ଏହି ଫଳ କମାଇବା ଆପଣଙ୍କ ଓଜନ..

644

ନୂଆଦିଲ୍ଲୀ : ବର୍ତ୍ତମାନ ଯୁଗରେ ମେଦ ବହୁଳତା ଲୋକଙ୍କ ପାଇଁ ଏକ ବଡ ସମସ୍ୟା ପାଲଟିଛି  । ଶରୀରର ଓଜନ କମାଇବା ପାଇଁ କିଏ ଡାଏଟ୍ କରୁଛି ତ କିଏ ପ୍ରତିଦିନ ମର୍ଣ୍ଣିଂ ଓ୍ବାକ୍ କରୁଛି ତ କିଏ ଜିମ୍ ଯାଉଛି  ।

ଆସନ୍ତୁ ଜାଣିବା କଣ ଖାଇଲେ ଆମେ ସହଜରେ ଓଜନ ହ୍ରାସ କରିପାରିବା  ।  ନିୟମିତ ପ୍ରତିଦିନ ସକାଳେ ଯଦି ଆପଣ ଗୋଟିଏ ଗୋଟିଏ ନାସପାତି ଖାଇବେ , ତେବେ ଓଜନ କମିଥାଏ  ।

ବୟସ୍କ ଲୋକମାନଙ୍କ ପାଇଁ ଏହା ବେଶ୍ ସ୍ବାସ୍ଥ୍ୟ ଉପଯୋଗୀ ହୋଇଥାଏ  ।  କାରଣ ଏହାକୁ ଖାଇବା ଦ୍ବାରା ଖାଦ୍ୟ, ପଚନ, ପୋଷକ ତତ୍ତ୍ୱର ଗୁଣ ଓ ହୃଦ୍ ସମ୍ପର୍କିତ ରୋଗ , ଡାଇବେଟିସ୍ ରୋଗ ମଧ୍ୟ ଦୂର ହୋଇଥାଏ  । ନାସପାତିରେ ସାଧାରଣତଃ ଭିଟାମିନ୍ ସି, ମ୍ୟାଗ୍ନନେସିୟମ୍, କପୋର୍ ଓ ପୋଟାସିୟମ୍ ଭରପୁର ମାତ୍ରାରେ ରହିଛି। ନାସପାତି ଖାଇବା ଦ୍ୱାରା ଓଜନ ହ୍ରାସ ହୁଏ ।

Comments are closed, but trackbacks and pingbacks are open.