୪ବର୍ଷ ପରେ ହେବ ଛାତ୍ର ସଂସଦ ନିର୍ବାଚନ

32

ଭୁବନେଶ୍ୱର : କମ୍ପିଲାଣି କଲେଜ୍‌ କ୍ୟାମ୍ପସ୍‌ । ଦୀର୍ଘ ୪ବର୍ଷ ଧରି ବନ୍ଦ ରହିଥିବା ଛାତ୍ର ସଂସଦ ନିର୍ବାଚନ ଏବର୍ଷ ହେବ  । ଏଥିପାଇଁ ଦୀର୍ଘ ୪ବର୍ଷ ପରେ କଲେଜ କ୍ୟାମ୍ପସ୍‌ ସରଗରମ୍‌ ହୋଇଛି । ନିର୍ବାଚନ ନେଇ ପ୍ରସ୍ତୁତ ହେଲାଣି ମାହୋଲ । ଏଥିପାଇଁ ଛାତ୍ର ନେତାମାନେ ଆକ୍ଟିଭ ହେବା ସହ ପୋଷ୍ଟର ବ୍ୟାନର ମଧ୍ୟ ଲଗାଇଲେଣି । ବିଜେପି, ବିଜେଡି ଓ କଂଗ୍ରେସ୍‌ ତିନି ଦଳ ଛାତ୍ର ସଂଗଠନ ପ୍ରସ୍ତୁତ ହୋଇଛି । ଏଥିପାଇଁ ଛାତ୍ରନେତାଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି ।  ସୂଚନା ଥାଉ ଯେ, ୨୦୧୯ରୁ ରାଜ୍ୟ ଛାତ୍ର ନିର୍ବାଚନ ବନ୍ଦ ରହିଥିଲା । 

Comments are closed, but trackbacks and pingbacks are open.