ଆଜି ର ରାଶିଫଳ

32


ରାଶିଫଳ ୨୭-୦୫-୨୦୨୨ ଶୁକ୍ରବାର : ଧନ ମାମଲାରେ ଆଜି ଏହି ରାଶିର ବ୍ୟକ୍ତିମାନେ ଭାଗ୍ୟବାନ ସାବ୍ୟସ୍ତ ହେବେ I ମେଷ ରାଶିର ବ୍ୟକ୍ତିମାନେ ନକାରାତ୍ମକ ପରିବେଶ ରୁ ଦୁରେଇ ରୁହନ୍ତୁ I ବୃଷ ରାଶିର ବ୍ୟକ୍ତିମାନେ ଚିନ୍ତିତ ରହିବେ I ମିଥୁନ ରାଶିର ବ୍ୟକ୍ତିମାନଙ୍କର ଅଚାନକ ଅର୍ଥ ପ୍ରାପ୍ତି ର ଯୋଗ ରହିଛି
I

ମେଷ : ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ I ପେଟ ଗୋଳମାଳ ହୋଇପାରେ I ନକାରାତ୍ମକ କଥା ଶୁଣନ୍ତୁ ନାହିଁ I ପାରିବାରିକ ଅବସ୍ଥା ଭଲ ରହିବ I ବ୍ୟବସାୟରେ ଉନ୍ନତି ହେବ I ଅଯଥା ଖର୍ଚ ପ୍ରତି ନିୟନ୍ତ୍ରଣ ରଖନ୍ତୁ I ସମ୍ଭବ ହେଲେ ଆଜି କୌଣସି କଲା ବସ୍ତୁ ଦାନ କରନ୍ତୁ I ଆପଣଙ୍କ ପାଇଁ ଭଲ ହେବ I

ବୃଷ : ପାରିବାରିକ ବିଷୟ କୁ ନେଇ ଏକ ଚିନ୍ତାଜନକ ସ୍ଥିତି ସୃଷ୍ଟି ହେବ I ମୁଣ୍ଡବିନ୍ଧା ଏବଂ ଆଖି ରେ ଯନ୍ତ୍ରଣା ହୋଇପାରେ I ମନ ଚିନ୍ତିତ ରହିବ I ଭାଇ ମାନଙ୍କ ମଧ୍ୟରେ ସ୍ନେହ ବଢିବ I ଅଧିକ ଖର୍ଚ୍ଚ ମନକୁ ବିଚଳିତ କରିପାରେ | ପରିବେଶ ସାମାନ୍ୟ ନକାରାତ୍ମକ ରହିବ I କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ର ଦବଦବା ରହିବ I ଉଚିତ କାର୍ଯ୍ୟ ପାଇଁ ଉପରିସ୍ଥ ଅଫିସର ଙ୍କ ପ୍ରିୟପାତ୍ର ହେବେ I ନାଲି ଜିନିଷ ଦାନ କରନ୍ତୁ I

ମିଥୁନ : ଅଚାନକ ଅର୍ଥ ପ୍ରାପ୍ତି ହେବ I କିଛି ବିଭ୍ରାନ୍ତିକର ଖବର ଦ୍ୱାରା ମନ ବିଚଳିତ ହେବ I ପାରିବାରିକ ସ୍ଥିତି ମଧ୍ୟମ ରହିବ | ବ୍ୟବସାୟ ଭଲରେ ଚାଲିବ I ଶନି ଦେବଙ୍କୁ ପୂଜା କରନ୍ତୁ I ସୁଖାଦ୍ୟ ଭୋଜନ କରିବେ I

କର୍କଟ : ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ | କୌଣସି କଥାକୁ ନେଇ ମନ ବିଚଳିତ ହେବ I ନୂତନ ବ୍ୟବସାୟ କିମ୍ବା କାର୍ଯ୍ୟରେ ପରିବର୍ତନ କରନ୍ତୁ ନାହିଁ ଇକୋର୍ଟ କଚେରୀ ମାମଲାରେ ପରାଜିତ ହେବେ I ଠକ ଙ୍କ ହାବୁଡ଼ ରୁ ଦୁରେଇ ରୁହନ୍ତୁ I

ସିଂହ: ଯାତ୍ରାରେ ଅସୁବିଧା ହେବାର ସମ୍ଭାବନା ଅଛି I ଅପମାନିତ ହେବାର ଭୟ ଅଛି I ସ୍ୱାସ୍ଥ୍ୟ ଭଲ ରହିବ I ପାରିବାରିକ ଜୀବନ ସୁଖମୟ ହେବ I ବ୍ୟବସାୟ ଦୃଷ୍ଟିକୋଣରୁ ଦିନଟି ଉତ୍ତମ ରହିବ I କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ର ଯୋଗ ରହିଛି I

