ରାଗିଙ୍ଗକୁ ନେଇ ୟୁଜିସିର କଡ଼ା ପଦକ୍ଷେପ

301

ଭୁବନେଶ୍ବର: ରାଗିଙ୍ଗ ବିରୋଧରେ ଆହୁରି ସଶକ୍ତ ନିୟମ ଆଣିଲା ୟୁଜିସି । ବାରମ୍ବାର ରାଗିଙ୍ଗ ଅଭିଯୋଗ ଆସିଲେ ଦାୟୀ ରହିବ କଲେଜ ଓ ବିଶ୍ଵବିଦ୍ୟାଳୟ । ୟୁଜିସି ସବୁବେଳେ ରାଗିଙ୍ଗକୁ ନେଇ ସକ୍ରିୟ ଅଛି ।

ରାଗିଙ୍ଗ ସମ୍ପର୍କରେ ଅଭିଯୋଗ ଆସିଲେ କଲେଜ କର୍ତ୍ତୃପକ୍ଷ ଆକ୍ସନ ନେବାକୁ ପଡ଼ିବ । କାରଣ ଏହା କଲେଜ ଭିତରେ ହେଉଛି।  ସେମାନେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାୟୀ ରହିବା ଉଚିତ। କାରଣ ସେମାନେ ହିଁ ପରିବର୍ତ୍ତନ ଆଣି ପାରିବେ। 

ନ ହେଲେ ପରିସ୍ଥିତି ଆହୁରି ଖରାପ ହୋଇପାରେ ବୋଲି  ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସ କହିଛନ୍ତି।

Comments are closed, but trackbacks and pingbacks are open.