ଆଜି ର ରାଶିଫଳ

21

ରାଶିଫଳ ୦୭-୦୪-୨୦୨୨ ଗୁରୁବାର : ଏହି ଆର୍ଶୀ ପାଇଁ ଆଜି ଦିନଟି ଅତ୍ୟନ୍ତ ଶୁଭ ହେବାକୁ ଯାଉଛି I ଆଜି ସିଂହ ରାଶି ର ବ୍ୟକ୍ତି ଙ୍କ ଏକ ବିଶେଷ ଦିନ I ଅର୍ଥ ସମ୍ବନ୍ଧୀୟ ବିଷୟଗୁଡ଼ିକରେ ଲାଭବାନ ହେବେ ଇବିଛ ରାଶିର ବ୍ୟକ୍ତି ମାନେ କର୍ତ୍ତୃପକ୍ଷଙ୍କଠାରୁ ଏକ ସ୍ୱତନ୍ତ୍ର ସ୍ୱୀକୃତି ପାଇବେ I

ମେଷ: ପରିବାର ସଦସ୍ୟଙ୍କ ପାଇଁ ସମୟ ଦେବେ I ବନ୍ଧୁ ଆର୍ଥିକ ସହାୟତା କରିବେ I ଛାତ୍ରଛାତ୍ରୀ ମାନେ କଠୋର ପରିଶ୍ରମ କରିବେ I ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଗତ ସମସ୍ୟା ନେଇ ଚିନ୍ତିତ ରହିବେ I

ବୃଷ: କାର୍ଯ୍ୟ କ୍ଷେତ୍ରରେ ଲାଭବାନ ହେବେ I ମଧୁର ବ୍ୟବହାର କରିବେ I ବ୍ୟବସାୟରେ ଏକ ଲାଭଜନକ ପରିସ୍ଥିତି ହେବ I ସମ୍ମାନିତ ହେବେ I ଚାକିରିରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଠାରୁ ପ୍ରଶଂସା ପାଇବେ I ଭ୍ରମଣ କରିବେ I

ମିଥୁନ: ପରିବାରରେ ସ୍ନେହ ସୌହାର୍ଦ୍ଦ୍ୟ ବଢିବ I ନୂତନ କାର୍ଯ୍ୟ ଆରମ୍ଭ କରିବେ Iବ୍ୟବସାୟୀମାନେ ସଚ୍ଚୋଟତା ସହିତ କାର୍ଯ୍ୟ କରିବା ଉଚିତ୍ I ଭୁଲ ବୁଝାମଣା ସୃଷ୍ଟି ହେବ I ବନ୍ଧୁ ଦର୍ଶନ ହେବ I

କର୍କଟ: ଆଜି ସ୍ୱାସ୍ଥ୍ୟ ଖରାପ ହୋଇପାରେ I ଚିନ୍ତିତ ରହିବେ I କାର୍ଯ୍ୟରେ କାହାର ସମର୍ଥନ ଆପଣଙ୍କୁ ଲାଭ ଦେବ I ଭାଗ୍ୟ ଆପଣଙ୍କୁ ଅନୁଗ୍ରହ କରିବ I କଠିନ ପରିଶ୍ରମ ବଳରେ ସଫଳତା ହାସଲ କରିବେ I

ସିଂହ : ଆର୍ଥିକ ପ୍ରସଙ୍ଗରେ ଦିନଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ I ପ୍ରଚୁର ଅର୍ଥ ଲାଭ ହୋଇପାରେ I ପୁରୁଣା ବନ୍ଧୁଙ୍କ ସହିତ ବାର୍ତ୍ତାଳାପ କରି ମନ ଖୁସି ହେବ I କାର୍ଯ୍ୟରେ ସଫଳ ହେବେ I ଅତ୍ୟଧିକ କ୍ରୋଧ ସମସ୍ୟା ବଢ଼ାଇ ପାରେ I

କନ୍ୟା : ଭାଗ୍ୟ ସଂପୂର୍ଣ୍ଣ ସମର୍ଥନ ଦେବ ନାହିଁ, କିନ୍ତୁ କୋର୍ଟ ସମ୍ବନ୍ଧୀୟ ମାମଲା ଅଛି, ତେବେ ଆପଣ ସେଥିରେ କିଛି ଉପକୃତ ହେବେ I କାର୍ଯ୍ୟରେ ସଫଳତା ସାଙ୍ଗକୁ ସମ୍ମାନିତ ହେବେ I ଦାମ୍ପତ୍ୟ ଜୀବନ ସୁଖମୟ ହେବ I

