ଅନ୍‌ଲାଇନ୍‌ ପରୀକ୍ଷା ଦାବିରେ ଓୟୁଏଟି ଭିସି ଅଫିସକୁ ତାଲା ପକାଇଲେ ଛାତ୍ରଛାତ୍ରୀ

36

ଅନଲାଇନ ନହେଲେ ପରୀକ୍ଷା ଦେବୁ ନାହିଁ ବୋଲି ଛାତ୍ରଛାତ୍ରୀମାନେ ଅଡ଼ି ବସିଛନ୍ତି ଓୟୁଏଟି ର ଛାତ୍ର ଛାତ୍ରୀ ମାନେ Iଅଫ ଲାଇନ ନୁହେଁ ଅନଲାଇନ ପରୀକ୍ଷା ଦାବିରେ ଭିସି ଅଫିସକୁ ତାଲା ପକାଇଲେ ଭେଟନେରୀ ସାଇନ୍ସ ଛାତ୍ରଛାତ୍ରୀ ।ଏଭଳି କିଛି ଜିଦ ଧରି ଓୟୁଏଟି ର ଶତାଧିକ ଛାତ୍ରଛାତ୍ରୀ ଧାରଣା ଦେଇଛନ୍ତି ।
ପରୀକ୍ଷାକୁ ବିଳମ୍ବ କରାଯାଉଥିବା ବେଳେ କୋର୍ସ ସେସନ ବି ବିଳମ୍ୱ ହେଉଛି । ଏନେଇ ଯଥାଶୀଘ୍ର ଅନଲାଇନ ମାଧ୍ୟମରେ ପରୀକ୍ଷା ଦାବି କରିଛନ୍ତି ଛାତ୍ରଛାତ୍ରୀ । ସେପଟେ ଭିସି ଏନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।

Leave A Reply

Your email address will not be published.