ସାମାଜିକ କାର୍ଯ୍ୟକ୍ଷେତ୍ରରେ ତୃତୀୟ ଲିଙ୍ଗି ପାଇବେ ସମାନ ଅଧିକାର

34

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଅନୁସାରେ ବିନା ଭେଦ ଭାବରେ ତୃତୀୟ ଲିଙ୍ଗିଙ୍କୁ ମିଳିବ ସମାନ ସୁବିଧା I ତୃତୀୟ ଲିଂଗି କାର୍ଯ୍ୟ କରୁଥିବା ନିର୍ଦ୍ଦିଷ୍ଟ କର୍ମକ୍ଷେତ୍ର ରେ ଅନ୍ୟମାନଙ୍କ ଭଳି ସେମାନେ ବି ସମାନ ସୁବିଧା ପାଇପାରିବେ । ଦକ୍ଷତା ପ୍ରତିପାଦିତ ପାଇଁ କାର୍ଯ୍ୟକ୍ଷେତ୍ରରେ ଉପଯୁକ୍ତ ପରିବେଶ ସୃଷ୍ଟି କରାଯିବ । ସେହିପରି କୌଣସି ପଦବୀ, ତାଲିମ, ପଦୋନ୍ନତି, ବଦଳି କ୍ଷେତ୍ରରେ ମଧ୍ୟ ବାଛବିଚାର ରହିବନି । ଏହା ସହ ତୃତୀୟ ଲିଙ୍ଗିଙ୍କ ଅଭିଯୋଗ ସମାଧାନ ପାଇଁ ରହିବେ ସ୍ୱତନ୍ତ୍ର ଅଧିକାରୀ । ତୃତୀୟ ଲିଂଗି ଙ୍କ ପକ୍ଷରୁ ଯେ କୌଣସି ଅଭିଯୋଗ ପାଇବାର ୧୫ ଦିନ ମଧ୍ୟରେ ସମାଧାନ କରିବେ ଅଧିକାରୀ ।ର ୧୫ ଦିନ ମଧ୍ୟରେ ସମାଧାନ କରିବେ ଅଧିକାରୀ ।

Leave A Reply

Your email address will not be published.