ଆଜି ର ରାଶିଫଳ

21

ରାଶିଫଳ ମାର୍ଚ୍ଚ ୨୩ , ୨୦୨୨ : ଏହି ରାଶିର ବ୍ୟକ୍ତିମାନେ ଆଜି ବହୁତ ଉନ୍ନତି କରିବେ I ମକର ରାଶିର ଲୋକମାନେ ସର୍ବ କାର୍ଯ୍ୟରେ ସଫଳତା ପାଇବେ I ମୀନ ରାଶି ବ୍ୟକ୍ତିମାନଙ୍କର ପାରିବାରିକ ଜୀବନ ଉତ୍ଥାନ ପତନ ରେ ରେ କଟିବ I ବୀଚ ରାଶି ର ବ୍ୟକ୍ତିମାନଙ୍କର ଧାନ ଲାଭ ଯୋଗ ରହିଛି I

ମେଷ: ମନ ଖୁସି ରହିବ I ପାରିବାରିକ ଜୀବନ ଆନନ୍ଦମୟ ହେବ I ସ୍ୱାସ୍ଥ୍ୟ ଭଲ ରହିବ I ସମ୍ପର୍କୀୟ ଙ୍କ ପ୍ରତି ଆତ୍ମିୟତା ବଢିବ କାର୍ଯ୍ୟ ସଂକ୍ରାନ୍ତରେ ଦୂର ଯାତ୍ରା ହେଇପାରେ I

ବୃଷ: ଦିନଟି ଆକସ୍ମିକ ଚମତ୍କାରିତାରେ ପରିପୂର୍ଣ୍ଣ ହେବ I କାର୍ଯ୍ୟରେ କଠିନ ପରିଶ୍ରମର ଫଳ ପାଇବେ I କୌଣସି ଶୁଭ କାର୍ଯ୍ୟରେ ଅଂଶଗ୍ରହଣ କରିବେ I ମନ ଖୁସି ରହିବ I ପ୍ରେମ ସଂପର୍କରେ ସମ୍ବେଦନଶୀଳତା ଦେଖାଯିବ I

ମିଥୁନ: ଦିନର ଶୁଭାରମ୍ଭ ଉତ୍ତମ ହେବ I କାର୍ଯ୍ୟରେ ସଫଳତା I ବ୍ୟବସାୟ ରେ ଉଚ୍ଚ ସ୍ଥାନ ପ୍ରାପ୍ତି I ଆର୍ଥିକ ଲାଭ ହେବ I

କର୍କଟ: ଉତ୍ସାହିତ ରହିବେ I ଭାଗ୍ୟ ର ପୂର୍ଣ୍ଣ ସମର୍ଥନ ରହିବ I କାର୍ଯ୍ୟରେ ସଫଳ ହେବେ I ବିଦ୍ୟାର୍ଥୀ ମାନେ କଠିନ ପରିଶ୍ରମ କରିବେ I ବନ୍ଧୁ ଦର୍ଶନ ଯୋଗ ରହିଛି I ଆନନ୍ଦିତ ରହିବେ I

ସିଂହ : ଅତ୍ୟନ୍ତ ଭାଗ୍ୟବାନ ହେବେ I ମାଙ୍ଗଳିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ I ମଧୁର ହେବ କଥାରେ ଅନ୍ୟମାନଙ୍କ ପ୍ରିୟ ଭଜନ ହେବ I ନିଜ ଯୋଜନା ଅନୁଯାୟୀ କାର୍ଯ୍ୟ ସମାପ୍ତ ହେବ I ସ୍ୱାସ୍ଥ୍ୟ ଉତ୍ତମ ରହିବ I

