ଶ୍ରୀନଗର ‘କ୍ଳକଟାୱାର’ରେ ଉଡିବ ତ୍ରିରଙ୍ଗା

31

ଏଥର ସ୍ୱାଧୀନତା ଉତ୍ସବ ସାରା ଦେଶ ସହିତ ଜାମ୍ମୁ-କାଶ୍ମୀର ରେ ମଧ୍ୟ ପାଳନ କରାଯାଉଛି, ଏଥିପାଇଁ ଜାମ୍ମୁ-କାଶ୍ମୀର ସରକାର ଖାସ ତିଆରି ରେ ଲାଗିପଡିଛନ୍ତି I ଜାମ୍ମୁ-କାଶ୍ମୀର କୁ ମଧ୍ୟ ତ୍ରିରଙ୍ଗା ରଙ୍ଗ ରେ ସଜେଇ ଦିଆଯାଉଛି I ସ୍ୱାଧୀନତା ଦିବସ ପୂର୍ବରୁ ଶ୍ରୀନଗର ର ଲାଲ ଚୌକ ରେ ଥିବା ‘କ୍ଳକଟାୱାର’କୁ ତ୍ରିରଙ୍ଗା ରଙ୍ଗ ରେ ଆଲୋକିତ କରାଯାଇଛି I ବିଜେପି ର ମହିଳା କାର୍ଯ୍ୟକର୍ତା ମାନେ ନିଜ ହାତ ରେ ତ୍ରିରଙ୍ଗା ପତାକା ତିଆରିରେ ଲାଗିଛନ୍ତି I ଦିନେ ସମୟ ଥିଲା ଶ୍ରୀନଗର ର ଲାଲ ଚୌକ ତ୍ରିରଙ୍ଗା ଉଡେଇବା ପାଇଁ ବିବାଦ ଉପୁଜିଥିଲା I ଏବେ ଜାମ୍ମୁ-କାଶ୍ମୀର ରେ ୩୭୦ ଧାରା ଉଛେଦ ହେବ ପରେ ପରିସ୍ଥିତି ବଦଳି ଯାଇଛି I

Leave A Reply

Your email address will not be published.