ଆଜିର ରାଶିଫଳ

17

ରାଶିଫଳ ଡିସେମ୍ବର ୫ , ୨୦୨୧ : ଏହି ୪ ଟି ରାଶି ର ବ୍ୟକ୍ତି ରବିବାର ଦିନ ସତର୍କ ରୁହନ୍ତୁ , ଜୀବନରେ କିଛି ବାଧା ଆସିପାରେ I
ଆପଣ କୌଣସି ସତ୍ୟ କିମ୍ବା ମିଥ୍ୟା ଅଭିଯୋଗରେ ଦୋଷୀ ହୋଇପାରନ୍ତି କିମ୍ବା କିଛି ପୁରୁଣା ପ୍ରସଙ୍ଗରେ ସହକର୍ମୀମାନଙ୍କ ସହିତ ଯୁକ୍ତିତର୍କ ହୋଇପାରେ I ପେଟ ସମସ୍ୟା ମଧ୍ୟ ଆପଣଙ୍କୁ ହଇରାଣ କରିପାରେ I

ମେଷ: ଛାତ୍ରଛାତ୍ରୀ ମାନେ ଅଧ୍ୟୟନରେ ଉତ୍ତମ ପ୍ରଦର୍ଶନ କରିବେ I କାହାକୁ ଋଣ ଦେବା ଠାରୁ ଦୂରେଇ ରୁହନ୍ତୁ I ବ୍ୟବସାୟ ଏବଂ ଧନ ସମ୍ବନ୍ଧୀୟ ପାଇଁ ଦିନଟି ମିଶ୍ରିତ ଫଳ ଦେବ I ପେଟ ଜନିତ ସମସ୍ୟା ଦେଖାଦେଇପାରେ I ଖାଦ୍ୟ ଏବଂ ପାନୀୟରେ ଟିକିଏ ଯତ୍ନ ନିଅନ୍ତୁ ନଚେତ୍ ଗ୍ୟାସ୍ ହୋଇପାରେ I ଆଜି ଭାଗ୍ୟ ଆପଣଙ୍କ ସହିତ ରହୁଛି I

ବୃଷ: ଚାକିରି କ୍ଷେତ୍ରରେ ଆପଣ ସଫଳତା ପାଇବେ ଏବଂ ସମ୍ମାନ ପାଇବେ I ଆପଣଙ୍କ ପଦୋନ୍ନତି ସମ୍ବନ୍ଧୀୟ ଆଲୋଚନା କରି ପାରନ୍ତି ଆପଣଙ୍କ ପିଲାମାନେ କିଛି ପ୍ରଶଂସନୀୟ କାର୍ଯ୍ୟ କରିବେ I ବନ୍ଧୁ କିମ୍ବା ପରିବାର ସହିତ ଆପଣ କୌଣସି ଯାତ୍ରାରେ ଯାଇ ପରସ୍ପର ସହିତ ଭଲ ସମୟ ଅତିବାହିତ କରିବେ I

ମିଥୁନ: ଆଜି ଭାଗ୍ୟ ଆପଣଙ୍କ ସପକ୍ଷରେ ଅଛି, ପରିବାର ପକ୍ଷରୁ ସୁଖର ପରିସ୍ଥିତି ଆସିବ I ଆପଣଙ୍କ ପାଇଁ ଆପଣଙ୍କ ପରିବାରର ନାଁ ଉଜ୍ଜ୍ୱଳ ହେବ I ବହୁତ ଦିନ ରୁ ଅଟକି ରହିଥିବା ଟଙ୍କା ଫେରସ୍ତ ପାଇବେ ଏବଂ କୌଣସି ଭଲ ସଂସ୍ଥା ରେ ଟଙ୍କା ବିନିଯୋଗ କରିପାରନ୍ତି |

