Browsing Tag

#balijatra

ଦିନଟିଏ ବଢ଼ିଲା କଟକ ବାଲିଯାତ୍ରା

ଐତିହାସିକ କଟକ ବାଲିଯାତ୍ରା ଆଉ ଗୋଟିଏ ଦିନ ବଢ଼ିଛି। ଲୋକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଆଜି ବାଲିଯାତ୍ରାର ଶେଷ ଦିନ ଥିଲା।
Read More...

ଆରମ୍ଭ ହେଲାଣି ପ୍ରସ୍ତୁତି :ଏହି ତାରିଖରୁ ଆରମ୍ଭ ହେବ ବାଲିଯାତ୍ରା

ଭୁବନେଶ୍ୱର : ନଭେମ୍ବର ମାସରେ ହେବ ବାଲିଯାତ୍ରା l ଏନେଇ ପ୍ରଥମ ପର୍ଯ୍ୟାୟ ପ୍ରସ୍ତୁତି ଆରମ୍ଭ ହୋଇଛି l ଭୁବନେଶ୍ୱର ବାଲିଯାତ୍ରା କମିଟିର ପ୍ରଥମ ପ୍ରସ୍ତୁତି ବୈଠକ
Read More...