Browsing Tag

ODISHA

ମହଙ୍ଗା ପଡିଲା କମେଣ୍ଟ ମରା :ମୁହଁରେ ଚୂନକାଳି ବୋଳିଲେ ଗ୍ରାମବାସୀ

କଟକ : କମେଂଟ ମାରି, ମାଡ ଖାଇଲେ । ମୁହଁରେ ଚୂନକାଳି ବୋଳି ବିଦ୍ୟୁତ୍ ଖୁଂଟରେ ବାନ୍ଧିଦେଲେ ଗ୍ରାମବାସୀ । ଯୁବତୀଙ୍କୁ କମେଂଟ ମାରିବା ଅଭିଯୋଗରେ ୩ ଜଣ ଯୁବକଙ୍କୁ ଏଭଳି
Read More...

OSSC ପ୍ରଶ୍ନପତ୍ର ଲିକ୍‌ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନ (OSSC) ଜୁନିଅର ଇଂଜିନିୟର (ସିଭିଲ) ପ୍ରଶ୍ନପତ୍ର ଲିକ୍ ମାମଲାର ତଦନ୍ତ କରିବ କ୍ରାଇମ୍‌ ବ୍ରାଞ୍ଚ। ହାଇକୋର୍ଟ ଏହି ନିର୍ଦ୍ଦେଶ
Read More...

ରିଲିଜ ହେଲା ଓଡ଼ିଆ ସିନେମା ‘ପୁଷ୍କରା’ର ଟ୍ରେଲର

ବୋହୁ ଅପେକ୍ଷା ପରେ ରିଲିଜ ହେଇଛି ବୋହୁ ପ୍ରତିକ୍ଷିତ ଓଡ଼ିଆ ସିନେମା ‘ପୁଷ୍କରା’ର ଟ୍ରେଲର l ଦୀର୍ଘ ୨ ବର୍ଷ ପରେ ବହୁ ପ୍ରତିକ୍ଷୀତ ଓଡ଼ିଆ ଫିଲ୍ମ ‘ପୁଷ୍କରା’ ସହ ବଡ଼
Read More...

ନୟାଗଡର କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ

 ନୟାଗଡ ଜିଲ୍ଲାର ପ୍ରସିଦ୍ଧ କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ୍ । କେନ୍ଦ୍ର ସରକାର ଏହାକୁ ଜିଆଇ ଟ୍ୟାଗ ଦେବାକୁ ଅନୁମତି ଦେଇଛନ୍ତି । ଏହି ବାଇଗଣ ବିଶେଷ
Read More...

ମାଗଣାରେ ମେଡିକାଲ ଓ ଇଞ୍ଜିନିୟରିଂ ପଢ଼ିବେ ଏସସି/ଏସଟି ଛାତ୍ରଛାତ୍ରୀ 

ରାଜ୍ୟର ସମସ୍ତ ସରକାରୀ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ପଢ଼ୁଥିବା ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀମାନେ ଏଣିକି ମାଗଣାରେ ପାଠ ପଢ଼ିବେ। ରାଜ୍ୟ
Read More...

‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପ୍ରସଙ୍ଗ’:ରାମନାଥ କୋବିନ୍ଦ ରହିବେ ଅଧ୍ୟକ୍ଷ‘

ୱାନ୍ ନେସନ, ୱାନ ଇଲେକ୍ସନ’ ବା ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପ୍ରସ୍ତାବ ଉପରେ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ଗଠନ କରିଛନ୍ତି କମିଟି। ପୂର୍ବତନ
Read More...

ବିଜେଡି V/S ବିଜେଡି; ଦିଗପହଣ୍ଡିରେ ହାଇଡ୍ରାମା

ଗଞ୍ଜାମ : ବିଜେଡି V/S ବିଜେଡି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ବିଜେଡି ହେଲା ଦୁଇ ଫାଳ। ବିଚ୍‌ ରାସ୍ତାକୁ ଓହ୍ଲାଇଲେ ଦୁଇ ଗୋଷ୍ଠୀ । ରାସ୍ତା ଉପରେ ମୁହାଁମୁହିଁ
Read More...

ସମ୍ପତ୍ତି ପାଇଁ ତୁଚ୍ଛ ହେଲା ରକ୍ତ ସମ୍ପର୍କ; ଭାଇକୁ ହତ୍ୟା କଲା ଭାଇ

ସମ୍ପତ୍ତି ପାଇଁ ତୁଚ୍ଛ ହେଲା ରକ୍ତ ସମ୍ପର୍କ। ଜମି ପାଇଁ ଭାଇକୁ ହତ୍ୟା କରି ଜମିରେ ପୋତିଦେଲା ଭାଇ। ୧୧ ଦିନ ପରେ ମୃତଦେହ ଉଦ୍ଧାର କଲା ପୁଲିସ। ଘଟଣା ଘଟିଛି
Read More...

ପରିବାରବାଦ ରାଜନୀତିର କଥା ଉଠାଇଲେ କେନ୍ଦ୍ରମନ୍ତ୍ରୀ

 ଯାଜପୁର ସୁକିନ୍ଦା ଗସ୍ତ ବେଳେ ପରିବାରବାଦ ରାଜନୀତିର କଥା ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବଡ଼ ଘଡ଼େଇ ଓ ସାନ ଘଡ଼େଇ ପ୍ରସଙ୍ଗ ଉଠାଇ ସ୍ଥାନୀୟ
Read More...

ଅକ୍ଟୋବର ୧୫ରେ ଓସିଏସ୍ ପ୍ରିଲିମ୍ ପରୀକ୍ଷା ।

ଘୋଷଣା ହେଲା ଓଡିଶା ସିଭିଲ୍ ସର୍ଭିସ୍ ପ୍ରିଲିମ୍ ପରୀକ୍ଷା ତାରିଖ । ଆସନ୍ତା ଅକ୍ଟୋବର ୧୫ ତାରିଖରେ ପ୍ରିଲିମ୍ ପରୀକ୍ଷା ଦେବେ ଓଡିଶା ସିଭିଲ୍ ସର୍ଭିସ ଆଶାୟୀ । ଏନେଇ
Read More...