ଆଜି ର ରାଶିଫଳ

32

ରାଶିଫଳ , ୧୬ ଏପ୍ରିଲ ୨୦୨୨ : ଏହି ରାଶିର ବ୍ୟକ୍ତି ମାନେ ଶନିବାର ଦିନ ଉପକୃତ ହେବେ I ମକର ରାଶିର ଲୋକଙ୍କ ସୁଖ ବୃଦ୍ଧି ହେବାର ସମ୍ଭାବନା ଅଛି I ମୀନ ରାଶି ଥିବା ବ୍ୟକ୍ତିମାନଙ୍କର ଧନ ଲାଭ ହେବ I

ମେଷ: ଆପଣ ଆତ୍ମନିର୍ଭରଶୀଳ ହେବା ଦିଗରେ ପଦକ୍ଷେପ ନେବେ I ସାହିତ୍ୟ ସହିତ ଜଡିତ ଲୋକଙ୍କ ପାଇଁ ଦିନଟି ଭଲ I କଠିନ ପରିଶ୍ରମ ର ଉପଯୁକ୍ତ ଫଳ ପାଇବେ I ଘନିଷ୍ଠ ବନ୍ଧୁଙ୍କ ପରାମର୍ଶ ଆପଣଙ୍କ ପାଇଁ ଉପଯୋଗୀ ପ୍ରମାଣିତ ହେବ I

ବୃଷ: କର୍ମମୟ ଜୀବନ ହେବ Iଆଜି ଭାଗ୍ୟ ଅପେକ୍ଷା କର୍ମ ଉପରେ ଅଧିକ ବିଶ୍ୱାସ ରଖନ୍ତୁ I ଏକୁଟିଆ କିଛି ସମୟ ବିତାନ୍ତୁ, ଏହା ଆପଣଙ୍କ ପାଇଁ ଭଲ ହେବ I ଆୟ ବୃଦ୍ଧି ହେବାର ସମ୍ଭାବନା ରହିବ I ଚାଲୁଥିବା କାର୍ଯ୍ୟରେ ଅଗ୍ରଗତି ହେବ I ଯୁବକମାନେ ବିଦେଶରେ ପାଇଥିବା ଚାକିରି ସୁଯୋଗକୁ ଆକର୍ଷିତ କରିପାରିବେ I ଚାକିରି କରୁଥିବା ଲୋକଙ୍କ ପାଇଁ ଦିନଟି ଭଲ ହେବ I

ମିଥୁନ: ଆଜି ଆପଣଙ୍କର ଅନେକ ସମସ୍ୟା ଦୂର ହୋଇପାରିବ I ରାଜନୈତିକ ବ୍ୟକ୍ତିଙ୍କୁ ଭେଟି ଲୋକପ୍ରିୟତା ବୃଦ୍ଧି କରିବେ Iକାର୍ଯ୍ୟକ୍ଷେତ୍ରରେ ଭଲ ସୁଯୋଗ ହୋଇପାରେ I ଆର୍ଥିକ ଲାଭ ପାଇଁ ମଧ୍ୟ ଭଲ ସୁଯୋଗ ମିଳିବ I ଏହା ବ୍ୟତୀତ ଘରର ମରାମତି ପାଇଁ ଖର୍ଚ୍ଚ ହୋଇପାରେ I

କର୍କଟ: ଆପଣଙ୍କ ପାଇଁ ଦିନ ଟି ସୁବର୍ଣ୍ଣ ସୁଯୋଗଆଣିବ I ସମାଜରେ ଭଲ କାମ କରିଥିବାରୁ ଲୋକମାନେ ଆପଣଙ୍କୁ ପ୍ରଶଂସା କରିବେ I ଆଜି ବନ୍ଧୁ ଓ ପାରିବାରିକ ସମର୍ଥନରେ ଅଗ୍ରଗାମୀ ହୋଇପାରନ୍ତି । ପରିଶ୍ରମ ଯାନିଯାତ କ୍ଲାନ୍ତି ଅନୁଭବ ଅନୁଭବ କରିବେ Iବିଳାସବ୍ୟସନ ପ୍ରତି ବିଶେଷ ଅନୁରକ୍ତି ଜାଗ୍ରତ ହେବା ମଉକା ପାଇପାରିବେ।

ସିଂହ : ଶନିବାର ଆପଣଙ୍କ ପାଇଁ ପ୍ରଗତିର ନୂଆ ରାସ୍ତା ଖୋଲିବ I ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ । ଚାକିରି କ୍ଷେତ୍ରରେ ଉନ୍ନତି କରିବେ । ଦୁର୍ଘଟଣାର ଭୟ ରହିଛି । ନୂତନ କାର୍ଯ୍ୟଭାର ହାତକୁ ନେଇ ସମ୍ପୂର୍ଣ୍ଣ କରିବେ ।

