ଆଜିଠୁ ସିନେମା ହଲ ଖୋଲିବ

30

1 ରୁ ମଲ, ପାର୍କ ଖୋଲିଥିବା ବେଳେ ଆଜିଠୁ ରାଜ୍ୟବ୍ୟାପୀ ସିନେମା ହଲ ଖୋଲିବ । ତେବେ ସମ୍ପୂର୍ଣ୍ଣ କୋରୋନା ଗାଇଡଲାଇନ ମଧ୍ୟରେ କେବଳ 50 ପ୍ରତିଶତ ଦର୍ଶକଙ୍କୁ ନେଇ ଆଜିଠୁ ରାଜ୍ୟର ସମସ୍ତ ସିନେମା ହଲ ଖୋଲିବ ବୋଲି ଗାଇଡଲାଇନରେ ନିର୍ଦ୍ଦେଶ ରହିଛି ।

ତେବେ କେବଳ ପ୍ରାପ୍ତ ବୟସ୍କମାନେ ଦୁଇଟି କୋଭିଡ ଟିକା ନେଇଥିବା ପ୍ରମାଣପତ୍ର ଦେଖାଇ ସିନେମା ହଲକୁ ପ୍ରବେଶ କରିବେ । ସିନେମା ହଲକୁ ପ୍ରବେଶ ପୂର୍ବରୁ ମାସ୍କ, ସାମାଜିକ ଦୁରତା, ସାନିଟାଇଜର ଉପରେ ଗୁରୁତ୍ତ୍ୱ ଦେବାକୁ ସରକାର ସିନେମା ହଲ ମାଲିକମାନଙ୍କୁ ସତର୍କ କରାଇଛନ୍ତି ।

Leave A Reply

Your email address will not be published.