ତୁଳା : ଦିନଟି ଭଲରେ କଟିବ I କର୍ମକ୍ଷେତ୍ରରେ ନିଜ ପ୍ରତିଭା ଦେଖାଇବାକୁ ସୁଯୋଗ ପାଇବେ I ଆୟ ବୃଦ୍ଧି ପାଇଁ ଆପଣ କିଛି ଭଲ ସୁଯୋଗ ମଧ୍ୟ ପାଇପାରିବେ I କାର୍ଯ୍ୟଚାପ ଅଧିକ ହେତୁ କ୍ଲାନ୍ତି ଅନୁଭବ କରିବେ I ପରିବାରରେ ତୁମର ସକରାତ୍ମକ ଆଚରଣ ଲୋକଙ୍କୁ ପ୍ରଭାବିତ କରିବ I

ବିଛା: ଅନ୍ୟମାନେ ଯାହା କହୁଛନ୍ତି ଶୁଣନ୍ତୁ I ଉଚ୍ଚ ଅଧିକାରୀଙ୍କଠାରୁ ସ୍ୱତନ୍ତ୍ର ସ୍ୱୀକୃତି ପାଇବେ I ଋଣ ଟଙ୍କା ଫେରିପାଇବେ I ଅନାବଶ୍ୟକ ଖର୍ଚ୍ଚ କାଟନ୍ତୁ I ଜୀବନସାଥୀଙ୍କ ସହିତ କିଛି ନୂଆ ଯୋଜନା କରିବେ I ଡାନି ହେବେ I

ଧନୁ : ସୁ-ସମାଚାର ମିଳିବ I ଆପଣ ଜଣେ ସମ୍ମାନିତ ବ୍ୟକ୍ତିଙ୍କ ମାର୍ଗଦର୍ଶନ ପାଇବେ Iଲାଭର ନୂତନ ବାଟ ଫିଟିବ Iଛୋଟ ପ୍ରଲୋଭନରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ Iସମ୍ପତ୍ତି ବାଡ଼ି ବିଷୟରେ ବିଷୟରେ ଗର୍ବିତ ଅନୁଭବ କରିବେ |

ମକର: ରାଜନୀତିରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ। କିଛି ନୂଆ ଚେଷ୍ଟା କରିବାକୁ ଉତ୍ସାହ ଏବଂ ଆଗ୍ରହ ମନରେ ଦୃଶ୍ୟମାନ ହେବ I ବ୍ୟବସାୟୀ ମାନଙ୍କ ପ୍ରତି ମିଶ୍ରିତ ଦିନ ଛାତ୍ରମାନେ ବିଶେଷଜ୍ଞ ଶିକ୍ଷକମାନଙ୍କଠାରୁ ସାହାଯ୍ୟ ପାଇବେ I
ପାରିବାରିକ ସୁଖ ଲାଭ ହେବ I

କୁମ୍ଭ: କାର୍ଯ୍ୟ କ୍ଷେତ୍ରରେ ଭଲ ସଫଳତା ପାଇବେ | ସଠିକ୍ କାର୍ଯ୍ୟରେ ଅର୍ଥ ଖର୍ଚ୍ଚ ହେବ | ଛାତ୍ରମାନେ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ କିନ୍ତୁ ଭୟ ସେମାନଙ୍କ ମନରେ ରହିବ I ଶତ୍ରୁମାନେ ଆପଣଙ୍କୁ ପ୍ରାପ୍ରସ୍ତ ହେବେ I, କିନ୍ତୁ ସେମାନଙ୍କୁ ପରାସ୍ତ
କରିବାରେ ସଫଳ ହେବେ |

ମୀନ : କ୍ରୋଧିତ ନ ହୋଇ ଶାନ୍ତ ରୁହନ୍ତୁ I ଅନ୍ଲାଇନ୍ ରେ ବ୍ୟବସାୟ କଲେ ଉନ୍ନତି ଆସିବ I, ବ୍ୟବସାୟ ବୃଦ୍ଧି ପାଇଁ ବନ୍ଧୁ ସାହାଯ୍ୟ ସାଙ୍ଗକୁ ନୂତନ ସହାୟତାରେ ଆଗକୁ ବଢିବ I ଆପଣ ପିଲାମାନଙ୍କ ସହିତ ଖୁସିର ମୁହୂର୍ତ୍ତ ବିତାଇବେ I ସମ୍ପର୍କରେ କିଛି ନୂତନ ସତେଜତା ଦେଖାଦେବ I

Comments are closed, but trackbacks and pingbacks are open.