ଭିଜିଲାନ୍ସ ଜାଲରେ ପଡିଲେ ଆଇସିଡିଏସ ସୁପର ଭାଇଜର

20

ନୂଆପଡା ଜିଲ୍ଲା ସିନାପାଲି ବ୍ଲକ୍ ର ଆଇସିଡିଏସ ସୁପର ଭାଇଜର ହର୍ଷମଣୀ ଦେଈ ପଡିଛନ୍ତି ଭିଜିଲାନ୍ସ ଜାଲରେ । ସ୍ଥାୟୀ ଅଙ୍ଗନୱାଡି ପଦବୀରେ ନିଯୁକ୍ତି କରେଇ ଦେବା ପାଇଁ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ସୁପରଭାଇଜର ଖଡିଆଳ ଥାନା ଅଁଳାଭଟା ଗାଁର ହୋଇଥିବା ବେଳେ ଖଡିଆଳରେ ଭଡା ନେଇ ରହୁଥିଲେ । ସିନାପାଲି ଅଫିସ୍ ଓ ଖଡିଆଳ ଭଡାଘର ସମେତ ଅଁଳାଭାଟା ତିନୋଟି ସ୍ଥାନରେ ରେଡ୍ ଜାରି ରହିଛି I

Leave A Reply

Your email address will not be published.