ଆଜିର ରାଶିଫଳ

22

ରାଶିଫଳ ୩୦-୦୩-୨୦୧୨ : ଆଜି ଏହି ରାଶି ର ବ୍ୟକ୍ତିମାନେ ମାନସିକ ଚାପି ରେ ରହିବେ I ସିଂହ ରାଶି ର ବ୍ୟକ୍ତି ମାନଙ୍କ ସହିତ ପାରିବାରିକ ବିବାଦ ଦେଖାଦେଇ ପରେ I ତୁଳା ରାଶି ର ବ୍ୟକ୍ତି ମାନେ ବ୍ୟବସାୟିକ କାର୍ଯ୍ୟରେ ଭାବିଚିନ୍ତି ନିଷ୍ପତି ନିଅନ୍ତୁ I

ମେଷ: କାର୍ଯ୍ୟକ୍ଷେତ୍ରରେ ନୂତନ ସମୀକରଣ ହେତୁ ତୁମେ ପୁରା ସମୟ ବ୍ୟସ୍ତ ରହିବ I କିଛି ସ୍ଥଗିତ ପ୍ରକଳ୍ପ ର ଅଗ୍ରଗତି ହେବ ଚାକିରୀ କ୍ଷେତ୍ରରେ ପଦୋନ୍ନତି ପାଇବେ ଏବଂ ସ୍ଥାନାନ୍ତର ହେବ ର ସମ୍ଭାବନା ରହିଛି I

ମେଷ : ସ୍ୱାସ୍ଥ୍ୟ ଭଲ ରହିବ I ପାରିବାରିକ ଜୀବନ ସୁଖମୟ ହେବ I ଆୟ ବଢିବ I ସାମାଜିକ ସ୍ଥିତି ସୁଦୃଢ ହେବ Iସମ୍ପର୍କୀୟ ଏବଂ ସାଙ୍ଗମାନଙ୍କ ସହିତ ତୁମର ସମ୍ପର୍କ ଉନ୍ନତ ହେବ I ମନ ଖୁସି ରହିବ I

ମିଥୁନ: ସରକାରୀ ସାହାଯ୍ୟ ର ଲାଭ ଉଠାଇବେ I କାର୍ଯ୍ୟକ୍ଷେତ୍ରରେ ଭଲ ସୁଯୋଗ ଆସିବ I ବ୍ୟବସାୟ ପ୍ରତି ଧ୍ୟାନ ଦିଅନ୍ତୁ I ବିଦ୍ୟାଆର୍ଥିମାନେ ପଢାପଢିରେ ହେଳା କରନ୍ତୁ ନାହିଁ I ପାରିବାରିକ ଜୀବନ ସୁଖମୟ ହେବ I

କର୍କଟ: ଆତ୍ମବିଶ୍ୱାସ ଓ ସାହସ ବଢିବ I ରାଜନୀତି କିମ୍ବା ସାମାଜିକ କାର୍ଯ୍ୟ ସହିତ ଜଡିତ ଲୋକମାନେ ଅନେକ ସଭା ଇତ୍ୟାଦିରେ ଅଂଶଗ୍ରହଣ କରିବେ I ସମ୍ମାନ ସହିତ ଆପଣ କିଛି ନୂତନ ଦାୟିତ୍ୱ ଗ୍ରହଣ କରିବେ I ଜଟିଳ ସମସ୍ୟାର ସମାଧାନ ପାଇବେ I ଆର୍ଥିକ କ୍ଷେତ୍ରଟି ମଜବୁତ ହେବI

ସିଂହ : ଦିନ ଭାଗ୍ୟଶାଳୀ ନୁହେଁ I ଭାଇଭଉଣୀଙ୍କ ସହ ବିବାଦ ପାରିବାରିକ ଜୀବନରେ ଅସ୍ଥିରତା ମଧ୍ୟ ସୃଷ୍ଟି କରିପାରେ I ପ୍ରେମ-ସମ୍ପର୍କ ରେ ଉନ୍ନତି ଆସିବ I କଠିନ ପରିଶ୍ରମ ର ଫଳ ପାଇବେ I ବନ୍ଧୁ ଦର୍ଶନ ଯୋଗ ରହିଛି I

କନ୍ୟା : ନୂତନ ସଙ୍ଗଠନ କିମ୍ବା ଭାଗିଦାରୀରେ କାର୍ଯ୍ୟ କରିବେ I ଆତ୍ମବିଶ୍ୱାସ ବଢିବ Iଭବିଷ୍ୟତରେ ଆପଣ ସମ୍ପୂର୍ଣ୍ଣ ସଫଳତା ହାସଲ କରିବାକୁ ସକ୍ଷମ ହେବେ I ଆଇନ ଗତ ମାମଲାର ସମାଧାନ ହେବ I ପାରିବାରିକ ଜୀବନ ରେ ସୁଖଦ ଅନୁଭୂତି ପାଇବେ I

