ରାଜ୍ୟରେ ଜାନୁଆରୀ ୨୫ ସୁଦ୍ଧା ପିକ୍ ଛୁଇଁବ ତା ପରେ କମିବ କରୋନା

0 25

ଯେତେ ଜଲ୍ଦୀ ସଂକ୍ରମଣ ବଢିବ ,ସେତିକି ଜଲ୍ଦି କମିବ ଇ ଜାନୁୟାରୀ ୨୫ ସୁଦ୍ଧା ପିକ ପିରିଅଡରେ ରହିବ କରୋନା ସଂକ୍ରମଣ ଏବଂ ଟା ପରେ ଏହା ଧୀରେ ଧୀରେ କମିବ ଇ ତେଣୁ ଏବେ ରାଜ୍ୟରେ ଲକ୍‌ଡାଉନ ବା ସଟଡାଉନ ର ଆବଶ୍ୟକତା ନାହିଁ I କିନ୍ତୁ ସଂକ୍ରମିତ ଙ୍କ ସଂଖ୍ୟI ଅଧିକ ବୃଦ୍ଧି ହେଲେ ମଧ୍ୟ ଏହା ଭୟାନକ ନୁହେଁ କାହାକୁ ଗୁରୁତର କରିବ ନାହିଁ I ନିହାତି ଜରୁରୀ ନ ହେଲେ ଡାକ୍ତରଖାନା ଯିବା ଆବଶ୍ୟକ ନାହିଁ I  କେଶ ଲୋଡ଼ ଏବଂ ହସ୍ପିଟାଲିଟି ଉପରେ କମ ପ୍ରଭାବ ପଡୁଛି। ଗୁରୁତର ସଂଖ୍ୟା ବହୁତ କମ।ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରଜ ମିଶ୍ର ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ,ଆମେ ଯଦି ସତର୍କ ରହିବା ଫେବୃଆରୀ ଶେଷ ସୁଦ୍ଧା ଏହି ସଂକ୍ରମଣକୁ ପାର କରିଯିବା I ତେଣୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ।

Leave A Reply

Your email address will not be published.