କନ୍ୟା : ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ I ଛୋଟ ମୋଟ ଆଘାତ ଲାଗି ପାରେ I ଗାଡି ଚଳାଇବା ସମୟରେ ସାବଧାନ ରୁହନ୍ତୁ | କାର୍ଯ୍ୟକ୍ଷେତ୍ରରେ ଦ୍ୱନ୍ଦ୍ୱ ଲାଗି ରହିବ I ବର୍ତ୍ତମାନ ପରିସ୍ଥିରେ ବୃତି ବଦଳାଇବାକୁ ଚିନ୍ତା କରନ୍ତୁ ନାହିଁ I ପାରିବାରିକ ସାହାଯ୍ୟ ଏବଂ ବନ୍ଧୁ ସହଯୋଗ ମିଳିବ ଇ

ତୁଳା :ସ୍ୱାସ୍ଥ୍ୟ ଉତ୍ତମ ରହିବ I କୌଣସି ନୂତନ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ I ଖର୍ଚ୍ଚାନ୍ତ ଯୋଗ ରହିଛି I ଜୀବନ ସାଥୀ ଙ୍କ ସହିତ ତୁ-ତୁ, ମେଁ-ମେଁ ହୋଇପାରେ I ମନ ବିଚଳିତ ହେବ I କାର୍ଯ୍ୟକ୍ଷେତ୍ରରେ ଉନ୍ନତି ସହିତ ଅଧିକ କାର୍ଯ୍ୟଭାର ବଢିବ I

ବିଛା : ଶତ୍ରୁ ପରାସ୍ତ ହେବେ I ଅଟକି ରହିଥିବା କାମ ଚାଲିବ I ପାଦ ରେ ଆଘାତଲାଗିପାରେ I ଅଧିକ କାର୍ଯ୍ୟଭାର ଯୋଗୁଁ ସ୍ୱାସ୍ଥ୍ୟ ବିଗିଡିଯାଇ ପାରେ I ପାରିବାରିକ ଜୀବନ ସୁଖମୟ ହେବ I କାର୍ଯ୍ୟରେ ଉନ୍ନତି ସହିତ ଆୟ ବଢିବ I

ଧନୁ : ଆଜି ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କ ପସନ୍ଦଯୋଗ୍ୟ ନ ହେବା କାରଣରୁ ସମସ୍ୟା ଉପୁଜିପାରେ। ବିଭିନ୍ନ ପ୍ରକାର କାମ ଧନ୍ଦା କରିବା ସକାଶେ ବନ୍ଧୁମାନେ ପ୍ରୋତ୍ସାହିତ କରିପାରନ୍ତି। ନିକଟସ୍ଥ ଜଣାଶୁଣା ବ୍ୟକ୍ତି ମାନଙ୍କ ଦ୍ୱାରା ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ।

ମକର : ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁପ୍ତ ବୈଠକ କରିବେ। କୌଣସି ଭଲ ଖବର ମିଳିବାର ସମ୍ଭାବନା ରହିଛି। ଜରୁରୀ ମକଦ୍ଦମା ଆପଣଙ୍କ ପକ୍ଷରେ ହୋଇପାରେ। ଶିକ୍ଷା କ୍ଷେତ୍ରରେ ଉନ୍ନତି ଲାଗି ନୂଆ ସୁଯୋଗ ମିଳିବ।

କୁମ୍ଭ : କର୍ମକ୍ଷେତ୍ରରେ ପରିଶ୍ରମ ରଙ୍ଗ ଆଣିବ I କିନ୍ତୁ କୌଣସି ଗଲତ ଲୋକଙ୍କ ହାବୁଡ଼ରେ ପଡି ଟଙ୍କା ପଇସା କାରବାର କରନ୍ତୁ ନାହିଁ I ପରେ ସମସ୍ୟା ହୋଇପାରେ I ନାକ, କାନ, ଗଳା ସମସ୍ୟା ଦେଖା ଦେବ I ପାରିବାରିକ ଜୀବନ ସୁଖମୟ ହେବ I

ମୀନ : ବାଣୀରେ ସଂଯମତା ରଖନ୍ତୁ I ପାରିବାରିକ ବିବାଦ ଦେଖାଦେବ I ବର୍ତ୍ତମାନ ସମୟରେ କୌଣସି ସ୍ଥାନରେ ପୁଞ୍ଜି ବିନିଯୋଗ କରନ୍ତୁ ନାହିଁ I କ୍ଷତି ହୋଇପାରେ I କାର୍ଯ୍ୟକ୍ଷେତ୍ର ପାଇଁ ଦିନଟି ମାଧ୍ୟମ ରହିବ I ଆପଣଙ୍କ ଅଳସୁଆମୀ ପାଇଁ ବଡ଼ ପ୍ରୋଜେକ୍ଟ ହାତରୁ ଖସିଯିବ I

Comments are closed, but trackbacks and pingbacks are open.