ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର

105

ଭୁବନେଶ୍ବର: ଜୀବନ ନେଇଗଲା କୁମ୍ଭୀର । ଯୋର ପାର ହେବାବେଳେ ଜଣେ ବୃଦ୍ଧଙ୍କୁ କୁମ୍ଭୀର ଟାଣିନେଲା । କେନ୍ଦ୍ରାପଡ଼ା ଜିଲ୍ଲା ଆଳିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ସମ୍ପୃକ୍ତ ବୃଦ୍ଧ ମଇଁଷି ସହ ଏକ ଯୋର ପାର ହେଉଥିଲେ । ତେବେ ଏହି ସମୟରେ ପାଣି ଥିବା ଏକ କୁମ୍ଭୀର  ବୃଦ୍ଧଙ୍କୁ ଟାଣିନେଇଥିଲା ।  ଦିନିଆରି ଗାଁ ନିକଟ ଯୋରରେ ଏହି ଅଘଟଣ ଘଟିଛି । ବୃଦ୍ଧଙ୍କ ଘର ଇଚ୍ଛାପୁରରେ ହୋଇଥିବାବେଳେ ଗ୍ରାମବାସୀ ଏବେ ଯୋରରେ ତାଙ୍କୁ ଖୋଜାଖୋଜି କରୁଛନ୍ତି । 

Comments are closed, but trackbacks and pingbacks are open.