ବଦଳିଲେ ୪ ରାଜ୍ୟର ରାଜ୍ୟ ବିଜେପି ସଭାପତି

33

ଆଗକୁ ଆସୁଥିବା ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ଓ ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସାଙ୍ଗଠନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ କରିଦେଇଛି ବିଜେପି । ଏଥିପାଇଁ ମଙ୍ଗଳବାର ୪ ରାଜ୍ୟର ରାଜ୍ୟ ସଭାପତି ବଦଳାଯାଇଛି ।

ଏହି କ୍ରମରେ ଓଡିଶା ବିଜେପିର ପ୍ରଭାରୀ ଥିବା ଡି. ପୁରନ୍ଦେଶ୍ୱରୀଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟ ସଭାପତି ଭାବେ ଦାଇତ୍ୱ ଦିଆଯାଇଛି | ସେହିପରି ପଞ୍ଜାବରେ ସୁନୀଲ ଜାଖର, ତେଲେଙ୍ଗାନାରେ ଜି. କିଶନ ରେଡ୍ଡୀ ଓ ଝାଡ଼ଖଣ୍ଡର ବାବୁଲାଲ ମାରାଣ୍ଡିଙ୍କୁ ରାଜ୍ୟ ସଭାପତି ଦାୟିତ୍ବ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧକ୍ଷ୍ୟ ଜେପି ନଡ୍ଡା।

Comments are closed, but trackbacks and pingbacks are open.