ଆଜି ର ରାଶିଫଳ

27

ରାଶିଫଳ ୦୯-୦୫-୨୦୨୨ : ବାବା ଭୋଳାନାଥ ଙ୍କ କୃପାରୁ ଦିନଟି ସୁଖମୟ ହେବ I କନ୍ୟା ରାଶି ମାନଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ଫଳ ଦେବ I ସିଂହ ରାଶି ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ପରିବର୍ତ୍ତନ କରି ପାରନ୍ତି I ମୀନ ଏବଂ ତୁଳା ରାଶି ର ବ୍ୟକ୍ତି ମାନେ ଗୁପ୍ତ ଶତ୍ରୁ ଙ୍କ ଠାରୁ ସତର୍କ ରୁହନ୍ତୁ I

ମେଷ – ମନ ବିଚଳିତ ହୋଇପାରେ I ନିଜ ଜୀବନ ସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ I ପିତାମାତାମାନେ ଆଶୀର୍ବାଦ ପାଇବେ I ବ୍ୟବସାୟ ପାଇଁ ବନ୍ଧୁଙ୍କଠାରୁ ଟଙ୍କା କରଜ କରିବେ I ଯୋଜନା ବଦ୍ଧ ଖର୍ଚ୍ଚ ବୃଦ୍ଧି ପାଇବ I ଆପଣ ସାଙ୍ଗମାନଙ୍କ ସମର୍ଥନ ପାଇବେ I କାର୍ଯ୍ୟର ପରିସର ବିସ୍ତାର ହେବ I କ୍ରୋଧ ଏବଂ ନକାରାତ୍ମକ ଚିନ୍ତାଧାରା ରୁ ଦୁରେଇ ରୁହନ୍ତୁ I

ବୃଷ : ପିଲାମାନଙ୍କଠାରୁ କିଛି ସୁଖଦ ଖବର ପାଇବେ I ଚାକିରି ଜନିତ ସାକ୍ଷାତକାରରେ ସଫଳତା ପାଇବେ I ଆୟ ବୃଦ୍ଧି ପାଇବ I ସାହିତ୍ୟ ପ୍ରତି ରୁଚି ବଢିବ ,ସମ୍ମାନିତ ହେବେ I ରୋଜଗାରବୃଦ୍ଧି ପାଇବ I ଚାକିରିରେ ପରିବର୍ତ୍ତନ ହେବାର ସମ୍ଭାବନା ଅଛି I ମା’ଙ୍କ ସ୍ୱାସ୍ଥ୍ୟ ଅବସ୍ଥା କୁ ନେଇ ଚିନ୍ତିତ ରହିବେ I

ମିଥୁନ :ଆତ୍ମବିଶ୍ୱାସ ହ୍ରାସ ପାଇବ I ମନ ମଧ୍ୟ ବିଚଳିତ ହୋଇପାରେ I ଚାକିରିର ବନ୍ଧୁଙ୍କ ସାହାଯ୍ୟରେ ମିଳିପାରିବ I କରଜ ଦେଇଥିବା ଟଙ୍କା ଫେରି ପାଇବେ I ଅତ୍ୟଧିକ କ୍ରୋଧରୁ ଦୂରେଇ ରୁହନ୍ତୁ I ପରିବାର ସମର୍ଥନ ପାଇବେ I ଶିଶୁର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇ ପାରେ I

କର୍କଟ: ଶିକ୍ଷା ପ୍ରତି ରୁଚି ବୃଦ୍ଧି ପାଇବ। ବ୍ୟବସାୟୀମାନେ ଆବଶ୍ୟକତାଠାରୁ ଅଧିକ ଆଦାନ ପ୍ରଦାନ କରି ଲାଭ ପାଇବେ। ପିତାମାତାଙ୍କ ଆର୍ଶୀବାଦ ଆପଣଙ୍କ ଉପରେ ରହିବ । ଚାକିରୀ କ୍ଷେତ୍ରରେ ପରିଶ୍ରମ ଅନୁଯାୟୀ ଫଳ ପାଇବେ ନାହିଁ I ସାଙ୍ଗମାନଙ୍କ ସମର୍ଥନ ମିଳିବ I

ସିଂହ: କୌଣସି ନୂତନ କର୍ମ କରିବାକୁ ଚାହୁଁଥିଲେ ସେଥିରେ ବିଜୟୀ ହେବେ। ବାକି ପଡିଥିବା ଅର୍ଥ ହାତକୁ ଆସିବାରୁ ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ। ପରିବାରରୁ ସହଯୋଗ ମିଳିବ I ଶତ୍ରୁ ପରାସ୍ତ ହେବେ I

