ସନରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ପଞ୍ଜାବ ବିପକ୍ଷରେ ବ୍ୟାଟିଂ ନିଷ୍ପତ୍ତି

29

ୱାନଖେଡେ ଷ୍ଟାଡିୟମରେ ପୂର୍ବତନ ଚାମ୍ପିଅନ୍ ସନରାଇଜର୍ସ ହାଇଦ୍ରାବାଦ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଆଜି ଆଇପିଏଲ୍ ର ଅନ୍ତିମ ଲିଗ୍ ମ୍ୟାଚ୍ ଖେଳାଯାଉଛି I ହାଇଦ୍ରାବାଦ ଅଧିନାୟକ ଭୂବନେଶ୍ୱର କୁମାର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ହାଇଦ୍ରାବାଦ ଅଧିନାୟକ ଥିବା କେନ୍ ୱିଲିୟମସନ ତାଙ୍କ ଦ୍ୱିତୀୟ ସନ୍ତାନର ଜନ୍ମ ପାଇଁ ନ୍ୟୁଜିଲ୍ୟାଣ୍ଡକୁ ଫେରିଛନ୍ତି ଏବଂ ତାଂକ ସ୍ଥାନ ରେ ଭୁବନେଶ୍ୱର କୁମାର କମାଣ ସମ୍ଭାଳିଛନ୍ତି । ସେହିଭଳି ମୟଙ୍କ ଅଗ୍ରୱାଲ ପଞ୍ଜାବ କିଙ୍ଗ୍ସର ଅଧିନାୟକ ରହିଛନ୍ତି I

Comments are closed, but trackbacks and pingbacks are open.