ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ

19

ସଂସଦର ଶୀତକାଳୀନ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି ଏବଂ ବିରୋଧୀ ଦଳ ସ୍ପଷ୍ଟ କରିଛନ୍ତି ଯେ ଏଥର ମଧ୍ୟ ଅଧିବେଶନରେ ହଙ୍ଗମା କରିପାରେ । ଏହାପୂର୍ବରୁ ରବିବାର ଦିନ ଅନୁଷ୍ଠିତ ହୋଇଥିବା ସର୍ବଦଳୀୟ ବୈଠକରେ ଏକ ଉତ୍ତେଜନାମୂଳକ ପରିବେଶ ମଧ୍ୟ ଦେଖାଯାଇଥିଲା ଏବଂ ଆମ୍ ଆଦମୀ ପାର୍ଟି (AAP) ଏକ ପଦଯାତ୍ରା କରିଥିଲା। ଏଥିସହ ବିରୋଧୀଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଏହି ବୈଠକରେ ଯୋଗ ଦେଇ ନ ଥିବାରୁ ସମାଲୋଚନା କରିଥିଲେ ।
ପ୍ରାପ୍ତ ବିବରଣୀ ରୁ ଜଣାପଡିଛି କି ଲୋକସଭା କୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଗଲା
ବିରୋଧୀଙ୍କ ଆଲୋଡ଼ନ ଯୋଗୁଁ ଲୋକସଭାର ପ୍ରକ୍ରିୟା ଦ୍ୱିପ୍ରହର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏଥିସହିତ ରାଜ୍ୟସଭାର ପ୍ରକ୍ରିୟା ଚାଲିଛି।

Leave A Reply

Your email address will not be published.