୫ଟି ସଚିବଙ୍କର ଝାରସୁଗୁଡ଼ା ଗସ୍ତକୁ ଜୋରଦାର ବିରୋଧ

22

ଝାରସୁଗୁଡ଼ା: ୫ଟି ସଚିବ ଭି.କେ.ପାଣ୍ଡିଆନଙ୍କର ଝାରସୁଗୁଡ଼ା ଗସ୍ତକୁ ବିଭିନ୍ନ ସଂଗଠନ ଓ ବିଜେପି ପକ୍ଷରୁ ଜୋରଦାର ବିରୋଧ କରାଯାଉଥିବାର ଦେଖିବାକୁ ମିଳିଛିl ରାତିଅଧିଆ ଝାରସୁଗୁଡ଼ାରେ ଲାଗିଛି ‘ଗୁମାସ୍ତା ଗୋ ବ୍ୟାକ’ ପୋଷ୍ଟର ଓ କଳାପତାକା। ନିର୍ଦ୍ଧାରିତ ସମୟରୁ ଦେଢ଼ ଘଣ୍ଟା ବିଳମ୍ବରେ କାର୍ଯ୍ୟକ୍ରମ ଚାଲୁଥିବାରୁ ଏହାକୁ ନେଇ ବି ଅସନ୍ତୋଷ ପ୍ରକାଶ ପାଇଛିl ବ୍ରଜରାଜନଗରରେ ବିଜେପି ପକ୍ଷରୁ ରାଲି କରାଯାଇ ୫ଟି ସଚିବଙ୍କୁ ବିରୋଧ କରାଯାଇଛିl

Comments are closed, but trackbacks and pingbacks are open.