ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କଲେ ଇଣ୍ଡୋନେସିଆ ର ରାଷ୍ଟ୍ରଦୂତ

23

ଓଡିଶା ସହିତ ଇଣ୍ଡୋନେସିଆ ର ସମ୍ପର୍କ ବହୁ ପୂର୍ବର I ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତଃ ବିଜୁ ପଟନାୟକ ଙ୍କୁ ‘ଭୂମିପୁତ୍ର’ଉପାଧି ପ୍ରଦାନ କରିଥିଲେ ଇଣ୍ଡୋନେସିଆ ରାଜା I ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରଦୂତ ଇନା ଏନ କ୍ରୀଷ୍ଣମୂର୍ତି I ଜଳ ସମ୍ପଦ ସହିତ ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିବା ଜଣା ପଡିଛି Iଏହା ପୂର୍ବରୁ ଯୋବ୍ରା ନୌବାଣିଜ୍ୟ ସଂଗ୍ରହାଳୟରେ ଯୋଗ ଦେଇଥିଲେ କ୍ରିଷ୍ଣIମୁର୍ତି I
ମୁଖ୍ୟମନ୍ତ୍ରୀ ଙ୍କୁ ସାକ୍ଷାତ ସମୟରେ ଭାରତ ସହିତ ଇଣ୍ଡୋନେସିଆର ସମ୍ପର୍କ ଏବଂ ଓଡିଶା ଓ ଇଣ୍ଡୋନେସିଆ ର ଅର୍ଥନୈତିକ ସମ୍ପର୍କ ଅଭିବୃଦ୍ଧି ସମ୍ପର୍କରେ ଆଲୋଚନା କରାଯାଇଥିଲା I

Comments are closed, but trackbacks and pingbacks are open.