କନ୍ୟା : କାର୍ଯ୍ୟକ୍ଷେତ୍ରରେ ଉପୁଜି ଥିବା ସମସ୍ୟାରୁ ମୁକ୍ତି ପାଇବେ I ସମସ୍ତ କାର୍ଯ୍ୟରେ ସଫଳତା I ବ୍ୟବସାୟରେ ଅଭିବୃଦ୍ଧି I ପରାମର୍ଶ ଦାତା ହେବେ I ସୌଖିନ ଦ୍ରବ୍ୟ କ୍ରୟ କରିବେ I

ତୁଳା : ଦିନଟି ଠିକଠାକ ରେ ବିତିବ I ଭ୍ରମଣ ଜନିତ କ୍ଲାନ୍ତି ଅନୁଭବ କରିବେ I ପରିବାର ର ପରିବାରର ସମର୍ଥନ ପାଇବେ, ଦିନ ଉତ୍ସାହରେ ପରିପୂର୍ଣ୍ଣ ହେବ I ନିଜ ଦାୟିତ୍ୱ ସୁଚାରୁ ରୂପେ ସମ୍ପାଦନ କରିବେ I

ବିଛା: ସାରାଦିନ ଫୁର୍ତ୍ତି ରହିବେ I ଚାକିରିରେ ସଫଳତା ପାଇବେ I ବ୍ୟବସାୟରେ ଲାଭ ହେବ I ପାରିବାରିକ ସମ୍ପର୍କ ଉତ୍ତମ ରହିବ I ସୁଖାଦ୍ୟ ଭୋଜନ ହେବ I ଅର୍ଥ ଲାଭ ହେବ I

ଧନୁ : ଭାଗ୍ୟ ବାନ ହେବେ I କାର୍ଯ୍ୟରେ ତୁମର ପ୍ରଦର୍ଶନ ଭଲ ରହିବ I ଶରୀର ଉତ୍ତମ ରହିବ I ସହକର୍ମୀଙ୍କ ସମର୍ଥନ ପାଇବେ I

ମକର : କାର୍ଯ୍ୟରେ ସଫଳତା ପାଇବେ I ଏକ ନୂତନ ବ୍ୟବସାୟ ଆରମ୍ଭ କରିବାର ଚିନ୍ତାଧାରା ଆପଣଙ୍କ ମନରେ ଆସିପାରେ କିମ୍ବା ଆପଣ ଏହାକୁ ବାସ୍ତବତାରେ ପରିଣତ କରିପାରିବେ I ଭାଗ୍ୟ ଆପଣଙ୍କୁ ଅନୁଗ୍ରହ କରିବ I ପରିବାର ଓ ବନ୍ଧୁ ମାନଙ୍କ ସହିତ ଭଲରେ ସମୟ ବିତିବ I

କୁମ୍ଭ: ବୁଧବାର ଆପଣଙ୍କ ପାଇଁ ଏକ ସ୍ମରଣୀୟ ଦିନ ହେବ I ସହକର୍ମୀ ଙ୍କ ସହିତ ବ୍ୟବହାର ଉତ୍ତମ ରହିବ I ବନ୍ଧୁ କିମ୍ବା ପରିବାର ସହିତ ଧାର୍ମିକ ସ୍ଥଳ କୁ ଯାତ୍ରା କରିପାରନ୍ତି I ଚାକିରୀରେ ପଦୋନ୍ନତି ହେବ I

ମୀନ : ପାରିବାରିକ ଜୀବନ ବୁଧବାର ଦିନ ଉତ୍ଥାନରେ ପରିପୂର୍ଣ୍ଣ ହେବ I କର୍ମକ୍ଷେତ୍ରରେ ଆପଣଙ୍କର କାର୍ଯ୍ୟକୁ ପ୍ରଶଂସା କରାଯିବ I ସୁ – ସମାଚାର ମିଳିବ I ସନ୍ତାନ ମାନଙ୍କରେ ଉନ୍ନତି ଦେଖାଦେବ I ସ୍ୱାସ୍ଥ୍ୟ ଭଲ ରହିବ I

Comments are closed, but trackbacks and pingbacks are open.