ସଡକ ଦୁର୍ଘଟଣାରେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ଅକାଳ ମୃତ୍ୟୁ
ଫୋଟୋ ନିଉଜ ୱେବ ପୋର୍ଟାଲ ର ପ୍ରତିଷ୍ଠାତା ଅଶୋକ ପଣ୍ଡା ଙ୍କର ଶ୍ରୀ ଗୁଣ୍ଡିଚା ଦିନ ଏକ ସଡକ ଦୁର୍ଘଟଣାରେ ଅକାଳ ବିୟୋଗ ଘଟିଛି I ଫୋଟୋ ନିଉଜ ୱେବ ପୋର୍ଟାଲ ପରିବାର ତରଫରୁ ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ବର୍ତ୍ତମାନ ଅଳ୍ପ ଦିନ ପାଇଁ ପୋର୍ଟାଲ କାର୍ଯ୍ୟ ସ୍ଥଗିତ ରହିବ I

Comments are closed, but trackbacks and pingbacks are open.