କନ୍ୟା : ଆପଣଙ୍କ ଦିନ ଆରାମରେ ଅତିବାହିତ ହେବ I ଅନ୍ୟମାନଙ୍କ ଉପରେ ଆପଣଙ୍କ ଦୃଢ ପ୍ରଭାବ ରହିବ I ସମ୍ପତ୍ତି କାରବାରରୁ ଆପଣ ବିପୁଳ ରୋଜଗାର କରିବେ ବୋଲି ଆଶା କରାଯାଏ I କଠିନ ପରିଶ୍ରମ କରି ବ୍ୟବସାୟ କ୍ଷେତ୍ରରେ ଲାଭବାନ ହେବେ I

ତୁଳା : ସମସ୍ତ କାର୍ଯ୍ୟରେ ସଫଳତା ପାଇବେ I ଚିନ୍ତା ଦୂର ହେବ I ଉପରିସ୍ଥ କର୍ମଚାରୀଙ୍କ ପ୍ରିୟପାତ୍ର ହେବେ I ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହେବ I

ବିଛା: ଶନିବାର ଦିନ ଖ୍ୟାତି ଏବଂ ପ୍ରତିଷ୍ଠା ବୃଦ୍ଧି ହେବାର ସମ୍ଭାବନା ପାଇବେ I ଆଜି ପ୍ରତ୍ୟେକ କାମ ପଛକୁ ପକାଇ ବନ୍ଧୁଙ୍କ କାମକୁ ପ୍ରଥମେ କରିବେ କିନ୍ତୁ କର୍ମ କ୍ଷେତ୍ରରେ ନିକଟସ୍ଥ ବ୍ୟକ୍ତିମାନଙ୍କୁ ସରଳ ବିଶ୍ୱାସ କରି ଠକି ଯିବେ। ଅତୀତ ଘଟଣା, ସ୍ବାସ୍ଥ୍ୟହାନୀ କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ମହିଳାମାନେ କୌଣସି ଶୁଭ କାମରେ ଯୋଗ ଦେବେ।

ଧନୁ : କର୍ମକ୍ଷେତ୍ରରେ ବିବାଦ ଉପୁଜିପାରେ । ବ୍ୟବସାୟରେ ଲାଭବାନ ହେବେ । ଶାରିରୀକ ଅସୁସ୍ଥତା ଦେଖାଦେଇପାରେ, ସତର୍କ ରୁହନ୍ତୁ । ଅବିବାହିତ ମାନଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ I

ମକର : ଲକ୍ଷ୍ୟସ୍ଥଳରେ ପହଞ୍ଚିବେ। ଆଶା ବାସ୍ତବତାରେ ପରିଣତ ହେବ। ସମସ୍ତଙ୍କୁ ସାହାଯ୍ୟ କରିବେ। ତ୍ୟାଗକୁ ଜଳାଞ୍ଜଳି ଦେବେ। ଦେହ ସୁସ୍ଥ ରହିବ। ଆର୍ଥିକ ସ୍ଥିତି ସୁଦୃଢ ରହିବ। ନିଷ୍ଠା ଓ ଚେଷ୍ଟା ଯୋଗୁଁ ବାଣିଜ୍ୟ ବ୍ୟବସାୟକୁ ସଂପ୍ରସାରଣ କରିବେ। ମହିଳା ମାନେ ବିଶେଷ ଖୁସି ଖବର ପାଇବେ I

କୁମ୍ଭ: ଆପଣଙ୍କ ଚାରିପାଖରେ ପରିବେଶ ସୁଖଦ ହେବ I ଯଦି ଆପଣ ପ୍ରକୃତରେ ଉପକୃତ ହେବାକୁ ଚାହାଁନ୍ତି, ତେବେ ଅନ୍ୟମାନଙ୍କ ମତାମତକୁ ଭଲଭାବେ ଶୁଣନ୍ତୁ I ବ୍ୟବସାୟ କାରବାରକୁ ଯତ୍ନର ସହିତ କରନ୍ତୁ I ଆର୍ଥିକ ଅବସ୍ଥାରେ ଉନ୍ନତି ହେବ I ନୂତନ କାର୍ଯ୍ୟ ପନ୍ଥା ପାଇଁ ମନ ବଳାଇବେ I ପିଲାମାନେ ଉନ୍ନତି କରିବେ I

ମୀନ : ନିଜ ଚେଷ୍ଟାରେ କାର୍ଯ୍ୟ ସିଦ୍ଧି I କର୍ମକ୍ଷେତ୍ରରେ ସୁଫଳ ,ଅଚାନକ ଧନ ଲାଭ , ବ୍ୟବସାୟ ପାଇଁ ଋଣ କରିପାରନ୍ତି I କ୍ୟାରିୟର ସମ୍ବନ୍ଧରେ କିଛି ପରିବର୍ତ୍ତନ ହେବ I ପାରିବାରିକ ଜୀବନ ଅଶାନ୍ତିରେ କଟିବ I

Comments are closed, but trackbacks and pingbacks are open.