ଆଜି ର ରାଶିଫଳ

24

ମେଷ: ଦିନ ସୁଖମୟ ହେବ I ପାରିବାରିକ ଜୀବନ ଉତ୍ତମ ରହିବ I ଚାକିରୀରେ ଉନ୍ନତି ସହିତ ପଦୋନ୍ନତି ମଧ୍ୟ ଅଛି I ବ୍ୟବସାୟୀମାନଙ୍କ ପାଇଁ ଲାଭର ପରିସ୍ଥିତି ଆସିବ I

ବୃଷ : ଦିନଟି ଉତ୍ସାହରେ ପରିପୂର୍ଣ୍ଣ ହେବାକୁ ଯାଉଛି I ସୁ ଖବର ପାଇବେ I କାର୍ଯ୍ୟକ୍ଷେତ୍ରରେ ଅର୍ଥ ଲାଭ I ଭୂ-ସମ୍ପତି କ୍ରୟ ପାଇଁ ମନ ବଳାଇବେ I ଭାଗ୍ୟ ଉଜ୍ଜ୍ୱଳ ରହିବ I

ମିଥୁନ: କାର୍ଯ୍ୟ କ୍ଷେତ୍ରରେ ଅପାର ସଫଳତା ଲାଭ କରିବେ I ସଠିକ୍ କାର୍ଯ୍ୟରେ ଅର୍ଥ ଖର୍ଚ୍ଚ ହେବ I ଛାତ୍ରମାନେ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ I ଶତ୍ରୁ ପରାଜିତ ହେବେ I ବ୍ୟବସାୟୀ ମାନଙ୍କ ଦିନଟି ମିଶ୍ରିତ ହେବ I

କର୍କଟ: ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇବେ I ଚାକିରିରେ ପଦୋନ୍ନତି ହେବ Iପରିବାରରେ ଏକ ପ୍ରକାର ଶୁଭ କାର୍ଯ୍ୟକ୍ରମ ହେବ, ଶତ୍ରୁ ପରାଜିତ ହେବେ I ଦିନ ଟି ହସ ଖୁସିରେ କଟିବ I

ସିଂହ : ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ I କାର୍ଯ୍ୟ କ୍ଷେତ୍ର ରେ ସହ କର୍ମୀଙ୍କ ସମର୍ଥନ ପାଇବେ I ଇଛା ଅନୁଯାୟୀ କାର୍ଯ୍ୟ ଯୋଜନା ପୂର୍ଣ୍ଣ ହେବ I ପାରିବାରିକ ଜୀବନ ସୁଖମୟ ହେବ I

କନ୍ୟା : ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇବେ I ବ୍ୟବସାୟ ପାଇଁ ଭଲ ଦିନ ରହିବ I ବଣିକ ଶ୍ରେଣୀ ବିଶେଷ ଭାବରେ ଲାଭ ପାଇବେ I କାର୍ଯ୍ୟ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ହୋଇପାରେ I କୌଣସି ପୁରୁଣା କଥାକୁ ନେଇ ପାରିବାରିକ ଅଶାନ୍ତି ଲାଗି ରହିବ ଇ ବିଦ୍ୟାର୍ଥୀ ମାନେ ଉନ୍ନତି କରିବେ I

ତୁଳା :ମନ ଅଶାନ୍ତ ରହିବ I ଭ୍ରମଣ ଜନିତ କ୍ଲାନ୍ତି ଯୋଗୁଁ ସ୍ୱାସ୍ଥ୍ୟ ଖରାପ ହୋଇପାରେ Iଚାକିରି କ୍ଷେତ୍ରରେ ବାଧା ଦ୍ୱାରା ଅସୁବିଧାରେ ପଡ଼ିବେ I ପାରିବାରିକ ଶାନ୍ତି ରହିବ ସନ୍ତାନ ସୁଖ ପାଇବେ I

ବିଛା: ଆର୍ଥିକ ପ୍ରସଙ୍ଗ ପାଇଁ ଶନିବାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ I ଆପଣଙ୍କ ହାତ ମୁଠାରେ ଜୀବନ ସାଥି ରହିବେ I କାହା ପ୍ରରୋଚନା ରେ ପଡି ନିଜ ଘର ର ଶାନ୍ତି ଭଙ୍ଗ କରନ୍ତୁ ନାହିଁ I ଦିନ ଖୁରେ କଟିବ I

ଧନୁ : ଦିନ ଟି ସ୍ୱାଭାବିକ କଟିବ I କୋର୍ଟ ସମ୍ବନ୍ଧୀୟ ମାମଲା ରେ ଜୟଯୁକ୍ତ ହେବେ I ସବୁ ଦିଗରୁ ଭଲ ଖବର ପାଇବେ I ସୁ ଖାଦ୍ୟ ଭୋଜନ I ଗୁରୁଜନ ମାନଙ୍କ ଆଜ୍ଞାଧୀନ ହେବେ I

ମକର : ପରିବାରର ଯତ୍ନ ନେବେ ଏବଂ ସେମାନଙ୍କର ଆବଶ୍ୟକତା ପୂରଣ କରିବାକୁ ଚେଷ୍ଟା କରିବେ I ବିଦ୍ୟାର୍ଥୀ ମାନେ ଅଧୟନ ରେ ଉନ୍ନତି କରିବେ I ଆର୍ଥିକ ଦିଗ ଟି ସୁଦୃଢ ରହିବ Iଦିନ ଟି ବ୍ୟସ୍ତତା ମଧ୍ୟରେ କଟିବ I

କୁମ୍ଭ: କାର୍ଯ୍ୟ କ୍ଷେତ୍ରରେ ଉନ୍ନତି I ମଧୁର ବ୍ୟବହାର ହେବ I ବ୍ୟବସାୟରେ ଏକ ଲାଭଜନକ ପରିସ୍ଥିତି ହେବ I ସମ୍ମାନିତ ହେବେ I ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରୁ ପ୍ରଶଂସା ପାଇବେ I କ୍ୟାରିଅର ରେ ପଦୋନ୍ନତି ପାଇବେ I

ମୀନ : କର୍ମକ୍ଷେତ୍ରରେ ସମସ୍ତଙ୍କୁ ଭଲ ବ୍ୟବହାର କରିବେ I ସହକର୍ମୀଙ୍କ ସମର୍ଥନ ପାଇବେ I ସଠିକ ମାର୍ଗରେ ଅର୍ଥ ରୋଜଗାର କରିବାକୁ ସକ୍ଷମ ହେବେ I ପାରିବାରିକ ସୁଖ ଲାଭ ହେଵ I ସନ୍ତାନ ଙ୍କ ପ୍ରତି ଧ୍ୟାନ ଦିଅନ୍ତୁ I

Comments are closed, but trackbacks and pingbacks are open.