ତୁଳା : ଦିନଟି ମିଶ୍ରିତ ଫଳ ଦେବ ଇ ସମୟ ଆପଙ୍କ ସପକ୍ଷରେ ଯାଉଛି I କାର୍ଯ୍ୟକ୍ଷେତ୍ରରେ ଭାବିଚିନ୍ତି ନିଷ୍ପତି ନିଅନ୍ତୁ I ଶତ୍ରୁ ପରାଜିତ ହେବେ I ଆର୍ଥିକ ଦିଗ ଟି ସ୍ୱଚ୍ଛଳ ରହିବ ଇ କାର୍ଯ୍ୟ ଚାପ ଯୋଗୁଁ କ୍ଲାନ୍ତ ଅନୁଭବ କରିବେ I

ବିଛା: ବ୍ୟବସାୟ କ୍ଷେତ୍ରରେ ଲାଭ ମିଳିବ I ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ଆପଣଙ୍କର ଯୋଗାଯୋଗ ଲାଭଦାୟକ ହେବ I ଭାଗିଦାରୀ ବ୍ୟବସାୟୀମାନେ ଭଲ ଲାଭ ପାଇପାରିବେ I ପରିବାରରେ ଖୁସି ର ବାତାବରଣ ରହିବ I ଅନ୍ୟ କଥାରେ ପଡି ପାରିବାରିକ ଜୀବନ ନଷ୍ଟ କରନ୍ତୁ ନାହିଁ I ଆର୍ଥିକ ଦିଗଟି ଉନ୍ନତ ରହିବ

ଧନୁ : ବୁଧବାର ଆପଣଙ୍କ ମଧ୍ୟରୁ କେତେକଙ୍କ ପାଇଁ ବିବାଦୀୟ ହୋଇପାରେ I ବରିଷ୍ଠମାନଙ୍କ ଅବହେଳାର ସମ୍ମୁଖୀନ ହେବାକୁ ପଡିପାରେ I କାର୍ଯ୍ୟ ଚାପ ବଢିବ I ଦଦୂଲ୍ୟମାନ ପରିସ୍ଥିତିରେ ରହିବେ I ଜୀବନ ସାଥୀଙ୍କ ସହିତ ସମୟ ଭଲ ବିତିବ I

ମକର : ବ୍ୟବସାୟିକ ସମ୍ପର୍କ ଏବଂ ବ୍ୟବସାୟ ପ୍ରସଙ୍ଗରେ କାରବାର ପାଇଁ ବୁଧବାର ଏକ ଅନୁକୂଳ ସମୟ I କାର୍ଯ୍ୟ ସମ୍ବନ୍ଧୀୟ ଯାତ୍ରା ଏବଂ ସହଯୋଗ ଆସନ୍ତା ମାସରେ ସକରାତ୍ମକ ଫଳାଫଳ ଦେବ I ଆପଣଙ୍କ ମଧ୍ୟରୁ କେତେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ସମ୍ପର୍କ ସ୍ଥାପନ କରିପାରନ୍ତି I ଦୈନନ୍ଦିନ କାର୍ଯ୍ୟରେ ବିରକ୍ତି ଅନୁଭବ କଳରିବେ I ଜୀବନ ସାଥି ଙ୍କ ସହିତ ସମ୍ପର୍କ ମଧୁର ରହିବ I

କୁମ୍ଭ: ଜୀବନ ସାଥୀଙ୍କ ସହିତ ତିକ୍ତତା ବଢିବ I ମନରେ ଦ୍ୱନ୍ଦ୍ୱ ଉପୁଜିବ I ଆପଣ ବାଧ୍ୟ କିମ୍ବା ବିବ୍ରତ, ଏହା ବିଷୟରେ କାହାକୁ ଜଣାନ୍ତୁ ନାହିଁ ଇ ଅତ୍ୟଧିକ କାର୍ଯ୍ୟ ଚାପ ବଢିବ I ଶତ୍ରୁ ପରାଜିତ ହେବେ I

ମୀନ : ନୂତନ ବ୍ୟବସାୟିକ କାରବାର ପାଇଁ ବୁଧବାର ଏକ ଅନୁକୂଳ ସମୟ I କାର୍ଯ୍ୟ ସମ୍ବନ୍ଧୀୟ ଯାତ୍ରା ଏବଂ ସହଯୋଗ ଆସନ୍ତା ମାସରେ ସକରାତ୍ମକ ଫଳାଫଳ ଦେବ I ପ୍ରଭାବଶାଳୀ ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ ହେବ I ପାରିବାରିକ ଜୀବନରେ ତିକ୍ତତା ଦେଖା ଦେବ I

Comments are closed, but trackbacks and pingbacks are open.