ସଚିବ ଫେରାଇଲେ ଚାକିରୀ

34

ଭୁୁବନେଶ୍ୱର: ଚାକିରି ଫେରିପାଇଲେ ବାରିପଦାର ବ୍ୟାଙ୍କ ମିତ୍ର ଭାରତୀ ସିଂ । ଖୁଣ୍ଟା ବ୍ଲକର ବ୍ୟାଙ୍କମିତ୍ର ଭାରତୀ ସିଂ ଚାକିରି ଫେରିପାଇଛନ୍ତି । କାର୍ଯ୍ୟରେ ଯୋଗଦେବାକୁ ବିଏଲ୍ଏଫ ପକ୍ଷରୁ ଭାରତୀଙ୍କୁ ଚିଠି । ଲଢ଼େଇରେ ସତ୍ୟର ଜୟ ହୋଇଛି କହିଲେ ଭାରତୀ ସିଂ ।

୫ଟି ସଚିବଙ୍କ ପ୍ରତି ମନ୍ତବ୍ୟ ପରେ ଚାକିରି ହରାଇଥିବା ଅଭିଯୋଗ କରିଥିଲେ ।ତେବେ ଏହି ଘଟଣାକୁ ନେଇ କିଛି ଦିନ ହେବ ରାଜ୍ୟରେ ତମ୍ବିତୋଫାନ ଦେଖାଦେଇଥିଲା ।

ଭାରତୀଙ୍କୁ ନ୍ୟାୟ ଦାବିରେ ସାମାଜିକ ସଂଗଠନ ସହ ଅଣ୍ଟା ଭିଡିଥିଲେ ସ୍ଥାନୀୟ ମହିଳା । ଶେଷରେ ଭାରତୀଙ୍କ ବିଜୟ ହୋଇଛି । ଭାରତୀ ନିଜ ଚାକିରି ଫେରି ପାଇଛନ୍ତି ।

Comments are closed, but trackbacks and pingbacks are open.