କର୍କଟ: ଆପଣଙ୍କ ଭାଗ୍ୟ ଆପଣଙ୍କ ପ୍ରତିଭାକୁ ଜାଗ୍ରତ କରାଇବ ଏବଂ ଆପଣ ସମସ୍ତ କାର୍ଯ୍ୟରେ ସଫଳତା ପାଇବେ I ପ୍ରେମ ସଂପର୍କରେ ସମ୍ବେଦନଶୀଳତା ଦେଖାଯିବ I କଥାବାର୍ତ୍ତାରେ ସମଝଡାରି ଦେଖାନ୍ତୁ I ଆପଣଙ୍କ ସାଥୀଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ଜିନିଷଗୁଡିକ ଅଂଶୀଦାର କରନ୍ତୁ I ଆପଣଙ୍କ ଗୁରୁଜନ ମାନଙ୍କୁ ଆଦର ସମ୍ମନ କରିବେ I

ସିଂହ : ଅନେକ ଲୋକଙ୍କ ମଧୁର ବ୍ୟବହାର ଦ୍ୱାରା ସମ୍ପର୍କ ଉତ୍ତମ ହେବ I କର୍ମକ୍ଷେତ୍ରରେ କୌଣସି ସମସ୍ୟା ଆସିପାରେ I ଆପଣଙ୍କ ନା ରେ କୌ ଣସି ପ୍ରକାରର ସତ୍ୟ କିମ୍ବା ମିଥ୍ୟା ଅଭିଯୋଗ ମଧ୍ୟ କରାଯାଇପାରେ I ଆପଣ ଭଲ ଲୋକମାନଙ୍କ ସହିତ ସମ୍ପର୍କ ସ୍ଥାପନ କରିବେ, ଯେଉଁମାନେ ଆପଣଙ୍କୁ କାର୍ଯ୍ୟରେ ସଫଳତା ହାସଲ କରିବାରେ ସାହାଯ୍ୟ କରିବେ ଏବଂ ମାର୍ଗଦର୍ଶନ କରିବେ I

କନ୍ୟା :ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ I ଅନ୍ୟମାନଙ୍କ ସହିତ ମଧୁର ଆଚରଣ କରିବେ I କୌଣସି କାର୍ଯ୍ୟ ସହିତ ଦୀର୍ଘ ଯାତ୍ରା କରିପାରନ୍ତି I ଅବଶ୍ୟ ଆପଣ ବିଦେଶ ଭ୍ରମଣରେ ଯାଇ ନିଜର ମନୋରଞ୍ଜନ କରିବେ I ଆପଣ କୌଣସି ଲାଭଦାୟକ ପଲିସୀ କିମ୍ବା ଶେୟାର ବଜାର ରେ ଧାନ ବିନିଯୋଗ କରିପାରନ୍ତି ଇ ଦିନଟି ଅତ୍ୟନ୍ତ ଭଲ ରେ ଯିବ I

ତୁଳା :ନିଜ ବୁଦ୍ଧି ଖଟାଇ ଆପଣ ସମସ୍ତ କାର୍ଯ୍ୟରେ ସଫଳ ହେବେ I କ୍ରୋଧିତ ହୁଅନ୍ତୁ ନାହିଁ ନ ଚେତ ସମସ୍ୟା ଆସିପାରେ Iପିଲାମାନଙ୍କର ସାହାଯ୍ୟ ସୌଭାଗ୍ୟ ବୃଦ୍ଧି କରିବ I ଈଶ୍ୱରଙ୍କୁ ଧ୍ୟାନ କରିବା ଦ୍ୱାରା ମାନସିକ ଶାନ୍ତି ମିଳିବ I କୌଣସି ତାଲିମ ପ୍ରାପ୍ତ ଶିକ୍ଷା ର ନିରନ୍ତର ପ୍ରୟାସ ପାଇଁ ଆପଣ କିଛି ବିଶେଷ ବ୍ୟକ୍ତିଙ୍କ ମାର୍ଗଦର୍ଶନ ପାଇପାରିବେ I

ବିଛା: ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ I ପରିବାର କିମ୍ବା ପ୍ରିୟଜନଙ୍କ ସହିତ ଭଲ ସମୟ ଅତିବାହିତ କରିବେ Iଆପଣ କୌଣସି ମଙ୍ଗଲିକ କାର୍ଯ୍ୟରେ ଅଂଶଗ୍ରହଣ କରିବାର ସୌଭାଗ୍ୟ ଲାଭ କରିବେ I ଏହି କାରଣରୁ, ଆପଣ ଆପଣଙ୍କର ସମ୍ପର୍କୀୟ ଏବଂ ବନ୍ଧୁମାନଙ୍କୁ ଭେଟିବାର ସୁଯୋଗ ପାଇବେ I ଆର୍ଥିକ ଦୃଷ୍ଟିରୁ ଆପଣ ସନ୍ତୋଷଜନକ ସ୍ଥିତି ରେ ରହିବେ I