କନ୍ୟା: ମନ ପ୍ରସନ୍ନ ରହିବ Iବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହଯୋଗରେ ଅନେକ ସମସ୍ୟାର ସମାଧାନ ହୋଇଯିବ। ନୂତନ ଯାନବାହାନ କ୍ରୟ କରିପାରନ୍ତି। ସୁଖାଦ୍ୟ ଭୋଜନ କରିବେ I ଆୟ ବୃଦ୍ଧି ହେବ I

ତୁଳା :ହସଖୁସିରେ ଦିନଟିକୁ କାଟିବେ। ପାରିବାରିକ ଜୀବନ ସୁଖମୟ ହେବ I ଗୁପ୍ତ ଶତ୍ରୁ ଙ୍କ ଠାରୁ ସତର୍କ ରୁହନ୍ତୁ Iଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବେ। ବୃତି ରେ ଅପାର ସଫଳତା ପାଇବେ I

ବିଛା : ମାନସିକ ଶାନ୍ତି ରହିବ I ପାରିବାରିକ ଜୀବନରେ ସୁଖୀ ହେବେ I ଗୁରୁଜନଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ I ବ୍ୟବସାୟରେ ଲାଭ ସୁଯୋଗ ମିଳିବ I ଆପଣ ପିଲାମାନଙ୍କଠାରୁ ଭଲ ଖବର ପାଇପାରିବେ I ମନ ପ୍ରଫୁଲ୍ଲ ରହିବ I ଧାର୍ମିକ ହେବେ I

ଧନୁ: ଦୂର ସ୍ଥାନକୁ ଯାତ୍ରା କରିବାର ସୁଯୋଗ ପାଇବେ। ପାରିବାରିକ ସମସ୍ୟାର ସମାଧାନ ସକାଶେ ବନ୍ଧୁଙ୍କ ସାହାଯ୍ୟ ନେଇପାରନ୍ତି। କର୍ମକ୍ଷେତ୍ରରେ ସାଧାରଣ ଘଟଣାରେ ମନସ୍ତାପ କରିବାକୁ ପଡ଼ିପାରେ।

ମକର: ଆଜି ପାରିବାରିକ ଜୀବନ ସୁଖପ୍ରଦ ହେବ । ଭାତୃ ସମ୍ପର୍କ ସୁଦୃଢ ହେବ, ବହୁ ଦିନର ସ୍ୱପ୍ନ ଆଜି ବାସ୍ତବରେ ପରିଣତ ହେବ। ମିତ୍ରମାନଙ୍କ ସହିତ ସାକ୍ଷାତ କରିବେ ଏବଂ ଏହି ସାକ୍ଷାତ ଆନନ୍ଦଦାୟୀ ରହିବ । ଦୂର ଯାତ୍ରା କରିବାକୁ ପଡିପାରେ, ଯାତ୍ରାରେ ସଫଳତା ମିଳିବ ।

କୁମ୍ଭ : ଦିନଟି ଆତ୍ମବିଶ୍ୱାସ ରେ ପୂର୍ଣ୍ଣ ରହିବ,କାର୍ଯ୍ୟକୁ ନେଇ ଅଧୈର୍ଯ୍ୟ ହୁଅନ୍ତୁ ନାହିଁ I ବୌଦ୍ଧିକ କାର୍ଯ୍ୟ ମାଧ୍ୟମରେ ଅର୍ଥ ରୋଜଗାର ର ବାଟ ଫିଟିବ I କରଜ କରିପାରନ୍ତି I ସୌନ୍ଦର୍ଯ୍ୟ ଚର୍ଚାରେ ବ୍ୟସ୍ତ ରହିବେ I ଅଯଥା ଟଙ୍କା ଖର୍ଚ କରନ୍ତୁ ନାହିଁ I

ମୀନ: ପୋଷାକ ପ୍ରତି ରୁଚି ବଢିବ I କାର୍ଯ୍ୟ ପାଇଁ ଦୂର ଯାତ୍ରା କରିପାରନ୍ତି Iଶିକ୍ଷାଗତ କାର୍ଯ୍ୟରେ ଉନ୍ନତି ହେବ | ପାରିବାରିକ ବଢିବ I ଅନାବଶ୍ୟକ ଅସୁବିଧାରୁ ଦୂରେଇ ରୁହନ୍ତୁ I ଶତ୍ରୁ ଙ୍କ ଠାରୁ ସାବଧାନ ରୁହନ୍ତୁ I କର୍ମକ୍ଷେତ୍ରରେ ଅସୁବିଧା ହୋଇପାରେ |

Comments are closed, but trackbacks and pingbacks are open.