ଜାତୀୟ କ୍ରୀଡା ପୁରସ୍କାର ଖେଳରତ୍ନ ,ଦ୍ରୋଣାଚାର୍ଯ୍ୟ ,ଅର୍ଜୁନ ପାଇଥିବା ଖେଳାଳି ମାନେ

17

ରାଷ୍ଟ୍ରପତି ରାମନାଥ କୋବିଦ ଆଜି ଦିଲ୍ଲୀ ଠାରେ ଆୟୋଜିତ ଜାତୀୟ କ୍ରୀଡା ପୁରସ୍କାର ସମାରୋହରେ ଖେଳାଳି ମାନଙ୍କୁ ପୁରସ୍କାର ବିତରଣ କରି ସମ୍ମାନିତ କରିଛନ୍ତି I ୨୦୨୦ ପାଇଁ ଖେଳାଯାଇଥିବା ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିଥିବା ନିରୋଜ ଚୋପ୍ରାଙ୍କ ସମେତ ସମୁଦାୟ ୧୨ ଜଣ ଖେଳାଳି ଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ରେ ସମ୍ମାନିତ କରାଯାଇଛି I ଏମାନଙ୍କ ମଧ୍ୟରୁ ପ୍ରଥମ ଓଡ଼ିଆ ପାରା ଅଲିମ୍ପିଆନ ବ୍ୟାଡ଼ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଙ୍କ ସହିତ –
ନିରୋଜ ଚୋପ୍ରା ,ରବି ଦାହିୟା,ଲଭଲୀନା ଵର୍ଗହେନ,ଶ୍ରୀଜେସ ପିଆର ,ଅବନୀ ଳେଖରା,ସୁମିତ ଅଣ୍ଟିଲ,ମନୀଷ ନରୱାଲ ,ମିତାଲି ରାଜ ,ସୁନୀଲ ଛେତ୍ରୀ ,ଏବଂ ମନପ୍ରୀତ ସିଂହ ଅଛନ୍ତି I

ସେହିପରି ଦ୍ରୋଣାଚାର୍ଯ୍ୟ ପୁରସ୍କାର -୨୦୨୧

ଟିପି ଓସିଫ୍, ସରକାର ତଲୱାର,ଆଶାନ କୁମାର, ଡକ୍ଟର ତପନ କୁମାର,ରାଧା କୃଷ୍ଣନ ନାୟାର, ସାନ୍ଧ୍ୟା ଗୁରୁଙ୍ଗ, ପ୍ରୀତମ୍ ସିୱାଚ୍ ,ଜୟପ୍ରକାଶ ନାଉଟିଆଲ୍ ,ଏସ ରମଣ

ଅର୍ଜ୍ଜୁନ ପୁରସ୍କାର – ୨୦୨୧

ଅର୍ପିନ୍ଦର ସିଂ (ଆଥଲେଟିକ୍ସ) ,ସିମରଞ୍ଜିତ କୌର (ବକ୍ସିଂ) ଶିଖର ଧାୱନ (କ୍ରିକେଟ୍),ମୋନିକା (ହକି),ନିଶାଦ କୁମାର ,ପ୍ରବୀଣ କୁମାର,ଶରଦ କୁମାର,ସୁହାସ୍ ଏଲୱାଇ,ସିଂରାଜ ଅଦନ,ଭବୀନା ପଟେଲ, |ହରବିନ୍ଦର ସିଂ ଏବଂ ଦୀପକ ପୁନିଆ I

Leave A Reply

Your email address will not be published.