କୋଣାର୍କ ମେରାଇନ ଡ୍ରାଇଭରେ ଭୟାବହ ଅଗ୍ନିକାଣ୍ଡ

15

କୋଣାର୍କ ମେରାଇନ ଡ୍ରାଇଭ ରୋଡ ଅଂଚଳ ରାସ୍ତା ଦୁଇ ପାର୍ଶ୍ୱରେ ଭୟାବହ ଅଗ୍ନିକାଣ୍ଡ ଘଟି ଶହ ଶହ ଗଛ ଜଳିଯାଉଛି । ହେଲେ କେଉଁ କାରଣରୁ ଅଗ୍ନିକାଣ୍ଡର ଘଟିଲା ସେ ନେଇ ଅସ୍ପଷ୍ଟ ରହିଥିଲେ ମଧ୍ୟ ବଣ ଭୋଜି ନିଆଁରୁ ଅଗ୍ନିକାଣ୍ଡ ଘଟିଥିବା ନେଇ ସନ୍ଦେହ କରାଯାଉଛି I ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ତୁରନ୍ତ କୋଣାର୍କ ଅଗ୍ନିଶମ ବାହିନୀ ପହଂଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି I

Leave A Reply

Your email address will not be published.