ଧନୁ : ଆପଣଙ୍କ ସ୍ୱାସ୍ଥ୍ୟ ସ୍ୱାଭାବିକ ରହିବ । ଆପଣଙ୍କ ଯୋଜନା ମୁତାବକ ସବୁ କାମ ହେବ ତେଣୁ, ସେଥିପାଇଁ କାର୍ଯ୍ୟରେ ଆପଣ ସଫଳତା ପାଇବେ I ପିତାମାତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ I ସାଙ୍ଗମାନଙ୍କ ସହିତ ଭଲ ସମୟ ଅତିବାହିତ ହେବ I କ୍ରୋଧ ଠାରୁ ଆପଣ ନିଜକୁ ଦୁରେଇ ରଖନ୍ତୁ I ଦିନଟି ଆପଣଙ୍କ ପାଇଁ ଭଲରେ କାଟିବ I

ମକର : ଆପଣ ଘର ଠାରୁ ବାହାରକୁ ବୁଲିବାକୁ ଯାଇପାରନ୍ତି , ଯାହା ଆପଣଙ୍କୁ ବହୁତ ମନୋରଞ୍ଜନ ଦେବ I ସମସ୍ତ କାର୍ଯ୍ୟରେ ଆପଣଙ୍କର ପୂର୍ଣ୍ଣ ସହଯୋଗ ରହିବ I ପାଗ ପରିବର୍ତ୍ତନ ଯୋଗୁଁ ଆପଣଙ୍କ ସ୍ୱାସ୍ଥ୍ୟ ବିଗିଡି ପାରେ ସାବଧାନ ରୁହନ୍ତୁ I ପ୍ରେମ ସମ୍ବନ୍ଧରେ ଦିନଟି ଆପଣଙ୍କ ପାଇଁ ଅନୁକୂଳ I

କୁମ୍ଭ: କୌଣସି ପୁରୁଣା ବିଷୟରେ ସହକର୍ମୀମାନଙ୍କ ସହିତ ଯୁକ୍ତିତର୍କ ହୋଇପାରେ I ତେଣୁ, ମାପିଚୁପି କାର୍ଯ୍ୟ କରନ୍ତୁ ଏବଂ ବିବାଦରୁ ଦୂରେଇ ରୁହନ୍ତୁ I ବ୍ୟକ୍ତିଗତ ଜୀବନରେ କିଛି ସମସ୍ୟା ହୋଇପାରେ ୱିନିଜ ଜୀବନ ସାଥୀଙ୍କ ବିଚାର ଧାରା କୁ ସମ୍ମାନ ଦିଅନ୍ତୁ ଆପଣଙ୍କ ପକ୍ଷେ ଅତି ଉତ୍ତମ ହେବ I

ମୀନ : ଆଜି ଭାଗ୍ୟ ଆପଣଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରିବ I ଆପଣଙ୍କ ପାଇଁ ସବୁ ଦିଗରୁ ସୁ ସମାଚାର ଆସିପାରେ , ମାନସିକ ଦୁଶ୍ଚିନ୍ତା ଦୂର ହେବ I କାର୍ଯ୍ୟ କ୍ଷେତ୍ର ରେ ଆଗକୁ ବଢିବାପାଇଁ ଆପଣ କଠିନ ପରିଶ୍ରମ କରିବେ I ଭାଗ୍ୟ ଆପଣଙ୍କ ସପକ୍ଷରେ ଅଛି I କାର୍ଯ୍ୟ କ୍ଷେତ୍ର ରେ ଆପଣଙ୍କ ପାଇଁ ଲାଭଜନକ ପରିସ୍ଥିତି ଆସିବ I

Leave A Reply

Your email address will not be published.