବାର ଦିନ ବ୍ୟବସାୟରେ ଅଭିବୃଦ୍ଧି ହେବାର ସମ୍ଭାବନା ଅଛି ଏବଂ ସ୍ୱାସ୍ଥ୍ୟ ସାଧାରଣତ ଭଲ ରହିବ I

ମୀନ : ପାରିବାରିକ ସୁଖ ଲାଭ କରିବେ କୌଣସି ମଙ୍ଗଲିକ୍ କାର୍ଯ୍ୟ କିମ୍ବା ସମାରୋହରେ ଜଡିତ ହେବେ Iଏକ ବିଶେଷ ବ୍ୟକ୍ତିଙ୍କ ସହିତ ସାକ୍ଷାତ ସ୍ମରଣୀୟ ହେବ ଇ ଆପଣଙ୍କ ମନରେ ନୂତନ ଉତ୍ସାହ ଏବଂ ଉତ୍ସାହ ଦେଖାଯିବ I ପ୍ରେମ ସଂପର୍କରେ ସଫଳତା ମିଳିବ I ଛାତ୍ର ଛାତ୍ରୀ ମାନେ ପଢ଼ାରେ ମନ ଦେବେ I

Leave A Reply

Your email address will not be published.