ଏହି ଖେଳାଳିମାନେ ଆଇପିଏଲରେ ତାଲିକାରେ ନ. ୧ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ,କରିଥିଲେ ସର୍ବାଧିକ ହ୍ୟାଟ୍ରିକ୍

29

ଆଇପିଏଲ ହେଉଛି ବିଶ୍ୱର ସର୍ବାଧିକ ଦେଖାଯାଉଥିବା ଲିଗ୍ ମ୍ୟାଚ I ଏହା T-20 ମ୍ୟାଚ ଭଳି ଫଟା-ଫଟ ଶ୍ରେଣୀ ର କ୍ରିକେଟ ମ୍ୟାଚ I ନିୟମିତ ଦର୍ଶକ ମାନେ ଏହି ଖେଳରୁ ,ଉତ୍ସାହ ,ରୋମାଞ୍ଚ ସହିତ ଅଧିକ ଟେନସନ ଦେଖାଯାଇଥାନ୍ତି I T -20 କ୍ରିକେଟ୍ ପ୍ରାୟତ ବ୍ୟାଟ୍ସମ୍ୟାନ ମାନଙ୍କ ଖେଳ ଭାବରେ ଧରାଯାଇଥାଏ I ସେହିପରି କିଛି ବିସ୍ଫୋରକ ବ୍ୟାଟ୍ସମ୍ୟାନ ଅଛନ୍ତି ଯେଉଁ ମାନେ କି ଆଇପିଏଲ ରେ ବିସ୍ଫୋରକ ବ୍ୟାଟିଂ ସହିତ ସର୍ବାଧିକ ହ୍ୟାଟ୍ରିକ୍ କରିଛନ୍ତି I

ଅମିତ ମିଶ୍ର :ଆଇପିଏଲରେ ସର୍ବାଧିକ ୱିକେଟ୍ ନେଇ ହ୍ୟାଟ୍ରିକ୍ କରିଛନ୍ତି । ଏହି ସଫଳତା ତାଙ୍କୁ ଲଗାତାର ତିନିଥର ମିଳିଛି Iତାଙ୍କର ଉତ୍କୃଷ୍ଟ ବୋଲିଂ ପାଇଁ ସେ ଖୁବ ଜଣାଶୁଣା I

ଯୁବରାଜ ସିଂ : ନିଜର ମାରାତ୍ମକ ବୋଲିଂ ପାଇଁ ସର୍ବଦା ପ୍ରସିଦ୍ଧ ଥିଲେ I ସେ ଆଇପିଏଲରେ ଦୁଇଟି ହ୍ୟାଟ୍ରିକ୍ କରିଛନ୍ତି I


ପ୍ରବୀଣ ତାମ୍ବେ : ୪୧ ବର୍ଷ ବୟସରେ ନିଜର ଆଇପିଏଲ ଡେବ୍ୟୁ କରିଥିଲେ। ଆଇପିଏଲରେ ୩୩ ଟି ମ୍ୟାଚ୍ ଖେଳି ସେ ୨୮ ଟି ୱିକେଟ୍ ନେଇଛନ୍ତି। ସେ ମଧ୍ୟ ଆଇପିଏଲରେ ଗୋଟିଏ ହ୍ୟାଟ୍ରିକ୍ ନେଇଛନ୍ତି ଏବଂ ସେ ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି I

ସାମ କୁରାନ :ଆଇପିଏଲର ୩୨ ଟି ମ୍ୟାଚରେ ସେ ୩୨ ଟି ୱିକେଟ୍ ନେଇଛନ୍ତି । ସାମ ମଧ୍ୟ ଆଇପିଏଲରେ ଗୋଟିଏ ହ୍ୟାଟ୍ରିକ୍ କରିଛନ୍ତି I

ରୋହିତ ଶର୍ମା :ସର୍ବଦା ନିଜର ମାରାତ୍ମକ ବ୍ୟାଟିଂ ପାଇଁ ପ୍ରସିଦ୍ଧ I ସେ ଦୁନିଆର ପ୍ରତ୍ୟେକ କୋଣରେ ନିଜର ରନ୍ ସ୍କୋର କରିଛନ୍ତି | ସେ ପାର୍ଟ ଟାଇମ୍ ବୋଲିଂ ପାଇଁ ପ୍ରସିଦ୍ଧ I ସେ ଆଇପିଏଲରେ ୧୫ ଟି ୱିକେଟ୍ ନେଇଛନ୍ତି।

Comments are closed, but trackbacks and pingbacks are open.