କାର୍ତ୍ତିକ ମାସର ବର୍ଜନୀୟ କାମ

35

ଆରମ୍ଭ ହୋଇଛି ଧର୍ମ ମାସ କାର୍ତ୍ତିକ । ଶାସ୍ତ୍ର ଅନୁସାରେ ଏହି ମାସ ଭଗବାନ କାର୍ତ୍ତିକଙ୍କୁ ସମର୍ପିତ । ଏହିଦିନ ବ୍ରତ, ତପର ବିଶେଷ ମହତ୍ତ୍ୱ ଅଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ମାସରେ କେତେକ କାମ ବର୍ଜନୀୟ ।

  • ଏହି ମାସରେ ଶରୀରରେ ତେଲ ଲଗାଇବା ମନା । ନରକ ଚତୁର୍ଥୀ ଦିନ ତେଲ ଲଗାଇପାରିବେ ।
  • ସେହିପରି ଖାଦ୍ୟରେ ବାଇଗଣ, କଲରା, ଦହିକୁ ସାମିଲ କରାଯାଏ ନାହିଁ ।
  • ତାମଷିକ ଭୋଜନ ଖାଇବା ଉଚିତ ନୁହେଁ । ଏଣୁ ପିଆଜ, ରସୁଣ ସହ ଆମିଷ ମଧ୍ୟ ଖାଇବା ମନା ।
  • କାର୍ତ୍ତିକ ମାସରେ ଜିରା ଖାଇବା ବର୍ଜନୀୟ ।
  • ଏହି ମାସରେ କୋଳଥ ଡାଲି ଖିଆଯାଏ ନାହିଁ ।

Comments are closed, but trackbacks and pingbacks are open.