ଏହି ଅଭ୍ୟାସ ଓଜନ ବୃଦ୍ଧିର କାରଣ

26

ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁଁ ମଣିଷ ଅନେକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛି । ବିଶେଷକରି ଲୋକଙ୍କଠାରେ ଓଜନ ଶୀଘ୍ର ବୃଦ୍ଧି ପାଉଛି । ତେବେ କେଉଁ କାରଣ ପାଇଁ ଏହି ସମସ୍ୟା ସହଜରେ ଦେଖାଯାଉଛି, ତାହାକୁ ନେଇ ସମସ୍ତେ ସଚେତନ ହେବା ଆବଶ୍ୟକ ।

  • ଠିକ୍ ସମୟରେ ନ ଶୋଇବା ଓଜନ ବୃଦ୍ଧିର ଅନ୍ୟତମ କାରଣ ।
  • ଯେଉଁମାନେ ଖାଦ୍ୟ ଖାଇ ନ ଥାନ୍ତି, ସେମାନେ ଖାଦ୍ୟ ଖାଉଥିବା ଲୋକଙ୍କ ତୁଳନାରେ ୪.୫ ଗୁଣ ଅଧିକ ମୋଟା ହୋଇଥାନ୍ତି ।
  • ଅନହେଲଦି ଖାଦ୍ୟ ଖାଇବା ଯୋଗୁଁ କ୍ୟାଲୋରି ବଢ଼ିଥାଏ । ଫଳରେ ପେଟରେ ଚର୍ବି ବୃଦ୍ଧି ପାଏ ।
  • ଡାଏଟ୍ ଉପରେ ଗୁରୁତ୍ୱ ନ ଦେଇ ଜଙ୍କଫୁଡ୍ ଖାଇବା ଅଭ୍ୟାସ ମଧ୍ୟ ଓଜନ ବୃଦ୍ଧିିିର କାରଣ ।
  • ଜଲଦି ଜଲଦିରେ ଖାଦ୍ୟକୁ ଚୋବାଇ ନ ଖାଇ ଗିିଳି ଦେବା ଦ୍ୱାରା ମୋଟାପଣ ବୃଦ୍ଧି ପାଏ ।
  • ଦୀର୍ଘ ସମୟ ଧରି ଗୋଟିଏ ସ୍ଥାନରେ ବସି ରହିଲେ ମଧ୍ୟ ଓଜନ ବଢ଼ିଥାଏ ।

Comments are closed, but trackbacks and pingbacks are open.